ଖରାପ ଜାଗାରେ ହାତ ମାରିବାରୁ ଏହି ଅଭିନେତ୍ରୀ ମାନେ ନିଜର ହିରୋଙ୍କୁ ଚାପୁଡ଼ା ମରିସାରିଛନ୍ତି, ଦେଖନ୍ତୁ କିଏ ଏମାନେ …

ଆମେ ସର୍ବଦା ବଲିଉଡ ର ଅଭିନେତ୍ରୀ ଙ୍କ ସହ ଖରାପ ଆଚରଣ ସମ୍ପର୍କ ରେ ଶୁଣିଥାଉ I କିନ୍ତୁ ବହୁତ କମ ସମୟ ରେ ଏପରି ବି ହେଇଥାଏ କି ଯେଉଁ ସମୟରେ ଅଭିନେତ୍ରୀ ମାନେ ପ୍ରତିଉତ୍ତର ସଂଗେ ସଂଗେ ଦେଇଥାନ୍ତି I ତେବେ ଆଜି ସେହିପରି ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଆଲୋଚନା କରିବା ଯେଉଁମାନେ କି କୌଣସି ବି ଖରାପ ଆଚରଣ କୁ ସହ୍ୟ ନ କରି ଏହା ର ପ୍ରତିଉତ୍ତର ଦେଇଥାନ୍ତି I

ରାଧିକା ଆପ୍ତେ
ରାଧିକା ବଲିଉଡ ରେ ନିଜ ର ବୋଲଡ ସିନ ପାଁଇ ବେଶ ପରିଚିତ ହେଇପାରିଛନ୍ତି I ସେ ଏକ ଫିଲ୍ମ ର ସୁଟିଂ ସମୟ ରେ ନିଜ ହିରୋ ଙ୍କୁ ହିଁ ଥାପଡ଼ ଲଗାଇଥିଲେ I ଖବର ଅନୁସାରେ ସାଉଥ ର ଏହି ଅଭିନେତା ସୁଟିଂ ସମୟ ରେ ତାଙ୍କ ଗୋଡ଼ କୁ ଭୁଲ ଢଙ୍ଗି ରେ ସ୍ପର୍ଶ କରିବା ଆରମ୍ଭ କରିଥଲା I

ସ୍କ୍ରଲେଟ ବିଲସନ
ଆପଣ ବାହୁବଳୀ ରେ ଏକ ଗୀତ ରେ ସ୍କ୍ରଲେଟ ଙ୍କୁ ଦେଖିଥିବେ ସେ ଏକ ଫିଲ୍ମ ର ସୁଟିଂ ସମୟ ରେ ଜଣେ ବ୍ୟକ୍ତି ବାରମ୍ବାର ଖରାପ ହରକତ କରୁଥିଲା I ଅଧିକ ସମୟ ସହ୍ୟ କରିବା ପରେ ସେ ସେହି ବ୍ୟକ୍ତି ଙ୍କୁ ଏକ ଥାପଡ଼ ମାରିଥିଲେ I

ରବିନା ଟଣ୍ଡନ
ରବିନା ଟଣ୍ଡନ ଙ୍କୁ କିଏ ବା ନ ଜାଣିଚି I ବିଗତ ବର୍ଷ ହେଇଥିଲା ଫିଲ୍ମ ସମୟ ରେ ରବିନା ଟଣ୍ଡନ ନିଜ ଅଭିନେତା ଙ୍କୁ ଗୋଟେ ନୁହେ ତିନିଗୋଟି ଥାପଡ଼ ମାରିଥିଲେ କିନ୍ତୁ ପରେ ଏହା ଜଣାପଡିଥିଲା କି ଏହା ଏକ ସୁଟିଂ ର ଭାଗ ଥିଲା ଯାହା କୁ ତିନି ଥର ରେ ପୁରା କରାଯାଇଥିଲା I

ଗୀତିକା
ତେବେ ଗୀତିକା ବଲିଉଡ ରେ ଜଣେ ନୂଆ ଅଭିନେତ୍ରୀ ଅଟନ୍ତି I ଆପଣ ସମସ୍ତେ ଫିଲ୍ମ ୱାନ ବାଇ ଟୁ ଦେଖିଥିବେ I ଏହି ଫିଲ୍ମ ରେ ଗୀତିକା ସୁଭାଷ କପୁର ଙ୍କୁ ଥାପଡ଼ ମାରିଥିଲେ I