କଣ ଅଣ୍ଡା କି ଚିକେନ ଖାଇବା ଦ୍ଵାରା କରୋନା ଭାଇରସ କରିପାରେ ଆଟାକ, ଜାଣନ୍ତୁ ଭୟଙ୍କର ସତ୍ୟତା

ବର୍ତମାନ କରୋନା ଭାଇରସ ସାରା ଦୁନିଆ ପାଁଇ ଏକ ଆତଙ୍କ ସୃଷ୍ଟି ହେଇଚି I ଏହା ପକ୍ଷୀ ରୋଗ ଅଟେ I ଏହା ଆରଏନଏ ଭାଇରସ ଅଟେ I ମନୁଷ୍ୟ ର ଏହା ଶ୍ୱାସ ତନ୍ତ୍ର କୁ ସଂକ୍ରମିତ ହେଇଥାଏ I ତେଣୁ ଅନେକ ସଂଖ୍ୟା ରେ ଲୋକେ ଏହି କରୋନା ଭାଇରସ ଦ୍ୱାରା ପ୍ରାଣ ହରାଇ ଛନ୍ତି I

କରୋନା ବର୍ତମାନ ଦୁନିଆ ରେ ଅନେକ ଦେଶ ରେ ବ୍ୟାପିଯାଇଛି I ଏପରି କି ଭାରତ ରେ ମଧ୍ୟ ଏହା ବ୍ୟାପିଯାଇଛି I କେନ୍ଦ୍ରୀୟ ସ୍ଵାସ୍ତ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ବର୍ତମାନ ସୁଦ୍ଧା ଭାରତ ରେ କରୋନା ଭାଇରସ ର 28 ଗୋଟି ମାମଲା ଆସିଛି I ଏହା କେରଳ , ତେଲେଙ୍ଗାନା , ଜୟପୁର ଓ ଦିଲ୍ଲୀ ପରି ଅଂଚଳ ର ଅଟେ I

ସାରା ଦୁନିଆ ରେ କରୋନା ଭାଇରସ ର 3000 ଲୋକ ଙ୍କ ର ମୃତ୍ୟୁ ହେଇଚି I ଚୀନ ରେ କରୋନା ଭାଇରସ ର ଆତଙ୍କ ସବୁଠାରୁ ଅଧିକ ରହିଛି I ତେଣୁ ଭାରତ ସରକାର ମଧ୍ୟ କିଛି ପଦକ୍ଷପ ନେଇଛନ୍ତି I

କିନ୍ତୁ ସାଧାରଣ ଲୋକ ଙ୍କ ମନ ରେ ଏହି ଭାଇରସ କୁ ନେଇ ଅନେକ ପ୍ରଶ୍ନ ଆସୁଛି I ଯେପରି କି କରୋନା ଭାଇରସ ପରସ୍ପର କୁ ସ୍ପର୍ଶ କରିବା ଦ୍ୱାରା ବ୍ୟାପିଥାଏ I ଥଣ୍ଡା ଜ୍ୱର ଓ ଖାସ ଆଦି ସମସ୍ୟା ଥିଲେ ଏହା ଆରମ୍ଭ ହେଇଥାଏ I

ଯଦି ଆପଣ କରୋନା ଭାଇରସ ର ଲକ୍ଷଣ ଅନୁଭବ କରୁଛନ୍ତି ତେବେ ସଂଗେ ସଂଗେ ଡାକ୍ତର ଙ୍କ ର ପରାମର୍ଶ ନେବା ଉଚିତ I କୌଣସି ଜନଗହଳି ସ୍ଥାନ କୁ ଯିବା ଉଚିତ ନୁହେଁ I ରୋଗୀ ଙ୍କୁ ଦୁଇରେ ଦୁରେଇ ରଖିବା ଉଚିତ I

ଯେଉଁ ଲୋକ ଙ୍କୁ 58 ବର୍ଷ ବୟସ ହେଇଯାଇଛି ସେହି ଲୋକ ଙ୍କୁ କରୋନା ଭାଇରସ ଶୀଘ୍ର ଆକ୍ରମଣ କରିଥାଏ I ତେଣୁ ଗ୍ରାମାଞ୍ଚଳ ରେ କରୋନା ଭାଇରସ ବ୍ୟାପିବା ର ମାତ୍ରା ବହୁତ କମ ଅଟେ I

ଚିକେନ ଅଣ୍ଡା ଆଦି ସେବନ କରିବା ରେ କୌଣସି ସମସ୍ୟା ନାହିଁ I କାରଣ ଗରମ ତାପମାତ୍ରା ରେ କରୋନା ଭାଇରସ ର ପ୍ରଭାବ କମିଯିବ I ତେଣୁ ବାହାର କୁ ଯିବା ସମୟ ରେ ମାସ୍କ ପିନ୍ଧିବା ଜରୁରୀ ଅଟେ I ସର୍ବଦା ହାତ କୁ ସାବୁନ ରେ ଧୋଇବା ଉଚିତ I