କଣ ଆପଣ କହିପାରିବେ କି ଏହା ହତ୍ୟା ନା ଆତ୍ମହତ୍ୟା? ଯଦି ଆପଣ ଦେଇ ଦେଲେ ସଠିକ ଉତ୍ତର ତେବେ ଆପଣଙ୍କ ଭିତରେ ବି ଅଛି ସିଆଇଡି ହେବାର ଦକ୍ଷତା

ଆପଣ ଅନେକ ଥ୍ରୀଲର ଫିଲ୍ମ ତ ଦେଖିଥିବେ I ଏହି ମୁଭି ରେ ଅନେକ ସସ୍ପେନ୍ସ ରହିଥାଏ ଯାହା ର ସମାଧାନ ଆପଣ ଫିଲ୍ମ ଶେଷ ରେ ହିଁ ଦେଖିବା କୁ ପାଇଥାନ୍ତି I ଏହିପରି ଫିଲ୍ମ ଶେଷ ରେ ହିଁ ଆପଣ ବାସ୍ତବ ହତ୍ୟାକାରୀ କିଏ ଜାଣିପାରିଥାନ୍ତି I ସେହିପରି ଅନେକ ଜାସୁସି କାହାଣୀ ର ସିରିଏଲ ମଧ୍ୟ ଦେଖିଥିବେ I ତେବେ ଆଜି ଆମେ ଏହିପରି କିଛି ଫୋଟୋ ଦେଖାଇବା କୁ ଯାଉଛୁ ଯାହା ର ସମାଧାନ ଆପଣ ଙ୍କୁ କରିବା କୁ ହେବ I

ଏଠାରେ ଥିବା ଫୋଟୋ କୁ ଦେଖି ଏହା କହିବା କୁ ହେବ କି ଏହା ହତ୍ୟା ନା ଆତ୍ମହତ୍ୟା ଅଟେ ଏବଂ ଯଦି ହତ୍ୟା ତେବେ ହତ୍ୟାକାରୀ କିଏ !

ଉତ୍ତର – ମୃତ ବ୍ୟକ୍ତି ଙ୍କ ର ରକ୍ତ ତାଙ୍କ ଶରୀର ର ବାମ ପାର୍ଶ୍ଵ ରୁ ବୋହୁଛି I ଅର୍ଥାତ ହତ୍ୟା କରିଥିବା ବ୍ୟକ୍ତି ଡାହାଣ ହାତ ରେ ମାରିଛନ୍ତି I ଜଣେ ବ୍ୟକ୍ତି ଙ୍କୁ ଆପଣ ଫୋଟୋ ରେ ଦେଖୁଥିବେ ଯାହା ଙ୍କ ର ହାତ ଭାଙ୍ଗି ଯାଇଛି ଏବଂ ଅନ୍ୟ ଲୋକ ଟି ଡାହାଣ ହାତ ରେ ଟଙ୍କା ଧରିଛି I ତେଣୁ ହାତ ଭାଙ୍ଗିଥିବା ବ୍ୟକ୍ତି ଯେଉଁ ପ୍ଳାଷ୍ଟର କରିଛି ଏହା ଦେଖାଣିଆ ହେଇପାରେ ଏବଂ ସେଥିରେ ସେ କିଛି ହତିଆର ଲୁଚାଇ ରଖିଥାଇପାରେ I

ଏହି ଫୋଟୋ କୁ ଦେଖି ଆପଣ କୁହନ୍ତୁ କି ହତ୍ୟା ନା ଆତ୍ମହତ୍ୟା

ଉତ୍ତର -ଏହି ଫୋଟୋ ଆପଣ ଦେଖୁଥିବେ ରୁମ ଭିତର ର ଜିନିଷ ଏଣେ ତେଣେ ପଡି ରହିଛି I ଏପରି ଲାଗୁଚି କି କୌଣସି କାରଣ କୁ ନେଇ ଅନ୍ୟ କାହାରି ସହ ମାରପିଟ ହେଇଚି I ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହେଇଥାଏ କି ସେହି ରୁମ ରେ ଅନ୍ୟ କେହି ଜଣେ ଦ୍ୱିତୀୟ ବ୍ୟକ୍ତି ରହିଛନ୍ତି I ଖଟ ଉପରେ ଏକ କାଗଜ ରହିଛି ଏବଂ ଏକ ପେଁ ମଧ୍ୟ ରହିଛି ତେଣୁ ଏହି ବ୍ୟକ୍ତି ମୃତ୍ୟୁ ପୂର୍ବ ରୁ କିଛିଲେଖିଚି I ତେଣୁ ଏଥିରୁ ଏହା ଜଣାଯାଇଛି କି ଏହା ଏକ ହତ୍ୟା ଅଟେ I

ତଳେ ଦିଆ ଯାଇଥିବା ଫୋଟୋ ରେ କିଡ୍ନାପର କିଏ ଜାଣିପାରିବେ କି !
ଉତ୍ତର – B ଓ C ଫୋଟୋ ରେ ପିଲାଟି ଉକ୍ତ ବ୍ୟକ୍ତି ଙ୍କ ର ହାତ ଧରି ଚାଲୁଚି I କିନ୍ତୁ A ଫୋଟୋ ରେ ଏହି ବ୍ୟକ୍ତି ପିଲାଟି ର ହାତ ଧରିବା ରଯାନଯାଉଛି ତେଣୁ A ଫୋଟୋ ରେ ଥିବା ବ୍ୟକ୍ତି କିଡ୍ନାପର ଅଟନ୍ତି I

ତଳେ ଦିଆ ଯାଇଥିବା ଫୋଟୋ ଟି ହତ୍ୟା ନା ଆତ୍ମହତ୍ୟା ଅଟେ !
ଉତ୍ତର – ମହିଳା ଙ୍କ ର ବାମ ହାତ ରେ ଜଳୁଥିବା ସିଗାରେଟ ରହିଛି I ଅର୍ଥାତ ସେ ନିଜ କୁ ନିଜେ ଗୁଳି କରି ନାହାନ୍ତି I ଯେଉଁ ବ୍ୟକ୍ତି ଯେଉଁ ହାତ ର ବ୍ୟବହାର ଅଧିକ କରିଥାନ୍ତି ସେହି ହାତ ରେ ହିଁ ସିଗାରେଟ ପିଇଥାନ୍ତି I ଅର୍ଥାତ ମହିଳା ଅନ୍ୟ ହାତ ରେ ବନ୍ଧୁକ ଧରିବା କଷ୍ଟକର ଅଟେ I ଯଦି ମହିଳା ଆତ୍ମହତ୍ୟା କରିବା ର ଥିବ ତେବେ ସେ ସିଗାରେଟ ପିଇବା ଶେଷ କରି କି ହିଁ ଆତ୍ମହତ୍ୟା କରିପାରିବେ I