Kartika Purnima 2021: କାର୍ତ୍ତିକ ମାସରେ ଏହି 6ଟି ରାଶିର ଭାଗ୍ୟ ଚମକି ଉଠିବ, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ…

ନମସ୍କାର ବନ୍ଧୁଗଣ ଏହି କାର୍ତ୍ତିକ ମାସରେ ଗ୍ରହରେ ବନୁଛି ମହାସଂଯୋଗ ଯାହାଦ୍ଵାରା କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ସ୍ଵୟଂ ମା ଲକ୍ଷ୍ମୀ ଏବଂ ଭଗଵାନ ବିଷ୍ଣୁଙ୍କର କୃପା ଲାଗି ରହିବ ଯାହା ଫଳରେ ଏମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ, ଧନର ବର୍ଷା ମଧ୍ୟ ହେବ। ଯେପରିକି ଆମେ ସମସ୍ତେ ଜାଣନ୍ତି କାର୍ତ୍ତିକ ମାସ ସାରା ଓଡ଼ିଶାରେ ବୋହୁ ଆନନ୍ଦରେ ପାଳନ କରାଯାଇଥାଏ କିନ୍ତୁ ଏହି କାର୍ତ୍ତିକ ମାସରେ ଗ୍ରହମାନଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଫଳରେ ଗ୍ରହମାନଙ୍କର ଏହିପରି ପରିବର୍ତ୍ତନ ହେତୁ ଏହାର ଭଲ ପ୍ରଭାବ କିଛି ରାଶି ଉପରେ ପଡ଼ିବ ଏବଂ ରାଶିମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡିପାରେ କିନ୍ତୁ ଏହି କାର୍ତ୍ତିକ ମାସରେ ଏହି ୬ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଏହି କାର୍ତ୍ତିକ ମାସରେ ଏହି ୬ ଗୋଟି ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଏବଂ ଭଗଵାନ ବିଷ୍ଣୁଙ୍କର କୃପା ହେବାକୁ ଯାଉଛି ତେବେ ଚାଲନ୍ତୁ ଜାଣିବା ସେହି ୬ ଗୋଟି ରାଶିମାନଙ୍କ ବିଷୟରେ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତି ବିଶେଷମାନେ ସମସ୍ତ ବାଧାବିଘ୍ନକୁ ଏଡେ଼ଇ ସୁଖ ଶାନ୍ତିରେ ସମୟ ବିତାଇବେ। ବନ୍ଧୁ ବିଚ୍ଛେଦ ଘଟିପାରେ କିନ୍ତୁ ଆପଣ ଏହାଦ୍ବାରା ଲାଭ ମଧ୍ୟ ମିଳିବ। ଯାତ୍ରା ଆଦିରେ ଲାଭବାନ ହୋଇ ପାରନ୍ତି। କାର୍ଯ୍ୟ ପ୍ରମୋଦ ବୋହୁଳ ହେବ। ବାଧ୍ୟ ବାଧକତାରେ କୌଣସି କାମ କରିପାରନ୍ତି, ବିରକ୍ତି ପ୍ରକାଶ କରିପାରନ୍ତି। ଆପଣଙ୍କ ମନ ପ୍ରଫୁଲ୍ଲ ରହିବ, ପରିବାରରେ ସୁଖଶାନ୍ତି ଫେରି ଆସିବ। ବିଦ୍ୟାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ସୁଫଳ ହେବେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି ମନର ଇଚ୍ଛା ଏହି ମାସରେ ନିଶ୍ଚିତ ଭାବରେ ପୂର୍ଣ୍ଣ ହୋଇପାରେ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତି ବିଶେଷମାନେ ଅଟକି ରହିଥିବା କାର୍ଯ୍ୟରେ ଆଗେଇବେ, ଧନ ଲାଭ ଘଟିପାରେ, ଅଭାବ ଏଡେ଼ଇ ପାରିବେ। ଭୟରୁ ଆପଣ ମୁକ୍ତି ପାଇବେ, ବୋହୁତ ଦିନ ଅନୁସନ୍ଧାନରେ ସୁଫଳ ହେବେ, ଯାତ୍ରାରେ କୌଣସି ବାଧାବିଘ୍ନ ଘଟିବ ନାହିଁ, ଗୃହ କାର୍ଯ୍ୟରେ ନିଶ୍ଚିତ ଭାବରେ ମନ ଦେବେ, ଶତ୍ରୁଙ୍କ କବଳରେ ପଡ଼ି ପାରନ୍ତି କିନ୍ତୁ ଆପଣଙ୍କ ବୁଦ୍ଧି ଖଟାଇ ନିଶ୍ଚିତ ଭାବରେ ସଫଳ ହୋଇ ବାହାରି ଆସିବେ। ପରିବେଶ ଆପଣଙ୍କ ପାଇଁ ପୁରା ବଦଳିଯିବ। ବାଧ୍ୟତାରେ କୌଣସି କାର୍ଯ୍ୟ କରି ପାରନ୍ତି। ଶାରୀରିକ କଷ୍ଟ ଅନୁଭବ କଲେ ମଧ୍ୟ ଆପଣ ସମସ୍ତ କାର୍ଯ୍ୟରେ ସଫଳ ମଧ୍ୟ ହୋଇ ପାରିବେ। ଆପଣଙ୍କ ଆର୍ଥିକ ଅବସ୍ଥା ସୁଦୃଢ ହେବ, କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି ଏଥିରେ ମଧ୍ୟ ସୁଫଳ ହେବେ। କହିବାକୁ ଗଲେ ଆପଣଙ୍କ ଭାଗ୍ୟ ଏହି ମାସରେ ନିଶ୍ଚିତ ଭାବରେ ଖୋଲିଯିବ।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତି ବିଶେଷ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ଚାକିରୀରେ ଆଶା ଜନକ ଫଳ ମଧ୍ୟ ପାଇବେ, ବାହାନ କ୍ରୟର ଯୋଗ ମଧ୍ୟ ବନୁଅଛି, ବ୍ୟବସାୟରେ ଅଗ୍ରଗତି ଘଟିବ, କର୍ମଚଞ୍ଚଳ ରହିବେ। ଆପଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହିବ, ସବୁବେଳେ ମନ ଆପଣଙ୍କର ପ୍ରସନ୍ନ ରହିବ, ତୀର୍ଥ ଭ୍ରମଣର ଯୋଗ ମଧ୍ୟ ରହିଛି, ବନ୍ଧୁଙ୍କ ଗହଣରେ କାର୍ତ୍ତିକ ମାସଟି କଟାଇବେ, ବ୍ୟବସାୟରେ ଅଗ୍ରଗତି ଘଟିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। କର୍ମ କ୍ଷେତ୍ରରେ ପଦୋନ୍ନତୀର ଆବାସ ଦେଖାଯିବ, ଶିବ ଦର୍ଶନ କରି ଆନନ୍ଦିତ ହେବେ, ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ସିଂହ ରାଶି: ସିଂହ ରାଶିର ବ୍ୟକ୍ତି ବିଶେଷ ଅପେକ୍ଷା କରିଥିବା କୌଣସି କାମରେ ସଫଳତା ପାଇବେ, ଅଭାବ ଆପଣଙ୍କ ପାଖରୁ ଦୂରେଇ ଯିବ, ବନ୍ଧୁବର୍ଗରେ ସମ୍ମାନିତ ହେବେ, ସାହାଯ୍ୟ ସହଯୋଗ ଏହି କାର୍ତ୍ତିକ ମାସରେ ମିଳିବ, ଦେବ ଦର୍ଶନର ଆନନ୍ଦ ମଧ୍ୟ ପାଇବେ। ବିଭିନ୍ନ ଦିଗରୁ ସୁଖ ମିଳିବା ପରେ ଖର୍ଚ୍ଚ ବଢିବାରୁ ବ୍ୟସ୍ତ ହେବେ। କାର୍ଯ୍ୟରେ ପ୍ରମୋଦ ଘଟିବ, ଆୟ ବୃଦ୍ଧି ହେବାର ସମ୍ଭାବନା ଦେଖା ଦେଉଛି। କହିବାକୁ ଗଲେ ବିଭିନ୍ନ ଦିଗରୁ ଆପଣମାନଙ୍କୁ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଛି ଆପଣମାନଙ୍କ ପାଇଁ ଏହି କାର୍ତ୍ତିକ ମାସଟି ଭାଗ୍ୟଶାଳୀ ରହିଛି।

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନେ କୌଣସି ମୂଲ୍ୟବାନ ଭୂଷଣ ଆଦି କ୍ରୟ କରିବେ, ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ପରିବାରରେ ସୁଖ ବଢିବ, ସମସ୍ତ ବାଧାବିଘ୍ନ ଆପଣଙ୍କ ପାଖରୁ ଦୂରେଇ ଯିବ, କୌଣସି ବନ୍ଧୁଙ୍କ ମେଳରେ ଆନନ୍ଦ ପାଇବେ, ପରିବେଶରୁ ଲାଭବାନ ମଧ୍ୟ ହେବେ, କାର୍ଯ୍ୟ ଦକ୍ଷତା ହେତୁ ସମ୍ମାନିତ ହେବେ, ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ସମସ୍ତ କାର୍ଯ୍ୟରେ ଆପଣ ଆଗେଇବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବୃଦ୍ଧି ପାଇବ, ମୂଲ୍ୟବାନ ଦ୍ରବ୍ୟ ଆପଣ କ୍ରୟ କରିପାରିବେ, ଆୟର ଉନ୍ନତି ନିଶ୍ଚିତ ଭାବରେ ଘଟିବ। କହିବାକୁ ଗଲେ ବିଭିନ୍ନ ଦିଗରୁ ଆପଣଙ୍କୁ ଧନ ସମ୍ବନ୍ଧିତ ସୂଚନା ନିଶ୍ଚିତ ଭାବରେ ଦେଖା ଦେଉଛି।

ମକର ରାଶି: ମକର ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ କାର୍ତ୍ତିକ ମାସରେ ଚମକିବାକୁ ଯାଉଛି। ଆପଣଙ୍କୁ କୌଣସି ପୁରୁଣା ସମ୍ପତ୍ତି ମିଳିପାରେ। ଚାକିରୀ କରୁଥିବା ବ୍ୟକ୍ତି ବିଶେଷମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରଟି ଭଲ ପରିବର୍ତ୍ତନ ହୋଇପାରେ, ଘର ପରିବାରରେ ସୁଖ ଶାନ୍ତି ବନିରହିବ ଏବଂ ଶତ୍ରୁମାନଙ୍କୁ ପରାଜିତ କରି ଆପଣ ଆଗକୁ ବଢ଼ିବେ, ଅପାର ସମ୍ପତ୍ତି ମିଳିବାର ଯୋଗ ବନୁଅଛି। ସମାଜରେ ମାନସମ୍ମାନ ବୃଦ୍ଧି ହେବ,କୌଣସି ମିତ୍ରଙ୍କ ଠାରୁ ଆପଣଙ୍କୁ ଲାଭ ମଧ୍ୟ ହୋଇପାରେ, ଆକସ୍ମିକ ଧନ ଲାଭ ହେବାର ଯୋଗ ବନୁଅଛି ଯାହାଦ୍ଵାରା ଏମାନଙ୍କୁ ବଡ ଖୁସୀ ଖବର ମିଳିବ। ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ବୋହୁତ ଭଲ ରହିବ ଆପଣ କରିଥିବା ସବୁ କାମର ପରିଣାମ ଆପଣଙ୍କୁ ମିଳିବ ତାହା ସହିତ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ଆପଣଙ୍କ ମନ ପ୍ରସନ୍ନ ରହିବ।