ଚେହେରାର କଳାଯାଇ ରୁ ଜଣାପଡିଥାଅ କେଉଁ ବ୍ୟକ୍ତି କେତେ କାମୁକ ସ୍ଵଭାଵର, ଜାଣନ୍ତୁ କେଉଁ ପ୍ରକାର ର ବ୍ୟକ୍ତି ଆପଣ

ଶରୀର ରେ ଛୋଟ ଓ କଳା ରଙ୍ଗର ଦାଗକୁ ଆମେ କଳାଯାଇ କହିଥାଉ I ଜୋତିଷ ଶାସ୍ତ୍ର ଅନୁସାରେ ଏହି କଳାଯାଇ ରୁ ଜଣେ ବ୍ୟକ୍ତି ଙ୍କର ସ୍ଵଭାଵ ବିଷୟରେ ଆମେ ଜଣା ପାରିବା | ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ସେହି କଳାଯାଇ ସମ୍ପର୍କରେ କହିବାକୁ ଯାଉଛୁ ତେବେ ଚାଲନ୍ତୁ ଜାଣିବା

ଚେହେରା ରେ କଳାଯାଇ ରୁ ଜଣାପଡିଥାଏ ସ୍ଵଭାଵ –
ଯଦି କୌଣସି ବ୍ୟକ୍ତି ଙ୍କ ର ଦୁଇ ଆଖି ପତା ର ମଧ୍ୟ ରେ ରହିଥାଏ କଳାଯାଇ ତେବେ ସେମାନେ ବହୁତ ବୁଦ୍ଧିମାନ ସ୍ଵଭାଵ ର ହେଇଥାନ୍ତି I ସେହି ବ୍ୟକ୍ତି ଙ୍କ ର ଆର୍ଥିକ ଅଭିବୃଦ୍ଧି ଶୀଘ୍ର ହେଇଥାଏ |

ଡାହାଣ ଆଖି ପଲକ ରେ ଯଦି କୌଣସି ବ୍ୟକ୍ତି ଙ୍କ ର କଳାଯାଇ ହେଇଥାଏ ତେବେ ବୌଦ୍ଧିକ କ୍ଷମତା ବୃଦ୍ଧି ହେଇଥାଏ I ଅନ୍ୟ ଲୋକ ଙ୍କ ଅପେକ୍ଷ୍ୟା ଏହି ଲୋକେ ଖୁବ ଆଗୁଆ ହେଇଥାନ୍ତି I

ଯଦି କୌଣସି ବ୍ୟକ୍ତି ଙ୍କ ର ଡାହାଣ ପଟ ଆଖି ର କୋଣ ରେ କଳାଯାଇ ହେଇଥାଏ ସେମାନେ ବହୁତ ଭାବୁକ ହେଇଥାନ୍ତି I ଏପରି ଲୋକେ ଅନ୍ୟ ପ୍ରତି ଇର୍ସା ସ୍ଵଭାଵ ପ୍ରକାଶ କରିଥାନ୍ତି I

ଡାହାଣ ଆଖି ତଳେ କଳାଯାଇ ଥିଲେ ସେମାନେ ବହୁତ କାମୁକ ହେଇଥାନ୍ତି I ପ୍ରେମ ମାମଲା ରେ ବି ଖୁବ ଆଗ ରେ ରହିଥାନ୍ତି I ଅନ୍ୟ ର ସହାୟତା କରିବାକୁ ସର୍ବଦା ଆଗବର ହେଇଥାନ୍ତି I

ଯେଉଁ ବ୍ୟକ୍ତି ଙ୍କ ର ଡାହାଣ ଆଖି ର ତଳେ ନାକ ପାଖ ରେ କଳାଯାଇ ହେଇଥାଏ I ଏପରି ଲୋକ ଙ୍କ ର ସ୍ଵଭାଵ ରହସ୍ୟମୟ ହେଇଥାଏ I ଏହି ଲୋକ ଙ୍କ ର ସ୍ଵଭାଵ କୁ ଆପଣ ଜାଣିପାରିବେ ନାହିଁ I

ନାକ ର ପ୍ରାରମ୍ଭିକ ସ୍ଥାନ ରେ ଯଦି କଳାଯାଇ ରହିଥାଏ ସେମାନେ କଲ୍ପନାଶୀଳ ହେଇଥାନ୍ତି I

ବାମ ଆଖି ର ତଳେ ଯଦି କଳାଯାଇ ରହିଥାଏ ସେହି ଲୋକ ଙ୍କ ର ଇର୍ସା ଭାବନା ଅଧିକ ରହିଥାଏ I ବହୁତ ସ୍ୱାର୍ଥପର ମଧ୍ୟ ହେଇଥାନ୍ତି I

ଯେଉଁ ଲୋକ ଙ୍କ ର ବାମ ଆଖି ର ଠିକ ତଳେ କଳାଯାଇ ରହିଥାଏ ସେମାନେ ବହୁତ କାମୁକ ହେଇଥାନ୍ତି I

ବାମ ଆଖି ର କୋଣ ରେ ଏହିପରି ଯଦି କଳାଯାଇ ରହିଥାଏ ତେବେ ସେମାନେ ନିଜ ପାର୍ଟନର ଙ୍କ ସହ ସର୍ବଦା କଳି ଝଗଡା କରିଥାନ୍ତି I

ଯଦି ଆପଣ ଙ୍କ ର ବାମ ଆଖି ର ଉପରି ପତା ରେ କଳାଯାଇ ରହିଥାଏ ସେହି ବ୍ୟକ୍ତି ଙ୍କ ର ଯାତ୍ରା ର ଯୋଗ ରହିଥାଏ ଏବଂ ପ୍ରେମ ସମ୍ବନ୍ଧ ରେ ନାନା ସମସ୍ୟା ସୃଷ୍ଟି ହେଇପାରେ I

ଡାହାଣ ଗାଲ ରେ ଯଦି କଳାଯାଇ ରହିଥାଏ ସେମାନେ ବହୁତ ଭାବୁକ ହେଇଥାନ୍ତି I ଏବଂ ଏହି ସ୍ଵଭାଵ କାରଣ ରୁ ସେମାନେ ନିଜେ ବି ସମସ୍ୟା ରେ ପଡି ପାରନ୍ତି I

ଯଦି କଳାଯାଇ ନାକ ର ଠିକ ତଳେ ରହିଥାଏ ସେହି ବ୍ୟକ୍ତି ଶ୍ରେଷ୍ଠ ବିଚାର ଧାରା ସମ୍ପର୍ଣ ହେଇଥାନ୍ତି I ଏହି ଲୋକେ ଖୁବ ରହସ୍ୟମୟୀ ସ୍ଵଭାଵ ର ହେଇଥାନ୍ତି I

ନାକ ମଧ୍ୟ ରେ କଳାଯାଇ ଥିଲେ ସ୍ୱାଧୀନ ବିଚାର ଧାରା ର ହେଇଥାନ୍ତି I ଦୂର ଯାତ୍ରା କରିବା ତାଙ୍କୁ ଖୁବ ପସନ୍ଦ ଅଟେ I

ଓଠ ର ଉପରି ଭାଗ ରେ ବାମ ପଟେ ଯଦି କଳାଯାଇ ରହିଥାଏ ତେବେ ସେମାନେ ନିଜ ସନ୍ତାନ କୁ ଖୁବ ଅଧିକ ପ୍ରେମ କରିଥାନ୍ତି I

ନାକ ର ବାମ ହାତ ର ଉପରି ଭାଗ ରେ ଯଦି କଳାଯାଇ ରହିଥାଏ ତେବେ କଳାତ୍ମକ ସ୍ଵଭାଵ ର ହେଇଥାନ୍ତି I ନିଜ କାର୍ଯ୍ୟ ରେ ଅନ୍ୟ ଙ୍କୁ ପ୍ରଭାବିତ କରିଥାନ୍ତି I ସେହି ବ୍ୟକ୍ତି ଙ୍କ ର ଏକ ରୁ ଅଧିକ ପ୍ରେମ ସମ୍ବନ୍ଧ ରହିଥାଏ I

ଓଠ ର ଠିକ ଉପରି ଭାଗ ରେ ଯଦି କଳାଯାଇ ରହିଥାଏ ତେବେ ସେହି ବ୍ୟକ୍ତି ନିଜ କାର୍ଯ୍ୟ କୁ ପରଫେକ୍ଟ କରିଥାନ୍ତି I ଏହି ବ୍ୟକ୍ତି ଙ୍କ ର ଚିନ୍ତା ଶକ୍ତି ଖୁବ ଭଲ ଅଟେ I

ବାମ ପାର୍ଶ୍ଵ ରେ କାନ ପାଖ ରେ ଯଦି କଳାଯାଇ ରହିଥାଏ ତେବେ ସେମାନେ ଖୁବ ରୋମାଣ୍ଟିକ ସ୍ଵଭାଵ ର ହେଇଥାନ୍ତି I ପାର୍ଟନର ଙ୍କ ପ୍ରତି ବିଶ୍ୱସ୍ତ ହେଇଥାନ୍ତି I

ଯେଉଁ ବ୍ୟକ୍ତି ଙ୍କ ର ବାମ ପାର୍ଶ୍ଵ ର ଗାଲ ଉପରେ କଳାଯାଇ ରହିଥାଏ ସେହି ବ୍ୟକ୍ତି ଙ୍କୁ ଜାଣିବା ଖୁବ କଷ୍ଟକର ଅଟେ I

ଯଦି କୌଣସି ବ୍ୟକ୍ତି ଙ୍କ ର ଗାଲ ରେ କଳାଯାଇ ରହିଥାଏ ସେହି ବ୍ୟକ୍ତି ଧାର୍ମିକ ସ୍ଵଭାଵ ର ହେଇଥାନ୍ତି I ଅନେକ ଭୌତିକ ସୁଖ ସୁବିଧା ପ୍ରାପ୍ତି କରିଥାନ୍ତି I

ଯଦି କୌଣସି ବ୍ୟକ୍ତି ଙ୍କ ର ଥୋଡୀ ରେ କଳାଯାଇ ରହିଥାଏ ସେମାନେ ବହୁତ ଆକର୍ଷକ ସ୍ଵଭାଵ ର ହେଇଥାନ୍ତି କିନ୍ତୁ ନିଜ କୁ ଅସୁରକ୍ଷିତ ମନେ କରିଥାନ୍ତି I