କରିସ୍ମା କପୁର ଙ୍କର ଝିଅ ସମାୟରା ଙ୍କର ଏହି ଫୋଟୋ ହେଉଛି ଭାଇରଲ; ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ସୋସିଆଲ ମିଡ଼ିଆ ରେ ଆଜିକାଲି ଅନେକ ସେଲିବ୍ରେଟି ପିଲା ଙ୍କ ର ଫୋଟୋ ଭାଇରଲ ହେଉଛି I କେତେବେଳେ କାଜଲ ଙ୍କ ର ଝିଅ ନତାସା ଙ୍କ ର ତ କେତେବେଳେ ସୈଫ ଅଲ୍ଲୀ ଖାଁ ଙ୍କ ର ଝିଅ ର ଫୋଟୋ ଭାଇରଲ ହେଇଥାଏ I ଆଜି କିନ୍ତୁ ଆମେ ଏଠାରେ ଆଲୋଚନା କରୁଛେ କରିସ୍ମା କପୁର ଙ୍କ ର ଝିଅ ଙ୍କ ବିଷୟ ରେ I କରିସ୍ମା କପୁର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I

ସେ ନିଜ ମା ବବିତା ଙ୍କ ପରି ବଲିଉଡ ଇଣ୍ଡଷ୍ଟ୍ରି ରେ ସଫଳତା ର ଶୀର୍ଷ ରେ ପଦାର୍ପଣ କରିଥିଲେ I ତେବେ ବର୍ତମାନ ସମୟ ରେ କରିସ୍ମା କପୁର ଙ୍କ ର ଝିଅ ମଧ୍ୟ ଆଗାମୀ ସମୟ ରେ ବଲିଉଡ ରେ ଏଣ୍ଟ୍ରି କରିବାକୁ ଯାଉଛି I କରିସ୍ମା କପୁର ଙ୍କ ର ଦୁଇ ପିଲା ଅଛନ୍ତି ଜଣେ ସମୟରା ଓ ପୁଅ କିୟାନ ଅଛନ୍ତି I

ଦୁଇଟି ଯାଗ ପିଲା ମା ଙ୍କ ସହ ରହିଥାନ୍ତି I ବର୍ତମାନ ସମୟ ରେ କରିସ୍ମା କପୁର ଙ୍କ ର ଝିଅ ସମୟରା ବଲିଉଡ ରେ ଏଣ୍ଟ୍ରି କରିବାକୁ ନିଜ କୁ ପ୍ରସ୍ତୁତ କରୁଛନ୍ତି I ବିଗତ ଦିନ ରେ ସମୟରା ଙ୍କ ର ଏକ ଫୋଟୋ ବେଶ ଭାଇରଲ ହେଇଚି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ଆଗାମୀ ସମୟ ରେ ସମୟରା ଅଭିନୟ ଜଗତ ରେ କ୍ୟାରିୟର ଆରମ୍ଭ କରିବେ I ବର୍ତମାନ ସମୟରା ଙ୍କ ର ବୟସ 12 ବର୍ଷ ଅଟେ I

ଏଠାରେ ଆପଣ ଦେଖିପାରୁଥିବେ ସମୟରା ଏକ ଭଲ ପୋଜ ଦେଇ ଫୋଟୋ ଉଠାଉଛନ୍ତି I ବର୍ତମାନ ସମୟରା ତୋଷଣୀବଲ ଙ୍କ ସହ ଡେଟ କରୁଛନ୍ତି I ଏବଂ ସମୟରା ସର୍ବଦା ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ସକ୍ରିୟ ରହୁଛନ୍ତି I

Share Your Comments Below