କମ ବୟସରେ ଶାରୀରିକ ସମ୍ବନ୍ଧ ରଖିଲେ କଣ ହେଇଥାଏ ଜାଣିକି ଆଶ୍ଚର୍ଜ୍ୟ ହୋଇଯିବେ ଆପଣ, ଝିଅ ମାନେ ନିଶ୍ଚିନ୍ତ ପଢନ୍ତୁ

ପ୍ରତୋକ ଜିନିଷ ର କିଛି ଉପକାର ଓ କିଛି ଅପକାର ବି ରହିଥାଏ I ଠିକ ସେହିପରି ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଶରିରୀ ପାଁଇ ଭଲ ହେଇଥାଏ ଓ କିଛି ଖରାପ ବି ହେଇଥାଏ I କିନ୍ତୁ ଯଦି ବହୁତ କମ ବୟସ ରୁ ଶାରୀରିକ ସମ୍ବନ୍ଧ ରଖାଯାଇଥାଏ ତ ଏହା ଆପଣ ଙ୍କ ପାଁଇ କ୍ଷତିକାରକ ହେଇଥାଏ I ଏବଂ ଏହି ସମ୍ବନ୍ଧ ରେ କମ ବୟସ ରେ ପିଲାମାନେ ଅଧିକ ସଚେତନ ହେଇ ନ ଥାନ୍ତି I

ତେବେ ଏହି ସମ୍ବନ୍ଧ କୁ ନେଇ ଆଜି ଆମେ କିଛି ଏପରି କଥା କହିବାକୁ ଯାଉଛୁ :
ପୁଅ ହେଉ କି ଝିଅ କମ ବୟସ ରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ଏହା ର ସବୁଠାରୁ ଖରାପ ପ୍ରଭାବ ତାଙ୍କ ଶରୀରର ବିକାଶ ଉପରେ ପଡିଥାଏ I ଏବଂ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଏକପ୍ରକାରର ଶାରୀରିକ ବିକାଶ ଅଟକିଯାଇଥାଏ I ଏବଂ ଅନେକ ଔଷଧ ର ସେବନ କରିବା ଦ୍ୱାରା ବି ଶରୀର ର ବିକାଶ ହେଇ ନ ଥାଏ I ତେଣୁ କମ ବୟସ ରେ କେବେ ହେଲେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେ I

କମ ବୟସ ରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ସବୁଠାରୁ ବଡ଼ ସମସ୍ୟା ଗର୍ଭାବସ୍ଥା ଉପରେ ପଡିଥାଏ ଏବଂ ଝିଅମାନେ ଏହି କମ ବୟସ ରେ ଶାରୀରିକ ସମ୍ବନ୍ଧ ରଖି ଗର୍ଭବତୀ ହେଇଥାନ୍ତି I

କାରଣ କମ ବୟସ ରେ ସେମାନେ ଶାରୀରିକ ସମ୍ବନ୍ଧ କୁ ନେଇ କୌଣସି ବି ସଚେତନତା ସମ୍ପର୍କ ରେ ଜାଣି ନ ଥାନ୍ତି ଏବଂ ଏହି କାରଣ ରୁ ତାଙ୍କ ର ଯୌନାଙ୍ଗ ରେ ଇନଫେକ୍ସନ ର ସମ୍ଭାବନା ବି ଅଧିକ ରହିଥାଏ I

ଯଦି ଆପଣ ଙ୍କୁ ଆମ ର ଏହି ପୋଷ୍ଟ ଭଲ ଲାଗେ ତ ନିଜ ର ମତାମତ କମେଣ୍ଟ ବକ୍ସ ରେ ନିଶ୍ଚିତ ଦେବେ I

Share Your Comments Below