ସୋନୁ ସୁଦ ନିଜେ କହିଲେ ସେ କାହିଁକି କରୁଛନ୍ତି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ… ଖୋଲିଲେ ଅନେକ ବର୍ଷ ପୁରୁଣା ରହସ୍ୟ …

ସୋନୁ ସୁଦ ହିନ୍ଦୀ ସିନେମା ସହ ତେଲୁଗୁ ସିନେମା ରେ ମଧ୍ୟ ବେଶ ଲୋକପ୍ରିୟତା ହାସିଲ କରିଛନ୍ତି I କିନ୍ତୁ ଆଜି ସୋନୁ ସୁଦ ତାଙ୍କ ର କାର୍ଯ୍ୟ କୁ ନେଇ ସାରା ଦେଶ ରେ ଲୋକପ୍ରିୟତା ହାସିଲ କରିଛନ୍ତି I ବିଗତ ଦିନ ରେ ସୋନୁ ଗରିବ ଶ୍ରମିକ ଙ୍କୁ ଖାଦ୍ୟ ବଣ୍ଟନ କରି ସହାୟତା କରିଛନ୍ତି I ଏବଂ ଏହି ଶ୍ରମିକ ମାନେ ସୋନୁ ସୁଦ ଙ୍କ ଠାରୁ ସହାୟତା ପାଁଇ ବେଶ ଖୁସି ଅଛନ୍ତି I

ଅନେକ ପ୍ରବାସୀ ଶ୍ରମିକ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ସୋନୁ ସୁଦ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ବର୍ତମାନ ସୋନୁ ସୁଦ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି I ଏବଂ ଏହି ନମ୍ବର ରେ ଗରିବ ଅସହାୟ ଲୋକେ କଲ କରିଲେ ସେହି ଲୋକେ ସହାୟତା ମଧ୍ୟ ସଠିକ ରୂପେ ପରିପାରୁଛନ୍ତି I

ଯେତେବେଳେ ଲକଡାଉନ ଆରମ୍ଭ ହେଇଥିଲା ସେହି ସମୟ ରେ ହିଁ ସେ ଗରିବ ଅସହାୟ ଲୋକ ଙ୍କୁ ସହାୟତା କରିବା କୁ ନିଷ୍ପତି ନେଇଥିଲେ I 500 ଲୋକ ଙ୍କୁ ଭୋଜନ ଓ ଖାଦ୍ୟ ସାମ୍ରଗୀ ମଧ୍ୟ ବାଣ୍ଟିଥିଲେ I I ଏବଂ ବର୍ତମାନ ପର୍ଯ୍ୟନ୍ତ ସେ 45 ହଜାର ଲୋକ ଙ୍କୁ ସହାୟତା କରିସାରିଛନ୍ତି I ଏହି ଲିଷ୍ଟ ରେ ବସ୍ତି ରେ ରହୁଥିବା ଲୋକେ , ରାଜରାସ୍ତା ରେ ଫସି ରହିଥିବା ଲୋକେ ଆଦି ସାମିଲ ରହିଛନ୍ତି I

ସୋନୁ ସୁଦ ଏହା କହିଛନ୍ତି କି ପୁରା ଭାରତ ରୁ ପ୍ରାୟ 56 ହଜାର ମ୍ୟାସେଜ ତାଙ୍କ ପାଖ କୁ ପ୍ରତୋକ ଦିନ ଆସୁଛି I ତେବେ ସୋନୁ ସୁଦ ଙ୍କ କଥା ଦେଖିବା କୁ ଗଲେ ତାଙ୍କ ଜନ୍ମ 30 ଜୁଲାଇ 1973 ରେ ଲୁଧିଆନା ରେ ହେଇଥିଲା I ତାଙ୍କ ର ସ୍କୁଲ ଶିକ୍ଷ୍ୟା ସେକ୍ରେଡ ହାର୍ଟ ସ୍କୁଲ ରେ ପୁରା ହେଇଥିଲା I ଆଗାମୀ ପାଠ ପଢିବା କୁ ସେ ନାଗପୁର ଚାଲିଯାଇଥିଲେ I ସେ ଯଶବରତରାଵ ଚୌହାନ କଲେଜ ରେ ଇଂଜିନିୟରିଂ କରିଥିଲେ I

ସୋନୁ ସୁଦ ଙ୍କ ର ଫିଲ୍ମ ରେ କାମ କରିବା ର ସଉକ ପିଲାଦିନ ରୁ ହିଁ ରହିଥିଲା I ଏବଂ ଏହି ସଉକ କାରଣ ରୁ ସେ ମୁମ୍ବାଇ ଚାଲିଆସିଥିଲେ I ଆଜି ସେ ନିଜ ପରିଶ୍ରମ ରେ ନିଜ ଲୋକପ୍ରିୟତା କରିପାରିଛନ୍ତି I 2010 ରେ ସେ ସୁପରହିଟ ଫିଲ୍ମ ଦବଂଗ ରେ ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ I ସେ ଅନେକ ପୁରସ୍କାର ମଧ୍ୟ ହାସିଲ କରିଛନ୍ତି I

ସୋନୁ ସୁଦ ଏହା କହିଛନ୍ତି କି ଏକ ଦିନ ବି ଥିଲା ଯେତେବେଳେ ସେ ମୁମ୍ବାଇ ଆସିଥିଲେ ତାଙ୍କ ପାଖ ରେ କିଛି ଟଙ୍କା ନ ଥିଲା I ତେଣୁ ସେ ଏହି ଅସମୟ ରେ ଅସହାୟ ଲୋକ ଙ୍କ ର ଦୁଃଖ କଷ୍ଟ କୁ ଅନୁଭବ କରିଛନ୍ତି I ଏବଂ ଆଜି ପ୍ରତୋକ ଦିନ ସେ ଅନେକ ଗରିବ ଲୋକ ଙ୍କ ର ସହାୟତା କରୁଛନ୍ତି I