କଣ ଧୋନି ଏଥର ଟି-୨୦ ବିଶ୍ୱକପରେ ଖେଳିବେ, ଗାଙ୍ଗୁଲି ଏହି ପ୍ରଶ୍ନର ଦେଲେ ଉତ୍ତର…

ମହେନ୍ଦ୍ର ସିଂ ଧୋନୀ ଙ୍କ ର ଭବିଷ୍ୟତ କୁ ନେଇ ଦୀର୍ଘ ସମୟ ହେବ ଚର୍ଚା ଲାଗି ରହିଛି I ଭାରତୀୟ କ୍ରିକେଟ ନିୟନ୍ତ୍ରଣ କୁ 88 ତମ ବର୍ଷ ପୁରଣ ହେବାକୁ ଯାଉଛି I ତେଣୁ ରବିବାର ଦିନ ରେ ଏକ ମିଟିଂ ର ଆୟୋଜନ ହେଇଚି I ଏଥିରେ ଅଦକ୍ଷ ସୌରଭ ଗାଙ୍ଗୁଲି ଙ୍କୁ ପଚରାଯାଇଥିଲା କି ଧୋନି ଅଷ୍ଟ୍ରେଲିଆ ରେ ଟି 20 ବିଶ୍ୱକପ ଖେଳିବେ I

ଏହି ପ୍ରଶ୍ନ ର ଉତ୍ତର ରେ ସୌରଭ କହିଥିଲେ ଏହି ପ୍ରଶ୍ନ ଟି ଆପଣ ଧୋନି ଙ୍କୁ ପଚାରିବା ଭଲ ହେବ I ସୌରଭ ଏହା କହିଛନ୍ତି କି ଟିମ ପ୍ରତିନିଧି ଏହି କଥା ର ସ୍ପଷ୍ଟୀକରଣ ଦେଇପାରିବେ ନାହିଁ I ଏବଂ ଟିମ ର କିଛି ଗୋପନୀୟତା କୁ ସାର୍ବଜନିକ କ୍ଷେତ୍ର ରେ ପ୍ରକାଶ କରାଯିବ ନାହିଁ I ଆମେ ଧୋନି ଙ୍କ ବିଷୟ ରେ ସ୍ପଷ୍ଟ ଅଛୁ ଓ ଆଗାମୀ କିଛି ଦିନ ରେ ଜାଣିହେବ I

ସୂଚନା ଅନୁସାରେ ବୁଧବାର ଦିନ ରେ ଧୋନୀ କହିଥିଲେ କି ଜାନୁୟାରୀ ପରେ ମହେନ୍ଦ୍ର ସିଂ ଧୋନୀ ନିଜ ର ଭବିଷ୍ୟତ ର ଯୋଜନା ବିଷୟ ରେ ସ୍ପଷ୍ଟ କରିବେ I ମୁମ୍ବାଇ ରେ ଏକ ସମାରୋହ ରେ ଧୋନି ଙ୍କୁ ସେବାନିବୃତି ବିଷୟ ରେ ପଚରାଯାଇଥିଲା ତ ସେ ଉତ୍ତର ଦେଇଥିଲେ ତାଙ୍କୁ ଏହି ପ୍ରଶ୍ନ ଜାନୁୟାରୀ ପର୍ଯ୍ୟନ୍ତ କେହି ପଚାରିବେ ନାହିଁ ଏହା ପରେ ସେ ନିଜେ ଉତ୍ତର ଦେବେ I ଧୋନି ଶେଷ ଥର ଇଂଲଣ୍ଡ ରେ ଏକ ଦିବସୀୟ ବିଶ୍ୱକପ ରେ ନିୟୁଜଲାଣ୍ଡ ବିପକ୍ଷ ରେ ସେମିଫାଇନାଲ ରେ ଖେଳିଥିଲେ I ଏହା ପରେ ଭାରତ ପାଁଇ ସେ ଗୋଟେ ହେଲେ ମ୍ୟାଚ ଖେଳିନାହାନ୍ତି I

ସେ ୱେଷ୍ଟଇଣ୍ଡିଜ ଗସ୍ତ ରେ ଯିବାକୁ ମଧ୍ୟ ମନା କରିଥିଲେ I ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ଆୟୋଜିତ ହେଇଥିବା ଟି 20 ସିରିଜ ରେ ସେ ଘରୋଇ ଟିମ ରେ ମଧ୍ୟ ଖେଳି ନ ଥିଲେ I ଏବଂ ବାଂଲାଦେଶ ବିପକ୍ଷ ରେ ମଧ୍ୟ ଭାରତୀୟ ଟିମ ରେ ଯୋଗ ଦେଇ ନ ଥିଲେ I

ଧୋନି ଙ୍କ ର ଅନୁପସ୍ଥିତି ରେ ତାଙ୍କ ସ୍ଥାନ ରେ ଋଷବ ପଂତ ଙ୍କୁ ସୁଯୋଗ ମିଳିଥିଲା କିନ୍ତୁ ସେ ଅସଫଳ ରହିଥିଲେ I ଏବଂ କିଛି ଦର୍ଶକେ ଏହି ଅନୁମାନ କରୁଛନ୍ତି କି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ରେ ହେବାକୁ ଥିବା ମ୍ୟାଚ ରେ ଧୋନି ଟିମ ଇଣ୍ଡିଆ ତରଫରୁ ଖେଳିବେ I କିନ୍ତୁ ସମ୍ଭାବିତ ଟିମ ରେ ଧୋନି ଙ୍କ ର ନାମ ନାହିଁ I

Share Your Comments Below