ଯେପରି କି ଆପଣ ଜାଣିଛନ୍ତି ବଲିଉଡ ର ମହାନାୟକ ଅମିତାଭ ବଚ୍ଛନ ଙ୍କ ର ସ୍ଵାସ୍ତ୍ୟ ହାଟଥ ଖରାପ ହେଇଯାଇଛି I ଏହା ପୂର୍ବ ରୁ ବି ଥରେ ତାଙ୍କ ର ସ୍ଵାସ୍ତ୍ୟ ଖରାପ ହେଇଥିଲା I ଡାକ୍ତର ଙ୍କ ର କହିବା ଅନୁସାରେ ଅମିତାଭ ଙ୍କ ର କେବଳ 25% ଲିବର ହିଁ ଭଲ ଅଛି I ଫିଲ୍ମ କୁଲି ର ସୁଟିଂ ସମୟ ରେ ସେ ହୈପରଟେନସ ର ଶିକାର ହେଇଥିଲେ I
ତାଙ୍କ ର ସେ ସମୟ ରେ ଯେଉଁ ରକ୍ତ ଗ୍ରହଣ କରିଥିଲେ ସେଥି ମଧ୍ୟ ରୁ କୌଣସି ଏକ ରକ୍ତ ରେ ଏହି ଭାଇରସ ରହିଯାଇଥିଲା I 2000 ମସିହା ପର୍ଯ୍ୟନ୍ତ ତାଙ୍କ ର ସ୍ଵାସ୍ତ୍ୟ ଠିକ ଥିଲା କିନ୍ତୁ ପରେ ମେଡିକାଲ ଚେକଅପ ରୁ ଜଣା ଗଲା କି ତାଙ୍କ ର କିଡ୍ନୀ ଇନଫେକ୍ସନ ହେଇଚି I
କୁଲି ସମୟ ରେ ଅମିତାଭ ଙ୍କୁ ମିଳିଥିବା ଆଘାତ ବହୁତ ଅଧିକ ଘାତକ ଥିଲା ଏବଂ ଏହା ଦ୍ୱାରା ତାଙ୍କ ର ପେଟ ରେ ସମସ୍ୟା ମଧ୍ୟ ଦେଖାଦେଇଥିଲା I
ଏହି ସମୟ ରେ ଅମିତାଭ କହିଥିଲେ କି “ଫିଲ୍ମ କୁଲି ର ସୁଟିଂ ସମୟ ରେ ଯେଉଁ ଆଘାତ ପାଇଥିଲେ ଓ ତା ପରେ ସେ ଯେଉଁ ବ୍ଲଡ଼ ଗ୍ରହଣ କରିଥିଲେ ସେହି ବ୍ଲଡ଼ ରେ ହ୍ୱାଇପିଏରଟେନସ ଥିଲା” ଏବଂ ଲୋକଙ୍କୁ ସେ ସମୟ ରେ ଅନୁରୋଧ କରିଥିଲେ କି ଦୟାକରି ସମସ୍ତେ ନିଜ ପିଲାଙ୍କୁ ହ୍ୱାଇପିଏରଟେନସ ବି ର ଟୀକା ଲଗାନ୍ତୁ I
ଏହି କାରଣ ରୁ ଖରାପ ହେଇଥାଏ ଲିବର
ଅଧିକ ଚିନି
ଲିବର ଚିନି କୁ ଫ୍ୟାଟ ରେ ପରିବର୍ତନ କରିବାର କାମ କରିଥାଏ I ଅଧିକ ଚିନି ଖାଇବା ଦ୍ୱାରା ଲିବର ରେ ପ୍ରେସର ପଡିଥାଏ ଏବଂ ଅଧିକ ଫ୍ୟାଟ ଜମା ହେବା ଦ୍ୱାରା ଲିବର ଖରାପ ହେଇଥାଏ I
ପେନ କ୍ଳିଅର
ଅଧିକ ମାତ୍ରା ରେ ପେନ କ୍ଳିଅର ନେବା ଦ୍ୱାରା ଏହା ଲିବର ଉପରେ ପ୍ରେସର ପଡିଥାଏ ଯାହା ଦ୍ୱାରା କି ଲିବର ଖରାପ ହେଇଥାଏ I
ଅଧିକ ମଦ୍ୟ ପାନ
ଅଧିକ ମାତ୍ରା ରେ ମଦ୍ୟପାନ କରିବା ଦ୍ୱାରା ଶରୀର ରେ ଟକ୍ସିନ ର ମାତ୍ରା ବଢିଥାଏ ଯାହା କି ଲିବର କୁ ଖରାପ କରିଥାଏ I
ସପ୍ଲିମେଣ୍ଟସ
ବିନା ଡାକ୍ତର ଙ୍କ ର ପରାମର୍ଶ ରେ କୌଣସି ବି ସପ୍ଲିମେଣ୍ଟସ ସେବନ କରିବା ଉଚିତ ନୁହେଁ I
କମ ନିଦ
ନିୟମିତ ଯଦି ଆପଣ 7 ଘଣ୍ଟା ରୁ କମ ନିଦ ହେଲେ ଲିବର ଶରୀର ରେ ଥିବା ଫ୍ୟାଟ କୁ ଠିକ ଭାବରେ ସଂଚାଳନ କରିଥାଏ I
କଲଡ ଡ୍ରିଙ୍କ
କଲଡ ଡ୍ରିଙ୍କ ରେ ବ୍ୟବହାର ହେଉଥିବା କଲର ଓ ଚିନି କାରଣ ରୁ ଲିବର ଖରାପ ହେଇଥାଏ I