ଧୋନିଙ୍କୁ କାହିଁକି ଅଧିକ ଭଲ ପାଆନ୍ତି ଲୋକ ମାନେ ଏହି ସବୁ ଫୋଟୋ ଦେଖିକି ଆପଣ ଜାଣି ଯିବେ… Happy Birthday MS Dhoni

ଯେପରି କି ଆପଣ ଜାଣିଛନ୍ତି କି ଭାରତ ବର୍ତମାନ ଅଷ୍ଟ୍ରେଲିଆ ଗସ୍ତ ରେ ଟି 20 ମ୍ୟାଚ ରେ ବ୍ୟସ୍ତ ରହିଛି I କିନ୍ତୁ ଏହି ସିରିଜ ରେ ଧୋନି ଙ୍କୁ ଖେଳିବା ର ସୁଯୋଗ ମିଳିନାହିଁ I କାରଣ ବିଗତ କିଛି ମ୍ୟାଚ ହେବ ଧୋନି ଙ୍କ ର ଖେଳ ପ୍ରଦର୍ଶନ ଖୁବ ଖରାପ ରହିଥିଲା I ଏହା ଦ୍ୱାରା ତାଙ୍କ ଫ୍ୟାନ୍ସ ଙ୍କ ର ଲୋକ ପ୍ରିୟତା କମିଯାଇଥିଲା I କିନ୍ତୁ ଆଜି ଏପରି କିଛି ଫୋଟୋ ନଜର କୁ ଆସିଛି ଯାହା ଦେଖି ଧୋନି ଙ୍କ ର ବିରୋଧୀ ବି ତାଙ୍କ ର ପ୍ରଶଂସା କରିବେ I

ମହେନ୍ଦ୍ର ସିଂ ଧୋନି ଖେଳ ଜଗତ ରେ ଏପରି ଅନେକ ରେକର୍ଡ କରିଛନ୍ତି ଯାହା ଅନ୍ୟ କୌଣସି ଖେଳାଳି ଙ୍କ ପାଁଇ ସମ୍ଭବ ନୁହେଁ I କିନ୍ତୁ ବିଗତ କିଛି ମ୍ୟାଚ ରେ ତାଙ୍କ ଖେଳ ପ୍ରଦର୍ଶନ ଖୁବ ଖରାପ ରହିଥିଲା I ତେଣୁ କ୍ରିକେଟ ବୋର୍ଡ ତାଙ୍କୁ ଅଣଦେଖା କରିଛି I ଏବଂ କ୍ରିକେଟ ପ୍ରେମୀ ଙ୍କ ର ପାଖ ରେ ବି ଧୋନି ଙ୍କ ର ଲୋକପ୍ରିୟତା ଫିକା ପଡିଯାଇଛି I ତେବେ ଧୋନି ନିଜ ରୋଜଗାର ର କିଛି ଭାଗ ଦେଶ ର ହିତ କାର୍ଯ୍ୟ ରେ ବି ଲଗାଇଥାନ୍ତି I ତେବେ ଆଜି ଏହିପରି କିଛି ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି I

ପ୍ରଥମ ଫୋଟୋ -ମହେନ୍ଦ୍ର ସିଂ ଧୋନି ଙ୍କ ପାଖ ରେ ଅନେକ କୋଟି ଟଙ୍କା ର ଗାଡି ରହିଛି I କିନ୍ତୁ ଗାଡି ଖରାପ ହେଲେ ସେ ନିଜେ ଏହି ଗାଡି ଗୁଡିକ ଠିକ କରିଥାନ୍ତି I

ଦ୍ୱିତୀୟ ଫୋଟୋ – ଏହି ଫୋଟୋ ଟି ଏୟାରପୋର୍ଟ ର ଅଟେ I ଏଠାରେ ମାହି ମସ୍ତି ମୁଡ଼ ରେ ଅଛନ୍ତି ଏବଂ ଠିକ ରେ ଦେଖିଲେ ଜାଣିପାରିବେ ଧୋନି ସେଠାରେ ତଳେ ସୋଇଛନ୍ତି I

ତୃତୀୟ ଫୋଟୋ – ଧୋନି ଙ୍କ ପାଖ ରେ ଅନେକ କୋଟି ଟଙ୍କା ସମ୍ପତି ରହିଛି କିନ୍ତୁ ଏହା ଦେଖି ଆପଣ ଜାଣିପାରୁଥିବେ ଧୋନି ସେଇଆ କରିଥାନ୍ତି ଯାହା ତାଙ୍କୁ ପସନ୍ଦ ହେଇଥାଏ I

ଚତୁର୍ଥ ଫୋଟୋ – ଭାରତୀୟ ଦଳ ର ଏତେ ବଡ଼ ଖେଳାଳି କିନ୍ତୁ ସେଲୁନ ରେ ଶେଭିଂ ହେଇଥାନ୍ତି କିନ୍ତୁ ସେ ଏପରି ଏକମାତ୍ର ଏପରି ନୁହନ୍ତି I

ପଞ୍ଚମ ଫୋଟୋ – ଧୋନି ଙ୍କ ବିଷୟ ରେ ଆପଣ ଙ୍କ ର ପ୍ରତିକ୍ରିୟା କଣ ରହିଛି କମେନ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାଇବେ I