କ୍ରିକେଟର ମୁରଲୀ ବିଜୟଙ୍କର ଖୋଲିଲା ଭାଗ୍ୟ, ଏହି ହଟ ବିଦେଶୀ ଯୁବତୀ ହଁ କହିଲେ …

ଲୋକପ୍ରିୟ କ୍ରିକେଟର ମୁରଲୀ ବିଜୟ ଙ୍କୁ କିଏ ବା ନ ଜାଣିଚି I ମୁରଲୀ ବିଜୟ ଜଣେ ବରିଷ୍ଟ କ୍ରୀକେଟର ଅଟନ୍ତି I ତେବେ ବିଗତ କିଛି ଦିନ ହେବ ମୁରଲୀ ବିଜୟ ଙ୍କ ର ପ୍ରେମ କାହାଣୀ ବେଶ ଚର୍ଚା ରେ ରହିଛି I ଏବଂ ମୁରଲୀ ବିଜୟ ଙ୍କ ଠାରୁ ହାର୍ଦିକ ପାଣ୍ଡିଆ ଅନେକ ପଛ ରେ ଅଛନ୍ତି I

ବିଗତ କିଛି ଦିନ ତଳେ ମୁରଲୀ ବିଜୟ ନିଜ ର ମନ ର କଥା ପରିପ୍ରକାଶ କରିଥିଲେ I ଏବଂ ସେ ଏଲିସ ପେଁରି ଙ୍କ ସହ ଡିନର ରେ ଯିବାକୁ ଚାହୁଁଥିଲେ I ମୋଟାମୋଟି ଦେଖିବା କୁ ଗଲେ ଏହା ତାଙ୍କ ପ୍ରେମ କାହାଣୀ ର ପ୍ରଥମ ଚରଣ ଅଟେ I ମୁରଲୀ ବିଜୟ ଙ୍କ ର ଏହି କଥା ଏଲିସ ଜାଣିପାରିଥିଲେ I


ତେବେ ଏଲିସ ଏହା ଜାଣିବା ପରେ ରାଜି ମଧ୍ୟ ହେଇଯାଇଥିଲେ ଓ ମୁରଲୀ ବିଜୟ ଙ୍କୁ ଡିନରେ ଯିବାକୁ ହଁ କରିଥିଲେ I ଏହି କଥା ରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି କି ଏଲିସ , ମୁରଲୀ ଙ୍କ ଉପରେ ଅଧିକ ଇମ୍ପ୍ରେସ ଅଛନ୍ତି I ତେବେ ଦୁହେଁ ଜଣେ ଜଣେ ସଫଳ ସେଲିବ୍ରେଟି କ୍ରିକେଟର ମଧ୍ୟ ଅଟନ୍ତି I


ତେବେ କିଛି ଲୋକେ ଜାଣିବା କୁ ଚାହୁଁଥିବେ ଏଲିସ କିଏ ? ଏଲିସ ଜଣେ ଅଷ୍ଟ୍ରେଲିଆ ର ନାଗରିକ ଅଟନ୍ତି I ସେ ମହିଳା କ୍ରିକେଟ ଟିମ ର ଜଣେ କ୍ରିକେଟ ଖେଳାଳି ଅଟନ୍ତି I ଅନ୍ତରାଷ୍ଟ୍ରୀୟ ମହିଳା କ୍ରିକେଟ ରେ ମଧ୍ୟ ସେ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି I ତେବେ ଫିଟ୍ନେସ ମାମଲା ରେ ମଧ୍ୟ ଏଲିସ କିଛି ପଛ ରେ ନାହାନ୍ତି I


ଏଲିସ ଦେଖିବା କୁ ଯେପରି ଫିଟ ସେହିପରି ସୁନ୍ଦରତା ରେ ମଧ୍ୟ କିଛି କମ ନୁହନ୍ତି I ଏଲିସ ଙ୍କ ର ଉତ୍ତମ ବ୍ୟକ୍ତିତ୍ୱ କୁ ନେଇ ମଧ୍ୟ ତାଙ୍କ ର ଅନେକ ଲୋକପ୍ରିୟତା ରହିଛି ଯାହା କି ମୁରଲୀ ବିଜୟ ଙ୍କୁ ଅଧିକ ପ୍ରଭାବିତ କରିଥିଲା I