କରିନା କାପୁର ବଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ତାଙ୍କ ର ପିତାମାତା ଫିଲ୍ମ ଇଣ୍ଡଷ୍ଟ୍ରି ସହ ପୂର୍ବ ରୁ ଜଡିତ ଥିବା ରୁ ତାଙ୍କୁ ଫିଲ୍ମ ରେ ଏଣ୍ଟ୍ରି ନେବାକୁ ବେଶୀ ପରିଶ୍ରମ କରିବା କୁ ପଡି ନ ଥିଲା I ଏପରି କି ତାଙ୍କୁ ବାରମ୍ବାର ଫିଲ୍ମ ପାଁଇ ଅଡିସନ ଦେବାକୁ ମଧ୍ୟ ପଡ଼ିନାହିଁ I କରିନା କାପୁର ନିଜେ ଏହା ସ୍ୱୀକାର କରିଛନ୍ତି କି ତାଙ୍କୁ ଜୀବନ ରେ କେବେ କୌଣସି ଫିଲ୍ମ ପାଁଇ ଅଡିସନ ଦେବାକୁ ପଡ଼ିନାହିଁ I ତେବେ ବଲିଉଡ ର ଅଭିନେତା ଅମୀର ଖାଁ ଙ୍କୁ ଏହା ର କୌଣସି ଫରକ ପଡି ନ ଥାଏ I
ବିଗତ ଦିନ ରେ କରିନା କାପୁର ନିଜେ ଏହା କହିଛନ୍ତି କି ଫିଲ୍ମ “ଲାଲ ସିଂ ଚଣ୍ଡୀଗଡ଼” ରେ ଅମୀର ଖାଁ ତାଙ୍କୁ ସେପରି ନେଇ ନ ଥିଲେ I ଅମୀର କହିଥିଲେ ଏହି ଅଭିନୟ ପାଁଇ ତୁମ କୁ ପ୍ରଥମେ ଅଡିସନ ଦେବାକୁ ପଡିବ I କରିନା ଏହା ଶୁଣି ଟିକେ ଆଶ୍ଚଯ୍ୟ ହେଇଥିଲେ କାରଣ ସେ ତାଙ୍କ ଜୀବନ ରେ କୌଣସି ବି ଫିଲ୍ମ ପାଁଇ ଅଡିସନ ଦେଇ ନ ଥିଲେ I ସୈଫ ମଧ୍ୟ ଏହା କହିଛନ୍ତି ଅଡିସନ ଦେବା କୌଣସି ଖରାପ କଥା ନୁହେଁ I
କରିନା ଏହା ମଧ୍ୟ କହିଥାନ୍ତି କି ଅମୀର ପ୍ରତିଟି କାମ କୁ ପରଫେକ୍ଟ କରିବା କୁ ଚେଷ୍ଟା କରିଥାନ୍ତି I ତାଙ୍କ ଫିଲ୍ମ ପାଁଇ ଯଦି କେହି ଯୋଗ୍ୟ ହେଇ ନ ଥାନ୍ତି ତେବେ ସେ ତାଙ୍କୁ ତାଙ୍କ ଫିଲ୍ମ ରେ ଏଣ୍ଟ୍ରି କରନ୍ତି ନାହିଁ I ତେବେ କରିନା ଏହା ମଧ୍ୟ କହିଛନ୍ତି କି ସେ ଯେତେବେଳେ ଅଡିସନ ଦେଉଥିଲେ ସେହି ସମୟ ରେ ଅମୀର ଜାଣିପାରିଥିଲେ କି ସେହି ଅଭିନୟ ପାଁଇ ସେ ଯୋଗ୍ୟ ଅଟନ୍ତି I
ଫିଲ୍ମ ଲାଲ ସିଂ ଚଣ୍ଡୀଗଡ଼ ହଲିଉଡ଼ ର ଏକ ରିମିକ ଅଟେ I ଏବଂ ଏହି ଫିଲ୍ମ ରେ ଅମୀର ଙ୍କ ସହ କରିନା ଙ୍କୁ ଦେଖିବା କୁ ମିଳିବ I ତେବେ ଫିଲ୍ମ ର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହେଇଯାଇଛି I କରିନା ଏହି ଫିଲ୍ମ ରେ କାମ କରିବା କୁ ଅନ୍ୟ ଫିଲ୍ମ ର ଅଫର କୁ ମନା କରିଦେଇଛନ୍ତି I
କରିନା ଏହି ଫିଲ୍ମ ରେ ଏକ ସାଧାରଣ ଅଭିନୟ ହିଁ କରିବେ I ଏହା ପୂର୍ବ ରୁ କରିନା ଫିଲ୍ମ ଜବ ୱେ ମେଟ ରେ ମଧ୍ୟ ଅଭିନୟ କରିଥିଲେ ଏବଂ ସେଠାରେ ଏକ ସର୍ଦାରୀଣି ଭୂମିକା ରେ ବେଶ ସୁନ୍ଦର ଅଭିନୟ କରିଥିଲେ I