ଯେପରି କି ଆପଣ ଜାଣିଛନ୍ତି 29 ମାର୍ଚ୍ଚ ରୁ IPL ଲିଗ ଆରମ୍ଭ ହେଉଛି I ଆଜି ଆମେ ଏଠାରେ କଲିକତା ନାଇଟ ରାଇଡ଼ର୍ସ ରେ ସାମିଲ ହେଇଥିବା ଖେଳାଳି ଙ୍କ ବିଷୟ ରେ ଆଲୋଚନା କରିବା I ଯିଏ କି ମାତ୍ର 20 ଲକ୍ଷ ଟଙ୍କା ରେ କଲିକତା ଟିମ ରେ ସାମିଲ ହେଇଛନ୍ତି I
ଆପଣ ଙ୍କ ର ଜାଣିବା ପାଁଇ କହିରଖୁଛୁ କି ଏହି ଖେଳାଳି ଜଣେ ଲୋକପ୍ରିୟ ଖେଳାଳି ଅଟନ୍ତି I IPL ଅକ୍ସନ ସମୟ ରେ ସର୍ବଦା ବଡ଼ ଖେଳାଳି ଙ୍କ ଉପରେ ଲୋକ ଙ୍କ ନଜର ରହିଥାଏ I ତେବେ କଲିକତା ନାଇଟ ରାଇଡର ଟିମ ର ପେଟ କମିସ ପରି ବୋଲର ଙ୍କୁ ଟିମ ରେ ସାମିଲ କରାଯାଇଛି I
କଲିକତା ନାଇଟ ରାଇଡ଼ର୍ସ ସହ ସାମିଲ ହେଇଥିବା ଏହି ଖେଳାଳି ଙ୍କୁ ନେଇ ଆଜିକା ସମୟ ରେ କଲିକତା ନାଇଟ ରାଇଡର ଟିମ ମଜବୁତ ଟିମ ହେଇପାରିଛି I ଏବଂ ଏହି ଆକ୍ରମକ ଖେଳାଳି ଟିମ ରେ ବେଶ ସୁନ୍ଦର ଖେଳ ପ୍ରଦର୍ଶନ ମଧ୍ୟ କରିବେ I ତେବେ କଲିକତା ଟିମ ବହୁତ କମ ମୂଲ୍ୟ ରେ ଏପରି ଆକ୍ରମକ ଖେଳାଳି ଙ୍କୁ ପାଇପାରିଛି I
ନିଖିଳ 25 ବର୍ଷୀୟ ଜଣେ ଆକ୍ରମକ ଖେଳାଳି ଅଟନ୍ତି I ସର୍ବଦା ନିଜ ର ଆକ୍ରମକ ବ୍ୟାଟିଂ ଶୈଳୀ କୁ ନେଇ ବିପକ୍ଷ ଟିମ ଚିନ୍ତା ରେ ରହିଥାନ୍ତି I ସେହିପରି ନିଖିଳ ଏକ ପାୱାର ହିଟର ମଧ୍ୟମକରମ ର ବ୍ୟାଟ୍ସମ୍ୟାନ ଅଟନ୍ତି I ଓ ଵିକେଟ କ୍ୱିପିଙ୍ଗ ରେ ମଧ୍ୟ ବେଶ ଭଲ ଅଭିଜ୍ଞତା ରହିଛି I
କଲିକତା ଦଳରେ ଲାଗିଲା ଚାର ଚାନ୍ଦ, ମାତ୍ର ୨୦ ଲକ୍ଷ ଟଙ୍କାରେ KKR ରେ ସାମିଲ ହେଲେ ଏହି ଆକ୍ରମକ ଖେଳାଳି !
