ଏବେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ସାଙ୍ଗରେ ସିରିଜ ଜାରି ରହିଛି I ଏବଂ ସେଠାରେ ୱାନଡେ ସିରିଜ ଜାରି ରହିଛି I ଏହି ସିରିଜ ର ଦ୍ୱିତୀୟ ମ୍ୟାଚ ଆଗାମୀ କାଲି ହେବାକୁ ଯାଉଛି I ଏହି ସିରିଜ ରେ 1-1 ରେ ବରାବରୀ ରେ ରହିଛି I ତେବେ ଆଗାମୀ କାଲି 19 ତାରିଖ ରେ ବ୍ୟଙ୍ଗଲୋର ର ଚେନାସ୍ୱାମୀ ଷ୍ଟାଡିୟମ ରେ ଏହି ମ୍ୟାଚ ଆୟୋଜିତ ହେବ I ଏହା ଦିନ 1.30 ମିନିଟ ସମୟ ରେ ପ୍ରସାରିତ ହେବ I
ଆଘାତ କାରଣ ରୁ ରୋହିତ ଶର୍ମା ଟିମ ରୁ ବାହାର
ଟିମ ଇଣ୍ଡିଆ ର ଆକ୍ରମକ ଓପନର ରୋହିତ ଶର୍ମା ଙ୍କୁ ଦ୍ୱିତୀୟ ମ୍ୟାଚ ସମୟ ରେ ଆଘାତ ଲାଗିଥିଲା I ସେ ଏକ ଡ୍ରାଇଭ ଲଗାଇବା ସମୟ ରେ କାନ୍ଦ ରେ ଆଘାତ ଲାଗିଥିଲା I ତେଣୁ ସେ ନିଜ ର ଫିଟ୍ନେସ କୁ ନେଇ ବର୍ତମାନ କୌଣସି ଅପଡେଟ ଦେଇ ନାହାନ୍ତି I
ଏହି 4 ଧୁରନ୍ଧର ଖେଳାଳି ଫେରିବେ
ତୃତୀୟ ୱାନଡେ ରେ ଭାରତ ର ଅନ୍ତିମ ଏକାଦଶୀ ରେ କେଦାର ଯାଦବ , ଶିବମ ଦୁବେ , ସାରଦୁଲ ଠାକୁର ଓ ୟୁଜବେନ୍ଦ୍ର ଚହଲ ଫେରିପାରନ୍ତି I
ନୂଆ ଓପନିଂ ଯୋଡି ସମ୍ଭାବିତ
ରୋହିତ ଶର୍ମା ମ୍ୟାଚ ରେ ଖେଳିବେ ନାହିଁ I ତେଣୁ ଶିଖର ଧାୱନ ଓ କେଏଲ ରାହୁଲ ଓପନିଂ କରିବା କୁ ସୁଯୋଗ ପାଇପାରନ୍ତି I
ଭାରତ ର ସମ୍ଭାବିତ ଏକାଦଶ
ରାହୁଲ , ଧାୱନ , କୋହଲି , ଅୟର , କେଦାର , ଦୁବେ , ଜାଡେଜା , ସାରଦୁଲ , ସମୀ , ବୁମରାହ, ଚହଲ