କରେଣ୍ଟ ଲାଗିଲା ତ କାଟିବାକୁ ପଡିଲା ଯୁବତୀ ଙ୍କର ହାତ ଓ ଗୋଡ଼କୁ, ତାପରେ ଭାବି ସ୍ଵାମୀ ବାହାଘରକୁ ନେଇ ନେଲେ ଏପରି ନିଷ୍ପତି କି ସବୁ ଆଶ୍ଚର୍ଯ୍ୟ

ଯେତେବେଳେ ମନୁଷ୍ୟ କାହାରି କୁ ପ୍ରେମ କରିଥାଏ ତ ସେ ତାଙ୍କ ର ସୁନ୍ଦରତା ଓ ଗୁଣ କୁ ଦେଖିଥାନ୍ତି I ଏବଂ ପ୍ରେମ ମାମଲା ରେ ଜଣେ ଅନ୍ୟ ଜଣଙ୍କ ର ମନ ର ଭାବନା କୁ ଦେଖିକି ହିଁ ପ୍ରେମ କରିଥାନ୍ତି I ଆଜିକା ସମୟରେ ପ୍ରତୋକ ପୁରୁଷ ଏହା ହିଁ ଚାହିଁଥାନ୍ତି କି ତାଙ୍କ ପତ୍ନୀ ଦେଖିବା କୁ ସୁନ୍ଦର ହେଇଥିବେ ଓ ତାଙ୍କ ଶରୀର ରେ କୌଣସି କମି ନ ଥିବ I କିନ୍ତୁ ଆଜି ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବୁ ଯାହା ପ୍ରେମକୁ ଏପରି ଭାବୁଥିବ ଲାକଙ୍କ ଚିନ୍ତାଧାରା ପୁରା ବଦଳିଯିବ କି ପ୍ରେମ କେବଳ ସୁନ୍ଦରତା ଦେଖିକି କରାଯାଏ | ଏହି ଘଟଣା ରେ ଜଣେ ଯୁବକ ତାଙ୍କ ହେବାକୁ ଥିବା ପତ୍ନୀ ଙ୍କୁ ଖୁବ ପ୍ରେମ କରୁଥିଲେ |

ଘଟଣା ଟି ଗୁଜୁରାଟ ର ଅଟେ I ଗୁଜୁରାଟ ର ବଡ଼ଗାମା ଗ୍ରାମ ରେ ରହୁଥିବା ଯୁବତୀ ହିରଲ ଙ୍କ ର ବିବାହ ଚିରାଗ ଙ୍କ ସହ ହେଇଥିଲା I ଉଭୟ ଙ୍କ ର ନିର୍ବନ୍ଧ ମାର୍ଚ୍ଚ ମାସ ରେ ହେଇଯାଇଥିଲା I ଏବଂ ବିବାହ ପାଁଇ ସବୁ ପ୍ରସ୍ତୁତି ଚାଲିଥିଲା I କିନ୍ତୁ ଏକ ଘଟଣା ରେ ହିରଲ କପଡା ଶୁଖାଇବା ସମୟ ରେ ଅଚାନକ ତାଙ୍କ ହାତ ବିଜୁଳି ତାର ରେ ଲାଗିଯାଇଥିଲା I ଏବଂ ତାଙ୍କ ସ୍ଵାସ୍ତ୍ୟ ସଂଗେ ସଂଗେ ଖରାପ ହେଇଯାଇଥିଲା I ଏହା ପରେ ତାଙ୍କୁ ଅହମଦାବାଦ ର ସିଭିଲ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I

ସିଭିଲ ହସ୍ପିଟାଲ ରେ ଡାକ୍ତର ଯାହା କିଛି କହିଥିଲେ ଏଥିରେ ପୁଅ ର ଜୀବନ ରେ ଏକ ବଡ଼ ଝଡ଼ ସୃଷ୍ଟି ହେଇଥିଲା I ଡାକ୍ତର ଙ୍କ କହିବା ଅନୁସାରେ ଯୁବତୀ ଙ୍କ ର ଗୋଡ଼ କାଟିବା କୁ ପଡିବ I ଏହା ଶୁଣିକି ମଧ୍ୟ ଯୁବକ ସେହି ଯୁବତୀ ଙ୍କୁ ବିବାହ କରିବା କୁ ନିଷ୍ପତି ନେଇଥିଲେ I ଯୁବକ ଏହି ପ୍ରତିଶୃତି ମଧ୍ୟ ଦେଇଥିଲେ କି ସେ ସାରା ଜୀବନ ତାଙ୍କୁ ଖୁସି ରେ ରଖିବେ I ଚିରାଗ ନିଜ ର ଏପରି ଉର୍ନତ ଚିନ୍ତାଧାରା କୁ ନେଇ ହୀରଲ ଙ୍କ ର ଜୀବନ ରେ ନୂତନ ଆଲୋକ ଆଣିଥିଲେ I ଏବଂ ଚିରାଗ ପ୍ରେମ କାହ୍ନ ଏହା ଦୁନିଆ କୁ ଏକ ସନ୍ଦେଶ ମଧ୍ୟ ଦେଇଥିଲେ I

Share Your Comments Below