ଜାଣନ୍ତୁ କେଉଁ କାରଣ ପାଁଇ ମହିଳାମାନେ ଅନ୍ଧାର ରେ ସମ୍ବନ୍ଧ ବାନେଇବାକୁ ପସନ୍ଦ କରିଥାନ୍ତି; କାରଣ ଜାଣି ଆଶ୍ଚର୍ଜ୍ୟ ହେବେ !

ଏହା ତ ଆପଣ ମାନେ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ କି ଜଣେ ବିବାହିତ ଦମ୍ପତି ସୁଖଦ ଜୀବନ ପାଁଇ ଦୁହିଁଙ୍କ ମଧ୍ୟ ରେ ସମ୍ବନ୍ଧ ରହିବା ନିହାତି ଜରୁରୀ I ଆଉ ଯଦି ଶାରୀରିକ ସମ୍ବନ୍ଧ ନ ଥାଏ ତ ବାସ୍ତବ ରେ ଏହି ସମ୍ପର୍କ ଅଧୁରା ଲାଗିଥାଏ I ଆଉ ବୈବାହିକ ଜୀବନ କୁ ସୁଖଦ ବନେଇବା ପାଁଇ ଦମ୍ପତି ମାନେ ଉଭୟଙ୍କ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ I

କିନ୍ତୁ ଏପରି ଅନେକ କ୍ଷେତ୍ରରେ ଦେଖାଦେଇଛି କି ମହିଳା ମାନେ ଅନ୍ଧାର ରେ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି I ଅର୍ଥାତ ଆପଣ ଅନେକ ସମୟ ରେ ଶୁଣିଥିବେ କି ଆପଣ ପତ୍ନୀ କହିଥାନ୍ତି ଲାଇଟ ବନ୍ଦ କରିଦିଅ I ତ ବର୍ତମାନ ସମୟ ରେ ଅନେକ ଲୋକଙ୍କ ମନରେ ଏପରି ପ୍ରଶ୍ନ ଉଠିଥାଏ କି ମହିଳାମାନେ ଏପରି କହିବା ର କାରଣ କଣ I ଅନ୍ଧାର ରେ ସେକ୍ସ ର ସମ୍ବନ୍ଧ କଣ ଅଟେ I

ଏକ ରିସର୍ଚ୍ଚ ଅନୁସାରେ ଦେଖାଦେଇଛି କି ଆଲୋକ ରେ ସେକ୍ସ କରିବା ଦ୍ୱାରା ବର୍ଭବତୀ ରେ ଅନେକ ସମସ୍ୟା ଦେଖାଦେଇଥାଏ I ଆଲୋକରୁ ଉତ୍ପର୍ଣ୍ଣ ହେଉଥିବା କୁତ୍ରିମ ରଶ୍ମି ଦ୍ୱାରା ମହିଳା ଙ୍କ ର ଗର୍ଭଧାରନ ରେ ଅନେକ ସମସ୍ୟା ଦେଖାଦେଇଥାଏ I

କେବଳ ସେତିକି ନୁହେ ରିସର୍ଚ୍ଚ ରେ ଏହା ମଧ୍ୟ ଦେଖାଦେଇଛି କି ସନ୍ଧ୍ୟା ସମୟରେ ସ୍ୱଳ୍ପ ଆଲୋକରେ ଭଲ ନିଦ ଆସିଥାଏ ଏବଂ ମହିଳାଙ୍କ ର ଗର୍ଭଧାରଣ ର କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ I

କିନ୍ତୁ ଅଧିକାଂଶ ମହିଳା ମାନେ ଏହି କାରଣ ନ ଜାଣି ହିଁ ଲାଇଟ ବନ୍ଦ କରିବାକୁ କହିଥାନ୍ତି I ଆଉ ଯେବେ ରିସର୍ଚ୍ଚ ରେ ଏହା ଜଣାପଡିଲାଣି ତ ଆଗାମୀ ସମୟ ରେ ଆପଣ ବି ଯେତେବେଳେ ଆପଣ ଙ୍କ ପାର୍ଟନର ସହ ସମ୍ବନ୍ଧ ରଖିବେ ତ ଲାଇଟ ବନ୍ଦ କରିବାକୁ ଭୁଲିବେନି I

Share Your Comments Below