କେବେ କାଟ୍ରିନାଙ୍କ ପଛରେ ବସି ତାଳି ମାରୁଥିଲା ଏହି ପିଲା ଜଣଙ୍କ , ଆଜି ଭାରତୀୟ କ୍ରିକେଟ ଟିମର ଏକ ବଡ଼ ଷ୍ଟାର ଖେଳାଳି

ବଲିଉଡ ଓ କ୍ରକେଟ ଜଗତ ମଧ୍ୟ ରେ ସମ୍ପର୍କ କିଛି ନୂଆ ନୁହେ I ବଲିଉଡ ର କଳାକାର ମାନେ ବେଶ ଭଲ ଭାବରେ କ୍ରିକେଟ ଖେଳାଳି ଙ୍କ ର ନିକଟତର ଅଟନ୍ତି I ଏପରି କି କିଛି ବଲିଉଡ ର ଅଭିନେତ୍ରୀ ମାନେ କିଛି କ୍ରିକେଟ ଖେଳାଳି ଙ୍କୁ ବିବାହ ବି କରିଛନ୍ତି I ଏହା ର ଉଦାହରଣ ଆପଣ ଦେଖିଥିବେ ଅନୁସ୍ଖା ଓ ବିରାଟ ଙ୍କ ର ବିବାହ ରେ I

ଏହା ତ ଥିଲା ବଲିଉଡ ଓ କ୍ରିକେଟ ଜଗତ ମଧ୍ୟ ରେ ସମ୍ପର୍କ କିନ୍ତୁ ଆଜି ଆମେ କ୍ରିକେଟ ର ଏପରି ଜଣେ ବ୍ୟକ୍ତି ଙ୍କ ବିଷୟରେ ଆଲୋଚନା କରୁଛେ ଯିଏ କି ଦିନେ ଷ୍ଟାଡିୟମ ରେ ବସିକି ତାଳି ମାରୁଥିଲେ ଆଜି ସେ ଭାରତୀୟ କ୍ରିକେଟ ର ଜଣେ ଲୋକପ୍ରିୟ ଖେଳାଳି ଅଟନ୍ତି I ଆପଣ ତାଙ୍କ ର ଫୋଟୋ ବି ଦେଖି ପାରିବେ I

ତେବେ ଆଜି ଆମେ ଆଲୋଚନା କରୁଛେ ଭାରତୀୟ କ୍ରିକେଟ ଖେଳାଳି ଯଶପ୍ରୀତ ଙ୍କ ସମ୍ପର୍କ ରେ I ସେ ଭାରତୀୟ ଦଳ ର ଜଣେ ମୁଖ୍ୟ ଖେଳାଳି ଅଟନ୍ତି I ଏହି ଫୋଟୋ ଟି 2008 IPL ର ଅଟେ I