ଯେତେବେଳେ ସୀତାଙ୍କୁ ଭେଟି ଥିଲେ ଅସଲ ଜୀବନରେ ‘ରାମ’, ସାମ୍ନାକୁ ଆସିଲା ବାହାଘର ଓ ହନିମୁନର ଏହି ସବୁ ଫୋଟୋ ….

ଦେଶ ରେ ଲକଡାଉନ କୁ ନେଇ ଦର୍ଶକ ଙ୍କ ର ମନୋରଞ୍ଜନ କୁ ଧ୍ୟାନ ରେ ରଖି ଦୂରଦର୍ଶନ ରେ ରାମାୟଣ ର ପୁନଃ ପ୍ରସାରଣ ଆରମ୍ଭ ହେଇଥିଲା I 90 ଦଶକ ର ଏହି ସୋ କୁ ଆଜି ମଧ୍ୟ ଲୋକେ ବହୁଳ ମାତ୍ରା ରେ ପସନ୍ଦ କରିଛନ୍ତି I କାରଣ ଏହି ସିରିଏଲ ରେ କଳାକାର ମାନେ ଜୀବନ୍ତ ଅଭିନୟ ଯେଉଁପରି କରିଛନ୍ତି ଏହା ବାସ୍ତବ ରେ ଅତୁଳନୀୟ ଅଟେ I ଏହି ସୋ ର ମୁକ୍ଷ୍ୟ କଳାକାର ଅରୁଣ ଗୋବିଲ୍ୱ , ସୁନୀଲ ଲହରୀ ଓ ଦୀପିକା ଚି଼ଖଲିଆ ବେଶ ଚର୍ଚା ରେ ରହିଥାନ୍ତି I

ବେଶ ଆଡମ୍ବର ସହ ହେଇଥିଲା ଦିପିକା ହେମନ୍ତ ଙ୍କ ର ବିବାହ
ସୀତା ଙ୍କ ର ଭୂମିକା ରେ ଅଭିନୟ କରିଥିବା ଦୀପିକା ବର୍ତମାନ ସମୟ ରେ ନିଜ ର ବୈବାହିକ ଜୀବନ କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I ଅସଲ ଜୀବନ ରେ ରାମ ଅର୍ଥାତ ହେମନ୍ତ ଙ୍କ ସହ ତାଙ୍କ ର ବିବାହ ହେଇଥିଲା I ତେବେ ଦୀପିକା ଓ ତାଙ୍କ ପରିବାର ର ଏଠାରେ କିଛି ଫୋଟୋ ଆପଣ ଦେଖିପାରିବେ I

ସୀତା ଙ୍କ ପରି ସୁନ୍ଦର ଥିଲେ ଦୀପିକା
ସୋ ରାମାୟଣ ର ସୀତା ଭୂମିକା ରେ ଅଭିନୟ କରିଥିବା ଦୀପିକା ବ୍ୟବସାୟୀ ହେମନ୍ତ ତୋପିଵାଲା ଙ୍କୁ ବିବାହ କରିଥିଲେ I ଯେତେବେଳେ ସେ ହେମନ୍ତ ଙ୍କୁ ବିବାହ କରିଥିଲେ ନିଜ କ୍ୟାରିୟର ରେ ସଫଳ ହେବା ଆରମ୍ଭ କରିଥିଲେ I ସେ ସମୟ ରେ ତାଙ୍କ ବିବାହ ବେଶ ଆଡମ୍ବର ସହ ହେଇଥିଲା I ଏବଂ ବିବାହ ରେ ଯେଉଁପରି ଦିପିକା ଶାଢ଼ୀ ପିନ୍ଧିଥିଲେ ଅରିଜିନାଲ ସୀତା ଙ୍କ ପରି ଲାଗୁଥିଲେ I

ହେମନ୍ତ ଓ ଦିପିକା ଙ୍କ ର ପ୍ରଥମ ସାକ୍ଷ୍ୟାତ ଏକ ସୁଟିଂ ସମୟ ରେ ହେଇଥିଲା I ଦୁହେଁ ପରସ୍ପର ର ଅଧିକ ନିକଟତର ହେଇଥିଲେ I କିଛି ଦିନ ପରେ ଦୁହେଁ ପରସ୍ପର କୁ ପ୍ରେମ କରିବସିଥିଲେ ଓ ଆଗାମୀ ସମୟ ରେ ଦୁହେଁ ବିବାହ ମଧ୍ୟ କରିଥିଲେ I ହେମନ୍ତ ଓ ଦୀପିକା ଙ୍କ ର ଦୁଇଟି ଝିଅ ମଧ୍ୟ ଅଛନ୍ତି ଯାହା ଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି I ଦୀପିକା ନିଜ ପରିବାର ସହ ବେଶ ଖୁସି ରେ ରହିଛନ୍ତି I

ଝିଅମାନେ ମଧ୍ୟ ଦୀପିକା ଙ୍କ ପରି ସୁନ୍ଦର
ବିଗତ ଦିନ ରେ ଦୀପିକା ନିଜ ର ଦୁଇ ଝିଅ ଙ୍କ ସୁନ୍ଦର ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ I ଏହି ପୋଷ୍ଟ ରେ କ୍ୟାପ୍ସନ ରେ ଲେଖିଥିଲେ – ଯେପରି ମୁ କହିଥିଲି ଚାଲୁଥିବି ମୁ .. ଚାଲୁଥିବ ଏହି ଜୀବନ I ଦୁନିଆ ର କୌଣସି ଧନ ସମ୍ପତି ମୋତେ ଖୁସି କରିପାରିବେ ନାହିଁ ଯେତିକି ଖୁସି ମୋ ଝିଅମାନେ ମୋତେ ଦେଇଛନ୍ତି I

ହନିମୁନ ର ଫୋଟୋ
ସୂଚନା ଅନୁସାରେ ଦୀପିକା ଙ୍କ ର ବିବାହ ଓ ଦୁଇଟି ଝିଅ ଙ୍କ ର ଫୋଟୋ ଛଡା ସେ ନିଜ ହନିମୁନ ଦିନ ର ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ I ଏହି ବିବାହ ପରେ ତାଙ୍କ ପତି ତାଙ୍କୁ ପଚାରିଥିଲେ ହନିମୁନ ରେ କୁଆଡେ ଯିବା ତ ସେ କହିଥିଲେ ସ୍ୱିଜରଲ୍ୟାଣ୍ଡ I

ବିବାହ ର ଦୁଇ ଦିନ ପରେ ଦୁହେଁ ସ୍ୱିଜରଲ୍ୟାଣ୍ଡ ବାହାରିଯାଇଥିଲେ I ମୋତେ ସଂସଦ ଯିବା ଜରୁରୀ ଥିଲା ତେଣୁ ଆମେ ଗୋଟେ ଦିନ ଦିଲ୍ଲୀ ରେ ରହିଥିଲୁ I ଏହା ପରେ ସ୍ୱିଜର ଲ୍ୟାଣ୍ଡ ବାହାରି ଯାଇଥିଲୁ I ଦୀପିକା ଓ ହେମନ୍ତ ଙ୍କ ର ସୁନ୍ଦର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I

ସୀତା ହେଇ ଘରେ ଘରେ ପରିଚିତ ଦୀପିକା
ସୀତା ଭୂମିକା ରେ ଅଭିନୟ କରିବା ପରେ ତାଙ୍କ ର ଲୋକପ୍ରିୟତା ବେଶ ଅଧିକ ବଢିଥିଲା I ଏହା ପରେ ଦର୍ଶକେ ମଧ୍ୟ ତାଙ୍କ ର ଅଭିନୟ କୁ ବେଶ ଅଧିକ ପସନ୍ଦ କରିଥିଲେ I ଦୀପିକା ଏହା କୁ ନେଇ ବେଶ ଅଧିକ ଗର୍ବିତ କି ସୀତା ପରି ଅଭିନୟ କରିବା ର ସୁଯୋଗ ତାଙ୍କୁ ମିଳିଛି I

ଆଜିକା ସମୟ ରେ ଦୀପିକା ଅଭିନୟ ଜଗତ ରୁ ଦୁରେଇ ଯାଇଛନ୍ତି କିନ୍ତୁ ନିଜ ର ଅଭିନୟ କୁ ନେଇ ସେ ଆଜି ମଧ୍ୟ ପ୍ରତୋକ ଘରେ ବେଶ ସୁପରିଚିତ ଅଛନ୍ତି I ସେ ସୋସିଆଲ ମିଡ଼ିଆ ରେ ବେଶ ଅଧିକ ସକ୍ରିୟ ରହିଥାନ୍ତି I ତେବେ ସେ ନିଜ ର ହନିମୁନ ଫୋଟୋ କୁ ନେଇ ଅଧିକ ଚର୍ଚା ରେ ରହିଥିଲେ I