କେବଳ 450 ଟଙ୍କା ରେ ବିକ୍ରି ହେଉଛି 16 କୋଟି ଟଙ୍କାର ଏହି ବଙ୍ଗଳା, କାରଣ ଜାଣିକି ଘୁରିଯିବ ଆପଣଙ୍କ ଦିମାଗ

ଯଦି ଆପଣ କୌଣସି 16 କୋଟି ଟଙ୍କା ର ଘର ମାତ୍ର 450 ଟଙ୍କା ରେ ପାଇପାରିଥାନ୍ତି ମିଛ ବୋଲି ଭାବିବେ I ବ୍ରିଟେନ ରେ ଜଣେ ବ୍ୟକ୍ତି ନିଜ 16 କୋଟି ଟଙ୍କା ର ତାଙ୍କ ଘର କୁ ମାତ୍ର 450 ଟଙ୍କା ରେ ବିକ୍ରୟ କରିବାକୁ ଚାହିଁଛନ୍ତି I ସେହି ବ୍ୟକ୍ତି କୌଣସି ପାଗଳ ନୁହନ୍ତି ଯାହା ଆପଣ ଭାବୁଛନ୍ତି I


ତେବେ ବର୍ତନ ନାମ ହିଅ ଘର ର ମାଲିକ ଙ୍କ ର ନାମ ଜଣ ରତ୍ନ ଅଟେ ସେ 2014 କୁ ବିକ୍ରି କରିବାକୁ ଚେଷ୍ଟା କରିଛନ୍ତି I କିନ୍ତୁ 16 କୋଟି ଟଙ୍କା ରେ ଏହି ଘର କୁ କିଣିବାକୁ କେହି ବି ମିଳି ନ ଥିଲେ I ଏହା ପରେ ଘର ମାଲିକ ରେଟ କମାଇ 15 କୋଟି କରିଥିଲେ I

ଏହା ପରେ ପୁଅ ସହ ମିଶି ଏହା ସେ ଏହା କୁ ଲଟେରୀ I ଏବଂ ଆପଣ ଏଥିପାଇ 450 ଟଙ୍କା ର ଏକ ଲଟେରୀ ଟିକିଟି କିଣିବାକୁ ହେବ I ଏବଂ ଏହି 3,79,000 ଟଙ୍କା ର ଲଟେରୀ ଟିକେଟ ବିକ୍ରୟ ହେଇଯାଇଛି I


ଏହି ଘର ର ଫୋଟୋ ଦେଖିକି ଆପଣ ବି ଅନୁମାନ କରିପାରୁଥିବେ ଏହି ଘର ର ମାଲିକ କେତେ ଭାଗ୍ୟଶାଲୀ ଅଟନ୍ତି I ଏହି ଘର 3400 ଗର୍ଗଫୁଟ ରେ 5 ଗୋଟି ବେଡ଼ ରୁମ , 4 ଗୋଟି ବାଥୁରମ , କ୍ୱିଚେନ ପରୀ ଅନେକ ବ୍ୟବସ୍ତା ରହିଛି I ଯଦି 3,79,000 ଟଙ୍କା ର ଲଟେରୀ ଟିକେଟ ବିକ୍ରୟ ହେଇଯାଇଛି ତେବେ ସେହି ଘର ର ସମ୍ପୂର୍ଣ ପଇସା ଘର ମାଲିକ ପାଇପାରିବେ I