କାମାକ୍ଷ୍ୟା ମନ୍ଦିରର ଏହି ସବୁ ରହସ୍ୟ…. ଜାଣି ଆପଣବି ଆଶ୍ଚର୍ଜ୍ୟ ହେବେ

ଏହି ଦୁନିଆ ରେ ଏପରି ଏକ ମନ୍ଦିର ରହିଛି ଯାହା ଆପଣ ଜାଣି ଆଶ୍ଚଯ୍ୟ ହେବେ I ତେବେ ଆଜି ଆମେ ଏକ ଏପରି ମନ୍ଦିର ସମ୍ପର୍କ ରେ ଆଲୋଚନା କରିବା ଯାହା କି ଆସାମ ର ରାଜଧାନୀ ଦିଶପୁର ରୁ ପାଖାପାଖି 7 କିଲୋମିଟର ଦୂର ରେ ରହିଛି I ଏଠାରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଅନେକ ରହିଛି I କାମାକ୍ଷ୍ୟା ମନ୍ଦିର ଦିଶପୁର ରୁ ପାଖାପାଖି 10 କିଲୋମିଟର ଦୂର ନିଲଂଚଳ ପର୍ବତ ରେ ରହିଛି I

ଶାସ୍ତ୍ର ଅନୁସାରେ ଏପରି ମାନ୍ୟତା ରହିଛି କି ଭଗବାନ ଶିବ ଙ୍କ ସତୀ ଙ୍କ ପ୍ରତି ଥିବା ମୋହ କୁ ଭଙ୍ଗ କରିବା ପାଁଇ ଭଗବାନ ବିଷ୍ଣୁ ନିଜ ଚକ୍ର ରେ ସୀତାମାତା ଙ୍କ ର ମର ଶରୀର କୁ ଖଣ୍ଡବିଖଣ୍ଡିତ କରିଥିଲେ ଓ ଏହା 51 ଖଣ୍ଡ ର ବିଭକ୍ତ ହେଇ ଅନେକ ସ୍ଥାନ ରେ ପଡିଥିଲା ଏବଂ ସେହି ସବୁ ସ୍ଥାନ ଶକ୍ତିପୀଠ ନାମ ରେ ପରିଚିତ ଅଟେ I

ସୂଚନା ଅନୁସାରେ ଜାଣି ରଖନ୍ତୁ କି ଏହି ମନ୍ଦିର ରେ ମାସ ର ପ୍ରତୋକ ଦିନ ଭିଡ଼ ଲାଗି ରହିଥାଏ I କିନ୍ତୁ ଦୁର୍ଗାପୂଜା, ବାସନ୍ତୀ ପୂଜା ,ଅମ୍ବୁବସି ଓ ମନସା ପୂଜା ଆଦି ରେ ଏହି ମନ୍ଦିର ରେ ଅନେକ ଆଡମ୍ବର ସହକାରେ ଉତ୍ସବ ପାଳିତ ହେଇଥାଏ I ଏହା ବି କଥିତ ରହିଛି କି ଏହା ମାତା ଙ୍କ ର ଯୋନି ଭାଗ ହେବା କାରଣ ରୁ ଏଠାରେ ରଜସ୍ୱଳା ମଧ୍ୟ ହେଇଥାଏ I

ତେବେ ଆସନ୍ତୁ ଜାଣିବା ଆଉ କିଛି ରୋଚକ କଥା
ଦେଖିବାକୁ ଗଲେ ଏହି ମନ୍ଦିର ରେ କୌଣସି ମୂର୍ତି ନାହିଁ ଏଠାରେ କେବଳ ମାତା ଙ୍କ ର ଯୋନି ଭାଗ ହିଁ ପୂଜା ପାଇଥାନ୍ତି ଏବଂ ଏହା ପାଖରେ ଆଉ ଏକ ମନ୍ଦିର ରହିଛି ଯେଉଁଠାରେ ଦେବୀ ଙ୍କ ର ମୂର୍ତି ରହିଛି ଏବଂ ଏହି ପୀଠ କୁ ମୁଖ୍ୟ ପୀଠ ରୂପେ ମାନ୍ୟତା ରହିଛି I

ଏବଂ ପ୍ରତିବର୍ଷ ଏଠାରେ ମାତା ତିନି ଦିନ ରାଜବସଳ କରିଥାନ୍ତି ଏବଂ ଏହି ସମୟ ରେ ମାତା ଙ୍କ ର ପୂଜା ବନ୍ଦ ରହିଥାଏ ଏବଂ ଏହା ପରେ ମନ୍ଦିର କୁ ବହୁତ ଉତ୍ସାହ ର ସହ ଖୋଲା ଯାଇଥାଏ I

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଏଠାରେ ଯେଉଁ ଭକ୍ତ ବି ଆସିଥାନ୍ତି ତାଙ୍କୁ ପ୍ରସାଦ ରୂପେ ଏକ ଓଦା କପଡା ଦିଆ ଯାଇଥାଏ ଯାହା କୁ କି ଅମ୍ବୁବଚି ବସ୍ତ୍ର କୁହାଯାଇଥାଏ I ମାତା ଙ୍କ ର ରାଜସ୍ବଳା ସମୟ ରେ ସେହି ପାଖରେ ଏହି ଧଳା ବସ୍ତ୍ର କୁ ପକାଯାଇଥାଏ ଏବଂ ଏହି ବସ୍ତ୍ର କୁ ଭକ୍ତ ଙ୍କୁ ଦିଆ ଯାଇଥାଏ I

କାମାକ୍ଷ୍ୟା ମନ୍ଦିର ର କିଛି ଦୂର ରେ ଉମଂଦ ଭୈରବ ଙ୍କ ର ମନ୍ଦିର ରହିଛି ଏହି ଶକ୍ତିପୀଠ ରେ ଭୈରବ ଅଛନ୍ତି ଏବଂ ଏହି ମନ୍ଦିର ବ୍ରହ୍ମପୁତ୍ର ନଦୀ ତଟ ରେ ଅବସ୍ତିତ ଅଟେ I