ଝିଅ ମାନଙ୍କୁ ଅଧିକ ପସନ୍ଦ ଆସିଥାନ୍ତି ଏହି ୩ଟି ନାମର ପୁଅମାନେ, କଣ ଆପଣଙ୍କ ନାମ ଏହା ମଧ୍ୟରେ ଅଛି ଜାଣନ୍ତୁ

ଜଣେ ଯୁବତୀ ପ୍ରାପ୍ତ ବୟସ୍କ ହେବା ପରେ ନିଜ ମନ ପସନ୍ଦ ର ଏକ ଜୀବନସାଥୀ ଟି ପାଇବାକୁ ଚାହିଁଥାନ୍ତି I ପ୍ରତୋକ ଯୁବତୀ ନିଜ ମନ ପସନ୍ଦ ର ଏକ ରାଜକୁମାର ଟେ ପାଇବା କୁ ଆଶା କରିଥାନ୍ତି I ଏବଂ ଏହି ଯୁବକ ଙ୍କ ର କିଛି ବିଶେଷ ଗୁଣ କାରଣ ରୁ ତାଙ୍କୁ ଝିଅମାନେ ପସନ୍ଦ ମଧ୍ୟ କରିଥାନ୍ତି I ଆଜି ଆମେ ଏହିପରି କିଛି ଯୁବତୀ ଙ୍କ ର ନାମ କହିବା କୁ ଯାଉଛୁ I

ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ନାମ ର ଯୁବକ ଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି I

R ନାମ ର ଯୁବତୀ
ଏହି ନାମ ର ଯୁବତୀମାନେ ଖୁବ ଚାଁର୍ମିଙ୍ଗ ବ୍ୟକ୍ତିତ୍ୱ ର ହେଇଥାନ୍ତି I ତାଙ୍କ କଥା କହିବା ର ଶୈଳୀ ବେଶ ଭଲ ଅଟେ I ଏବଂ ଯେଉଁ ଯୁବତୀ ତାଙ୍କ ସହ କଥା ହେଇଥାନ୍ତି ବହୁତ ପ୍ରଭାବିତ ହେଇଯାଇଥାନ୍ତି I ତେଣୁ ଏହି ଯୁବକ ଙ୍କ ର ଅଧିକ ରୋମାଣ୍ଟିକ ବ୍ୟକ୍ତିତ୍ୱ କୁ ନେଇ ଯୁବତୀମାନେ ତାଙ୍କ ପ୍ରେମ ରେ ପଡିଯାଇଥାନ୍ତି I ଏହି ନାମ ର ଯୁବକ ମାନେ ଯୁବତୀ ଙ୍କ ର ସବୁ ଛୋଟ ବଡ଼ କଥା କୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି I

S ନାମ ର ଯୁବକ
ଏହି ନାମ ର ଯୁବକମାନେ ଟିକେ ମଜାକିଅ ସ୍ଵଭାଵ ର ହେଇଥାନ୍ତି I ଏବଂ ସର୍ବଦା ଚେହେରା ରେ ହସ ହସ ଖୁସି କୁ ଦେଖାଇଥାନ୍ତି I ଏହି ଯୁବକ ଙ୍କ ର ସର୍ବଦା ଖୁସି ରହିବା ଦ୍ୱରା ଯୁବତୀମାନେ ବିଶେଷ ପ୍ରଭାବିତ ହେଇଥାନ୍ତି I ଏହି ନାମ ର ଯୁବକମାନେ ଗୃପ ରେ ମଧ୍ୟ ଅଧିକ ସକ୍ରିୟ ରହିଥାନ୍ତି I ଏବଂ ଯୁବକ ଙ୍କ ର ପ୍ରେମ ସମ୍ବନ୍ଧ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ I ଏବଂ ଏହି ନାମ ର ଯୁବକ ମାନେ ଏକ ଉତ୍ତମ ଜୀବନସାଥୀ ହେଇପାରିଥାନ୍ତି I

P ନାମ ର ଯୁବକ
ଏହି ନାମ ର ଯୁବକ ଙ୍କୁ ଯୁବତୀମାନେ ବହୁତ ସଂମାନ ଦେଇଥାନ୍ତି I ତାଙ୍କ ସମ୍ପର୍କ ର ମୂଲ୍ୟବୋଧ ବେଶ ଅଧିକ ହେଇଥାଏ I ତେଣୁ କୌଣସି ଯୁବତୀ ଙ୍କ ସହ ତାଙ୍କ ର ପ୍ରେମ ସମ୍ବନ୍ଧ ରହିବା ପରେ ସେମାନେ ଇମାନଦାରୀ ସହ ଏହା କୁ ପୁରା କରିଥାନ୍ତି I ଏହି ନାମ ର ଯୁବକ ମାନେ ଏକ ସଚୋଟ ଜୀବନସାଥୀ ମଧ୍ୟ ହେଇପାରିଥାନ୍ତି I