ଭଗବାନ ଜଣେ ବ୍ୟକ୍ତି ଙ୍କୁ ଜନ୍ମ ଦେବା ସହ ସେହି ବ୍ୟକ୍ତି ଙ୍କ ର ଭାଗ୍ୟ ବି ନିରୂପଣ କରିଥାନ୍ତି I ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କ ର କର୍ମ ଅନୁସାରେ ସେହି ବ୍ୟକ୍ତି ଙ୍କ ର ଜୀବନ ନିର୍ଭର କରିଥାଏ I କିନ୍ତୁ ଆଜିକା ସମୟ ରେ ବ୍ୟକ୍ତି ନିଜ କର୍ମ ପୂର୍ବ ରୁ ନିଜ ର ଭବିଷ୍ୟତ ଜାଣିବାକୁ ଇଛୁକ ଅଟନ୍ତି I ଆଜି ଆମେ ଭବିଷ୍ୟତ ଜାଣିବା ର ଏପରି ଏକ ଉପାୟ ବିଷୟ ରେ କହିବାକୁ ଯାଉଛୁ I ଯାହା କୁ ଅନୁମାନ କରି ଆପଣ ନିଜ ର ଭବିଷ୍ୟତ ନିର୍ଧାରଣ କରିପାରିବେ I ଏବଂ ହସ୍ତରେଖା ଦ୍ୱାରା ଆପଣ ନିଜ ଆଗାମୀ ଭବିଷ୍ୟତ ସମ୍ବନ୍ଧ ରେ ଅନେକ କିଛି ଜାଣିପାରିବେ I
ଯଦି ଆପଣ ନିଜ ଭବିଷ୍ୟତ ସମ୍ବନ୍ଧ ରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ହସ୍ତରେଖା ବିଷୟ ରେ ବିଶେଷ କିଛି ଜାଣିବା ଉଚିତ I ଏହା ଦ୍ୱାରା ଆପଣ ନିଜ ଭବିଷ୍ୟତ ସମ୍ବନ୍ଧ ରେ ଅନେକ କିଛି ଜାଣିପାରିବେ I
ଯଦି ଆପଣ ଙ୍କ ର ହାତ ରେ M ଇଂରାଜୀ ଅକ୍ଷର ରହିଥାଏ ତେବେ ସେହି ବ୍ୟକ୍ତି ଙ୍କ ର ଆଗାମୀ ଜୀବନ ବହୁତ ଖୁସି ରେ କଟିଥାଏ I ଏପରି ସଂକେତ ଥିବା ବ୍ୟକ୍ତି ଖୁବ ଭାଗ୍ୟଶାଲୀ ବି ହେଇଥାନ୍ତି I ଏପରି ସଂକେତ ଥିବା ବ୍ୟକ୍ତି ବହୁତ ଜ୍ଞାନୀ ବି ହେଇଥାନ୍ତି I
ଯଦି ଆପଣ କୌଣସି ବ୍ୟବସାୟୀ ଅଟନ୍ତି ଏବଂ ଆପଣ ଙ୍କ ର ହାତ ରେ M ଅକ୍ଷର ରହିଛି ତେବେ ଆପଣ ବିଶେଷ ଲାଭବାନ ହେଇପାରିବେ I ରାଜମହରାଜ ଙ୍କ ର ପରି ଜୀବନ ଅତିବାହିତ କରିବେ I ଏକ ଉତ୍ତମ ଜୀବନସଥୀ ବି ପ୍ରାପ୍ତି କରିପାରିବେ I ଏପରି ଜୀବନସାଥୀ ଯିଏ କି ପ୍ରତି ମୁହୂର୍ତ୍ତ ରେ ଆପଣ ଙ୍କ ର ସମର୍ଥନ କରିବ I
ଯଦି ଆପଣ ଙ୍କ ର ହାତ ର ରେଖା ରେ M ଅକ୍ଷର ରହିଛି ତେବେ ଆପଣ ଙ୍କ ର ଜୀବନ ସୁଖ ସମୃଦ୍ଧି ରେ ଭରପୁର ରହିବ I ଏପରି ବ୍ୟକ୍ତି ଯେଉଁ ଜିନିଷ ପ୍ରାପ୍ତି କରିବାକୁ ଚାହିଁବେ ସେମାନେ ପ୍ରାପ୍ତି କରିପାରିବେ I ତେଣୁ ଏପରି ବ୍ୟକ୍ତି ଏକ ସୁଖଦ ଜୀବନ ଅତିବାହିତ କରିପାରିବେ I
କଣ ଆପଣଙ୍କ ର ହାତରେ ବି ରହିଛି ଏପରି M ଚିହ୍ନ, ଏବେ ଜାଣି ନିୟନ୍ତୁ ଏହାର ସଠିକ ମାନେ
