ଯଶପ୍ରୀତ ବୁମରାହ ଙ୍କର କ୍ୟାରିୟର ଉପରେ ବଡ଼ ସଙ୍କଟ, ତାଙ୍କର ସବୁଠୁ ବଡ ଶକ୍ତି ହେଲା ତାଙ୍କର ଶତ୍ରୁ, ଜାଣନ୍ତୁ କିପରି

ଟେଷ୍ଟ ଚମ୍ପିୟାନ ପୂର୍ବ ରୁ ଲୋକେ ଭାବୁଥିଲେ କି ଯଶପ୍ରୀତ ବୁମରାହ ଏହି ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ I କିନ୍ତୁ ଟିମ ମ୍ୟାନେଜମେଣ୍ଟ ର କହିବା ଅନୁସାରେ ଯଶପ୍ରୀତ ବୁମରାହ ଦେଶ ବାହାରେ ହେଉଥିବା ମ୍ୟାଚ ରେ ବିଶେଷ ଯୋଗଦାନ ଦେଇପାରିବେ I ଏହି କାରଣ ରୁ ଯଶପ୍ରୀତ ବୁମରାହ ମଧ୍ୟ ନିଜ ଫିଟ୍ନେସ କୁ ବିଶେଷ ଧ୍ୟାନ ଦେଇଥିଲେ I

ଯେଉଁ ସୁନ୍ଦର ବୋଲିଂ କରିବା କୁ ନେଇ ଯଶପ୍ରୀତ ବୁମରାହ ପରିଚିତ ଆଜିକା ସମୟ ରେ ସେ ଭାରତୀୟ କ୍ରିକେଟ ଟିମ ର ଜଣେ ଅଭିଜ୍ଞତା ସମ୍ପର୍ଣ ଖେଳାଳି ରୂପେ ହିଁ ପରିଚିତ ହେଇପାରିଛନ୍ତି I କିନ୍ତୁ ଯଶପ୍ରୀତ ବୁମରାହଙ୍କ ର କିଛି ଭୁଲ କୁ ନେଇ ସେ ତାଙ୍କ କ୍ୟାରିୟର ରେ ଧୀରେ ଧୀରେ ତଳ କୁ ଯାଉଛନ୍ତି I

ପୂର୍ବ ଭାରତୀୟ କ୍ୟାପଟେନ କପିଳ ଦେବ ଙ୍କ କହିବା ଅନୁସାରେ ବୁମରାହା ଙ୍କ ର ବୋଲିଂ ଆକ୍ସନ ଆଘାତ କୁ ଆମନ୍ତ୍ରିତ କରିଥାଏ I ବିଶ୍ୱକପ ପରେ ଯଶପ୍ରୀତ ବୁମରାହ କେବଳ ତିନି ଗୋଟି ମ୍ୟାଚ ରେ ହିଁ ମୈଦାନ କୁ ଆସିଥିଲେ I ଥରେ ୱେଷ୍ଟଇଣ୍ଡିଜ ଏ ବିପକ୍ଷ ରେ ଓ ଏହା ପରେ ୱେଷ୍ଟଇଣ୍ଡିଜ ର ଦୁଇଟି ଟେଷ୍ଟ ମ୍ୟାଚ ରେ I ଯଦି ଯଶପ୍ରୀତ ବୁମରାହ ଙ୍କୁ ଲାଗିଥିବା ଆଘାତ ରୁ ସେ ଋକଭରୀ ହେଇ ନ ପାରନ୍ତି ତେବେ ତାଙ୍କ ର କ୍ୟାରିୟର ର ପରିସମାପ୍ତି ଖୁବ ଶୀଘ୍ର ହେବାର ଆଶଙ୍କା ରହିଛି I

Share Your Comments Below