କେହି ଅଛନ୍ତି ଆର୍ମି ଅଫିସର ତ କିଏ ଓକିଲ, ଜାଣନ୍ତୁ କଣ କରିଥାନ୍ତି ଏହି ୫ଟି ଖେଳାଳି ଙ୍କର ଶଶୁର, ଜାଣିଲେ ଖୁସି

ଆଜି ଆମେ ଆଲୋଚନା କରିବା କିଛି କ୍ରିକେଟର ଙ୍କ ର ଶଶୁର ଙ୍କ ବିଷୟ ରେ I

1.ରୋହିତ ଶର୍ମା
ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମ ର ଜଣେ ବରିଷ୍ଠ ଖେଳାଳି ଅଟନ୍ତି I ରୋହିତ ଶର୍ମା ଙ୍କ ର ବିବାହ ବବି ସଚଦେହଃ ଙ୍କ ର ଝିଅ ରୀତିକା ଙ୍କ ସହ ହେଇଚି ଏବଂ ବବି ମୁମ୍ବାଇ ର ପର୍ସ ଅଂଚଳ ରେ ରୁହନ୍ତି ଓ ଜଣେ ବଡ଼ ବିଜନେସମ୍ୟାନ ଅଟନ୍ତି I

2.ସ୍ଟୁୱାର୍ଟ ବିନ୍ନି
ଭାରତୀୟ କ୍ରିକେଟ ଟିମ ର ଏହି ଖେଳାଳି ସ୍ଟୁୱାର୍ଟ ବିନ୍ନି ଙ୍କ ର ଶଶୁର ଙ୍କ ର ନାମ ସଂଜୀବ ଲେଙ୍ଗର ଅଟନ୍ତି I ସେ ଜଣେ ଆର୍ମି ଅଫିସର ଅଟନ୍ତି I ଏବଂ ଝିଅ ମାୟାନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I

3.ବୀରେନ୍ଦ୍ର ସେହେବାଗ
ଭାରତୀୟ ଟିମ ର ପୂର୍ବ ବିସ୍ଫୋଟକ ଖେଳାଳି ବୀରେନ୍ଦ୍ର ସେହେବାଗ ଙ୍କ ର ଶଶୁର ସୁରଜ ସିଂ ଆହ୍ଲାବାତ ଦିଲ୍ଲୀ ର ଜଣେ ବଡ଼ ଓକିଲ ଅଟନ୍ତି I ଏବଂ ସବୁଠାରୁ ଅଧିକ ଟେଷ୍ଟ ରେ ଅଧିକ ଶତକ କରିବା ରେ ବୀରେନ୍ଦ୍ର ସେହେବାଗ ଙ୍କ ର ନାମ ରହିଛି I

4.ଇରଫାନ ପଠାନ
ଭାରତୀୟ ଟିମରୁ ଦୀର୍ଘ ସମୟ ହେବ ଇରଫାନ ପଠାନ ଦୁରେଇ ରହିଛନ୍ତି I ଇରଫାନ ପଠାନ ଙ୍କ ର ଶଶୁର ଙ୍କ ର ନାମ ଫରୁଖ ବେଗ ଅଟେ I ଇରଫାନ ପଠାନ ସାଉଦି ଆରବ ର ଯଦ୍ଦ୍ୱ ସହର ରେ ନିଜ ର ଏକ ବିଜନେସ ଚଳାଉଛନ୍ତି I 2017 ରେ ଇରଫାନ ପଠାନ ବିଜେପି ର କ୍ୟାମ୍ପେର୍ନ ଆରମ୍ଭ କରିଥିଲେ I

5.ରୁଦ୍ର ପ୍ରତାପ ସିଂ
ଭାରତୀୟ ଟିମ ର ପୂର୍ବ ବାମ ହାତ ର ଖେଳାଳି ରୁଦ୍ର ପ୍ରତାପ ସିଂ ହାଇଦ୍ରାବାଦ ର ଜଣେ ଲୋକପ୍ରିୟ ଓକିଲ ଅଟନ୍ତି I ରୁଦ୍ର ପ୍ରତାପ ସିଂ ଙ୍କ ର ଶଶୁର ଙ୍କ ର ନାମ ମନୋଜ ପୋପଟ ଅଟେ ଏବଂ ମନୋଜ ଙ୍କ ର ଝିଅ ଦେବଂଶୀ ଙ୍କ ସହ ରୁଦ୍ର ପ୍ରତାପ ସିଂ ଙ୍କ ବିବାହ ହେଇଚି I ଦେବଂଶୀ ମଧ୍ୟ ଜଣେ ଓକିଲ ଅଟନ୍ତି I