ବଲିଉଡ ର ଡ୍ରିମ କ୍ଯୁଇନ ରାଖୀ ସାୱନ୍ତ ସର୍ବଦା କୌଣସି ନା କୌଣସି ହରକତ କୁ ନେଇ ପରିଚିତ ଅଟନ୍ତି I ରାଖୀ ସାୱନ୍ତ ସର୍ବଦା ସୋସିଆଲ ମିଡ଼ିଆ ରେ ନିଜ ର ମନ କଥା କହି ଚର୍ଚା ରେ ରହିଥାନ୍ତି I ଅନେକ ସମୟ ରେ ରାଖୀ ସାୱନ୍ତ କୌଣସି ନା କୌଣସି ବିବାଦୀୟ ବୟାନ ମଧ୍ୟ ଦେଇ ଚର୍ଚା କୁ ଆସିଥାନ୍ତି I ଏହି କାରଣ ରୁ ରାଖୀ ସାୱନ୍ତ ଅନେକ ସମୟ ରେ ସୋସିଆଲ ମିଡ଼ିଆ ରେ ସମାଲୋଚନା ର ଶିକାର ମଧ୍ୟ ହେଇଥାନ୍ତି I
ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ ନିଜ ର ବିବାଦୀୟ ବୟାନ କୁ ନେଇ ଅଧିକାଂଶ ସମୟ ରେ ଚର୍ଚା ରେ ରହିଥାନ୍ତି I ପ୍ରତୋକ ଘଟଣା ରେ ରାଖୀ ସାୱନ୍ତ ନିଜ ର ବୟାନ ରଖିଥାନ୍ତି I ଯାହା ଦ୍ୱାରା କି ରାଖୀ ସାୱନ୍ତ ଙ୍କୁ ଅନେକ ସମାଲୋଚନା ଘେର କୁ ଆସିବା କୁ ହେଇଥାଏ I କୌଣସି ସାମାଜିକ ଘଟଣା ହେଉ କି ରାଜନୈତିକ ଘଟଣା ହେଉ ସର୍ବଦା ହିଁ ରାଖୀ ସାୱନ୍ତ ଚର୍ଚା କୁ ଆସିଥାନ୍ତି I ବିଗତ ଦିନ ରେ ଚୀନ ରେ ବ୍ୟାପୁଥିବା କରୋନା ଭାଇରସ କୁ ନେଇ ରାଖୀ ସାୱନ୍ତ ନିଜ ର ବୟାନ ଦେଇଛନ୍ତି I ରାଖୀ ସାୱନ୍ତ ଏହି କରୋନା ଭାଇରସ କୁ ଦୂର କରିବା କୁ ଯାଇ ଚୀନ ରେ ପହଂଚିଛନ୍ତି I ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି I
କରୋନା ଭାଇରସ କୁ ଦୂର କରିବି – ରାଖୀ ସାୱନ୍ତ
ଇନ୍ଷ୍ଟଗ୍ରାମ ଭିଡିଓ ପୋଷ୍ଟ ରେ ରାଖୀ ସାୱନ୍ତ ଏହି ମତାମତ ଦେଇଛନ୍ତି କି ଖୁବ ଶୀଘ୍ର ଚୀନ ରେ ବ୍ୟାପୁଥିବା କରୋନା ଭାଇରସ କୁ ସେ ଦୂର କରିବେ I ବର୍ତମାନ ଏହି ଭିଡିଓ ରେ ଆପଣ ଦେଖିପାରୁଥିବେ ରାଖୀ ସାୱନ୍ତ ବିମାନ ବନ୍ଧର ରେ ରହିଛନ୍ତି I ଏବଂ କରୋନା ଭାଇରସ କୁ ଦୂର କରିବା କୁ ରାଖୀ ସାୱନ୍ତ ଦୃଢ଼ ସଂକଳ୍ପ ବଦ୍ଧ ହେଇଛନ୍ତି I ଯେପରି କି ଆପଣ ଜାଣିଥିବେ କରୋନା ଭାଇରସ ପୁରା ଦୁନିଆ ରେ ଆତଙ୍କ ସୃଷ୍ଟି କରିଛି I ଏହା କୁ ନେଇ ରାଖୀ ସାୱନ୍ତ ଏକ ପୋଷ୍ଟ କରିଛନ୍ତି I
ଏହି ଭିଡିଓ ରେ ରାଖୀ ସାୱନ୍ତ କହୁଛନ୍ତି କି ଆମେରିକା ରେ ଥିବା ନାସା ରେ କରୋନା ଭାଇରସ ରୁ ମୁକ୍ତି ପାଇବା କୁ ଔଷଧ ବାହାରି ସାରିଛି , ତେଣୁ ଯଥା ଶୀଘ୍ର ଏହି କରୋନା ଭାଇରସ ଦୂର ହେଇପାରିବ I ବର୍ତମାନ ସମୟ ରେ ଏହି ଭାଇରସ ଚୀନ ରୁ ବାହାରି ଅନ୍ୟ ଦେଶ ଗୁଡିକ ରେ ମଧ୍ୟ ବ୍ୟାପିବା ରେ ଲାଗିଛି I
ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ 2019 ରେ ଏହି ଦାବି କରିଥିଲେ କି ସେ ଜଣେ ବିଦେଶୀ ଯୁବକ ଙ୍କ ସହ ବିବାହ କରିବେ I ଯାହା ଙ୍କ ର ନାମ ରିତେଶ କହିଥିଲେ I କିନ୍ତୁ ଏ ପର୍ଯ୍ୟନ୍ତ ରିତେଶ କିଏ ଏହା କେହି ଜାଣିନାହାନ୍ତି I ତେଣୁ ଦର୍ଶକେ ସେହି ସମୟ ର ଅପେକ୍ଷ୍ୟା ରେ ରହିଛନ୍ତି ରାଖୀ ସାୱନ୍ତ କେବେ ନିଜ ପତି ଙ୍କ ର ଚେହେରା ଦେଖାଇବେ I ତେବେ ବାସ୍ତବ ରେ ରାଖୀ ସାୱନ୍ତ ବିବାହ କରିଛନ୍ତି କି ନାହିଁ ଏହା କୁ ନେଇ ମଧ୍ୟ ଦର୍ଶକେ ସନ୍ଦେହ କରୁଛନ୍ତି I