ଧୋନୀ କହିଲେ- କେବଳ ଏହି ୩ ଜଣ ଖେଳାଳି ହି ଯଥେଷ୍ଟ ଥିଲେ ନ୍ୟୁଜିଲାଣ୍ଡ ପାଇଁ କିନ୍ତୁ ବିରାଟ କୋହଲି ବାରମ୍ବାର….

ଯେପରି କି ଆପଣ ଜାଣିଥିବେ ଟିମ ଇଣ୍ଡିଆ ନିଜ ର ଦ୍ୱିତୀୟ ୱାନଡେ ମ୍ୟାଚ ହାରି ଯାଇଛି I

ତେଣୁ ନିଜ ର ଖରାପ ବ୍ୟାଟିଂ ପ୍ରଦର୍ଶନ କୁ ନେଇ ଟିମ ଇଣ୍ଡିଆ ହୁଏତ ଏହି ୱାନଡେ ସିରିଜ ରେ 3.0 ରେ ପରାଜିତ ହେବ I ଲଗାତାର ଦୁଇଟି ୱାନଡେ ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆ ର କ୍ୟାପଟେନ ରହି ସାରିଥିବା ମହେନ୍ଦ୍ର ସିଂ ଧୋନୀ ଙ୍କୁ ଟିମ ମ୍ୟାନେଜମେଣ୍ଟ ପ୍ରଶ୍ନ କରିଥିଲେ I ତ ଧୋନୀ ବେଶ ସୁନ୍ଦର ଉତ୍ତର ମଧ୍ୟ ଦେଇଥିଲେ I

ଧୋନୀ କହିଥିଲେ ବିରାଟ ଜଣେ ଭଲ କ୍ରିକେଟର ହେଇପାରନ୍ତି କିନ୍ତୁ ଏକ କ୍ୟାପଟେନ ଦୃଷ୍ଟି ରୁ ଦେଖିବା କୁ ଗଲେ ସେ ଟିକେ ପଛୁଆ ଅଛନ୍ତି I ଧୋନୀ ବିରାଟ କୋହଲି ଙ୍କ ର ପ୍ରଶଂସା କରି କହିଛନ୍ତି ବିରାଟ ଙ୍କୁ ବର୍ତମାନ ଟିମ ରେ କୌଣସି ନୂଆ ଖେଳାଳି ଙ୍କୁ ସୁଯୋଗ ଦେବାର ଆବଶ୍ୟକତା ହିଁ ନାହିଁ I

ଆପଣ ୱାନଡେ ମ୍ୟାଚ ରେ ପୃଥିବୀ ସା , ମାୟଙ୍କ ଅଗ୍ରୱାଲ ଙ୍କ ସ୍ଥାନ ରେ ଋଷବ ପଂତ ଓ ମନୀଷ ପାଣ୍ଡେ ଙ୍କୁ ଖେଳିବା କୁ ସୁଯୋଗ ଦେଇପାରିବେ I କାରଣ ଏହି ଦୁଇ ଖେଳାଳି ବହୁତ ଭଲ ଅଟନ୍ତି I

ସେହିପରି ଟିମ ଇଣ୍ଡିଆ ର କେଦାର ଯାଦବ ଙ୍କ ସ୍ଥାନ ରେ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡିଆ ଙ୍କୁ ଟିମ ରେ ସୁଯୋଗ ଦେଇ ହେବ I

Share Your Comments Below