ପ୍ରତୋକ ଲୋକଙ୍କର ଭାବନା ରହିଥାଏ I ଲୋକେ ଅଧିକ ଖୁସି ହେଇ ହସିଥାନ୍ତିତ ଅଧିକ ଦୁଖୀ ହେଇ କାଂଦିଥାନ୍ତି I ସାଧାରଣ ଭାବ ରେ ଯେଉଁମାନେ କଥା କଥା ରେ କନ୍ଦେଇଥାନ୍ତି ସେମାନେ ମନ ଭିତରୁ କମଜୋର ହେଇଥାନ୍ତି I କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ନୁହେ I ଆଜି ଆମେ ଏହିପରି ଲୋକଙ୍କ ର କିଛି ବିଶେଷ ଗୁଣ ସମ୍ପର୍କରେ କହିବାକୁ ଯାଉଛୁ I
ବିଶେଷ ଗୁଣ ର ପ୍ରଭାବ
– ଯେଉଁମାନେ କଥା କଥା ରେ କନ୍ଦେଇଥାନ୍ତି ତାଙ୍କୁ କେବେ ହେଲେ କମଜୋର ଭାବନ୍ତୁ ନାହିଁ I ଏପରି ଲୋକେ ମନ ଭିତରୁ ଖୁବ ମଜବୁତ ହେଇଥାନ୍ତି I
– ଏପରି ବି କୁହାଯାଇଥାଏ କି ଅଧିକ କାନ୍ଦିବା ଦ୍ୱାରା ମନ ର ଦୁଶ୍ଚିନ୍ତା ଦୂର ହେଇଥାଏ I ତେଣୁ ଦୁଃଖ ସମୟ ରେ ମନ ଖୋଲିକି କାନ୍ଦିବା ଉଚିତ I ଦୁଶ୍ଚିନ୍ତା ସମୟ ରେ କାନ୍ଦିବା ବି ଏକ ଭଲ ଔଷଧ ହେଇଥାଏ I ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହେଇଥାଏ I
– ଏପରି ଇମୋସନାଲ ବ୍ୟକ୍ତି ଜଣେ ଭଲ ବନ୍ଧୁ ହେଇଥାନ୍ତି I ସମସ୍ୟା ସମୟ ରେ ସେମାନେ ନିଜ ବନ୍ଧୁ ଙ୍କ ର ସହଯୋଗ କରିଥାନ୍ତି I କାରଣ ଅସମୟ ରେ ସେମାନେ ନିଜ ବନ୍ଧୁ ଙ୍କ ର ମନ ର ଦୁଃଖ କୁ ବି ଅନୁଭବ କରିଥାନ୍ତି I
– ଯଦି ଜଣେ ବ୍ୟକ୍ତି ଦୁଖୀ ଥାଏ ତ ସେହି ବ୍ୟକ୍ତି ଙ୍କୁ ସହାୟତା ପାଁଇ ଲୋକେ ସହଯୋଗ ର ହାତ ବଢାଇଥାନ୍ତି I
– କଥା କଥା ରେ କାନ୍ଦୁଥିବା ଲୋକେ ମନ ଭିତରୁ ନିର୍ମାଲ ହୃଦୟ ର ହେଇଥାନ୍ତି I ତାଙ୍କ ମନ ରେ କୌଣସି ଖରାପ ଭାବନା ବି ନ ଥାଏ I
– କିନ୍ତୁ ଅନେକ ସମୟ ରେ ଅଧିକ କାନ୍ଦିବା ଦ୍ୱାରା ଆପଣଙ୍କର ସମସ୍ୟାବି ହେଇପାରେ I ଏହା ଦ୍ୱାରା ଆପଣ ସର୍ବଦା ମନ ଦୁଃଖ ରହିଥାଏ I