ଖାଲି ପେଟରେ ପାଣି ସହ ମିଶେଇ ପି ଦିୟନ୍ତୁ ଏହି ଗୋଟିଏ ଜିନିଷ, ଚେହେରାରେ ଆସିଯିବ ଏପରି ଚମକ କି ସମସ୍ତେ ଆପଣଙ୍କୁ ବୁଲି ଚାହିଁବେ

ଏକ ସୁସ୍ଥ ଜୀବନ ବଂଚିବାକୁ ପ୍ରତୋକ ଲୋକେ ଚାହିଁଥାନ୍ତି I କିନ୍ତୁ ଆଜିକା ବ୍ୟସ୍ତବହୁଳ ଜୀବନ ରେ ଲୋକଙ୍କ ର ଏହି ସ୍ୱପ୍ନ ପୁରଣ ହେଇ ନ ଥାଏ I ପ୍ରତୋକ ଲୋକେ ଖାଲି ପେଟ ଜନିତ ସମସ୍ୟା ରେ ଓ ଡାଇବେଟିଜ ପରି ସମସ୍ୟା ରେ ପଡ଼ିଥାନ୍ତି I ଏଥିପାଇ ଓ ଏହି ରୋଗ ପାଁଇ ଡ଼ାଈ କେବଳ ଲୋକଙ୍କ ର ଆଜିକା ର ଜୀବନଶୈଳୀ ଅଟେ I

ପୂର୍ବ ରୁ ଲୋକେ ବାର୍ଦ୍ଧକ୍ୟ ସମୟ ରେ ଏହିପରି ରୋଗ ରେ ଶିକାର ହେଉଥିଲେ I କିନ୍ତୁ ଆଜିକା ସମୟ ରେ ଏପରି ରୋଗ କାମବୟସ ରେ ପିଲାଙ୍କୁ ବି ହେଇଥାଏ I କାରଣ ଆଜିକା ସମୟ ରେ ଲୋକେ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ଦେଇ ନ ଥାନ୍ତି I

କିଛି ଲୋକେ ସକାଳୁ ସକାଳୁ ବ୍ୟାୟାମ କରିବାକୁ ଯାଇଥାନ୍ତି I କିଛି ଲୋକେ ଯୋଗ ବି କରିଥାନ୍ତି କିନ୍ତୁ ଏତେ ସବୁ କରିକି ବି ଲୋକେ ଛୋଟ ମୋଟ ରୋଗ ରେ ପଡ଼ିଥାନ୍ତି I ତେବେ ଆପଣ ବି ଯଦି ଏପରି ରୋଗ ରେ ହଇରାଣ ହେଉଛନ୍ତି ତେବେ ଏହି ସାଧାରଣ ଉପାୟ କୁ ଆପଣାନ୍ତୁ I

କଳା ଲୁଣ ର ପାଣି ପିଇବା କୁ ହେଇଥାଏ ଉପକାର
ପାଚନ ଶକ୍ତି ବଢିଥାଏ – ଯେଉଁ ଲୋକେ ପେଟ ସମ୍ବନ୍ଧିତ ସମସ୍ୟା ରେ ପଡ଼ିଥାନ୍ତି ସେହି ଲୋକେ ଏହି କଳା ଲୁଣ ର ପାଣି ପିଇବା ଲାଭକାରୀ ହେଇଥାଏ I ଏହା ଦ୍ୱାରା ପଚନ୍କ୍ରିୟା ବଢିଥାଏ I

ବ୍ୟାକ୍ଟେରିଆ ଶେଷ ହେଇଯାଇଥାନ୍ତି – ଶରୀର ରେ ଥିବା ବ୍ୟାକ୍ଟେରିଆ ହେଉଛନ୍ତି ରୋଗ ର କାରକ I ତେଣୁ ଏହି କଳା ଲୁଣ ପାଣି ପିଇବା ଦ୍ୱାରା ବ୍ୟାକ୍ଟେରିଆ ମରିଯାଇଥାନ୍ତି ଯାହା ଦ୍ୱାରା କି ଶରୀର ସୁସ୍ଥ ରହିଥାଏ I

ତ୍ୱଚା ସମ୍ବନ୍ଧିତ ସମସ୍ୟା ରୁ ମୁକ୍ତି – ଅଧିକାଂଶ ସମୟ ରେ ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ଚର୍ମ ଜନିତ ସମସ୍ୟା ର ସମୁଖୀନ ହେଇଥାନ୍ତି ସେହି ଲୋକଙ୍କ ପାଁଇ ଏହି କଳା ଲୁଣ ର ପାଣି ବେଶ ଉପକାରୀ ହେଇଥାଏ I

ଆସିଥାଏ ଭଲ ନିଦ – କିଛି ଲୋକେ ଅନିଦ୍ରା ଜନିତ ସମସ୍ୟା ରେ ପଡ଼ିଥାନ୍ତି , ଏପରି ଲୋକେ ପ୍ରତୋକ ଦିନ ସକାଳୁ ଖାଲି ପେଟ ରେ ଏହି କଳାଲୁଣ ର ପାଣି ପିଇବା ବେଶ ଲାଭକାରୀ ହେଇଥାଏ I ଏହା ଦ୍ୱାରା ଶରୀର ର ଥକାପଣ ଦୂର ହେଇଥାଏ ଓ ନିଦ ଭଲ ଆସିଥାଏ I