ଆଶ୍ଚର୍ଯ୍ୟ ଖବର- କଇଁଛ ପିଠିରେ ପ୍ରଭୁ ଜଗନ୍ନାଥଙ୍କ ଚକା ନୟନ, ଏବେହିଁ କରନ୍ତୁ ଦର୍ଶନ ସବୁ ଦୁଃଖ ହେଇଯିବ ଦୁର, Jay Jagannath

କଇଁଛ ପିଠି ରେ ଜଗନ୍ନାଥଙ୍କ ଚକା ନୟନ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବନଙ୍କ ମନ୍ଦିରରେ ପୂଜା ପାଉଛି ବିରଳ କଇଁଛ ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା ଏମିତି କିଛି ଅଜଣା କଥା ବିଷୟରେ ଯାହାକୁ ଆପଣମାନେ ଆଗରୁ କେବେ ଜାଣିନଥିବେ ତେବେ ଆସନ୍ତୁ ଜାଣିବା | ଦର୍ଶକବନ୍ଧୁ ଆପଣମାନେ ତ ସମସ୍ତେ ଜାଣିଥିବେ ଯେ ଭଗବାନ ବିଷ୍ଣୁଙ୍କ ଦ୍ୱତୀୟ ଅବତାର ହେଉଛନ୍ତି |

କଇଁଛ ସମୁଦ୍ର ମନ୍ଥନ ସମୟରେ କଇଁଛ ଉପରେ ପର୍ବତ କୁ ରଖି ଏହାକୁ ମନ୍ଥନ କରାଯାଇଥିଲା | ଓ ଏହି ମନ୍ଥନରେ ଆପଣମାନେ ଜାଣିଥିବେ ବହୁତ ସାରା ଚମତ୍କାରିତା ଆମକୁ ଦେଖିବାକୁ ମିଳିଥିଲା ତେବେ ହିନ୍ଦୁ ପୁରାଣ ଅନୁସାରେ କଇଁଛ ର ରହିଛି ଅନେକ ମହତ୍ୱ ଭଗବାନ ବିଷ୍ଣୁଙ୍କୁ କଚ୍ଛପ ଅବସ୍ଥାରେ ପୂଜା କରିଥାନ୍ତି |

ଭକ୍ତ ମାନଙ୍କୁ କଇଁଛ ପିଠି ରେ ଭଗବାନଙ୍କୁ ଦେଖିବାକୁ ମିଳିଛି ଓ ଏହା ଦେଖିବା ପରଠାରୁ ଏହା ସୋସିଆଲ ମିଡିଆରେ ବେଶ ଭାଇରଲ ହବାରେ ଲାଗିଛି କଇଁଛ ପିଠିରେ ଦେଖିବାକୁ ମିଳିଛି ପ୍ରଭୁ ଜଗନ୍ନାଥଙ୍କ ମହିମା |

ତେବେ ଏହି କଇଁଛଟି ବର୍ତ୍ତମାନ ସମୟରେ ବେଶ ଚର୍ଚ୍ଚାରେ ଆସିଛି କଇଁଛ ପିଠି ରେ ଭଗବାନଙ୍କ ଛବି ଦେଖିବାକୁ ମିଳିଛି ଦୁଇଟି ଚକା ନୟନ ଯାହାକୁ ଦେଖିବା ପାଇଁ ଭକ୍ତମାନେ ଜମା ହୋଛନ୍ତି କଟକ ନିଆଳି ବ୍ଲକ ଅନ୍ତର୍ଗତ ମାଧବ ଗ୍ରାମ ରେ ଏହି ବିରଳ କଇଁଛଟି ଉଦ୍ଧାର ହୋଇଛି |

ଏହି କଇଁଛ ର ପିଠି ରେ ରହିଛି ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଛବି ମାଧବ ଅଞ୍ଚଳରେ ଏହି ବିରଳ କଇଁଛ ଟି ଉଦ୍ଧାର ହୋଇଛି ଯାହାର ପିଠି ରେ ପ୍ରଭୁ ଜଗନ୍ନାଥଙ୍କ ଆକୃତି ର ପ୍ରତିଛବି ରହିଛି | ଯଦି ଆପଣ ବି ପ୍ରଭୁ ଜଗନ୍ନାଥଙ୍କ ମହିମା ଉପରେ ବିଶ୍ୱାସ କରନ୍ତି ତେବେ ଆମର ଏହି ପୋଷ୍ଟକୁ ନିଶ୍ଚୟ ସେୟାର କରିବେ |