ଖୁଚୁରା ଟଙ୍କା ନେଇକି ଜଣେ ବ୍ୟକ୍ତି ପହଞ୍ଚି ଗଲା କାର କିଣିବା ପାଁଇ ,ତାହା ପରର ଘଟଣା ଶୁଣି ଆଶ୍ଚଯ୍ୟ ହେବେ !

ଏହି ଦୁନିଆ ବହୁତ ବଡ଼ ଅଟେ ଏବଂ ଏହି ଦୁନିଆ ରେ ରହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ଅଟେ I ଏବଂ ସବୁଠାରୁ ରୋଚକ ତଥ୍ୟ ହେଲା କି ଏଠାରେ ଅନେକ ପ୍ରକାର ର ଲୋକଙ୍କୁ ଦେଖିବାକୁ ମିଳିଥାଏ I

କିନ୍ତୁ କିଛି ଏହିପରି ଲୋକେ ମଧ୍ୟ ଥାନ୍ତି କି ସେମାନେ ସର୍ବଦା ଧନୀ ବ୍ୟକ୍ତି ଙ୍କ ପରି ଆରମ୍ଭ ଜୀବନଯାପନ କରିବା ର ସପ୍ନ ଦେଖିଥାନ୍ତି ଏବଂ ନିଜ ଦକ୍ଷତା ରେ ପୁରା କରିବାକୁ ଚେଷ୍ଟା ମଧ୍ୟ କରନ୍ତି I

କଏନ ଟଙ୍କା ଦେଇକି କାର କିଣିଲା –
ପ୍ରକୃତ ରେ ଏହି ଆଶ୍ଚଯ୍ୟ କର ଘଟଣା କିନ୍ତୁ ଘଟଣା ଟି ଘଟିଛି ପଡୋଶୀ ଦେଶ ଚୀନ ରେ , ସୂଚନା ମୁତାବକ ଜଣେ ହୋଲସେଲ ବ୍ୟପାରୀ ଙ୍କୁ କାର କିଣିବାର ଥିଲା ସେହି କାରଣ ରୁ ସେ କାର ସୋ ରୁମ ରୁ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରି କାର ଟି ବୁକିଂ କରିଥିଲେ I

କିନ୍ତୁ ଯେତେବେଳେ ସେ କାର ର ପେମେଂଟ ଓ ଡେ଼ଲିଭରି ପାଁଇ ପହଁଚିଲେ ତ ତାଙ୍କୁ ଦେଖିକି ସୋ ରୁମ ର ସମସ୍ତ କର୍ମଚାରୀ ଙ୍କ ର ହୋସ ଉଡ଼ିଗଲା କାରଣ ସେ ବ୍ୟକ୍ତି ଜଣଙ୍କ ସାଢେ ସାତ ଲକ୍ଷ ଟଙ୍କା ର ପେମେଂଟ କଏନ ରେ କରିବାକୁ ଥିଲା I

ଏହି ବ୍ୟକ୍ତି ଜଣଙ୍କ ଅନେକ ଗୁଡିଏ କଏନ ସହ ସୋ ରୁମ ରେ ପହଂଚି ଥିଲା ଏବଂ ଏହା ର ପରିମାଣ ଏତେ ଥିଲା କି ପୁରା ସୋ ରୁମ ହିଁ ଟଙ୍କା ରେ ଫୁଲ ହେଇଗଲା I

ଟଙ୍କା ଗଣି ଗଣି ଥକି ଗଲେ କର୍ମଚାରୀ ମାନେ –
ସୂଚନା ମୁତାବକ ସେ ସମୟରେ ସୋ ରୁମ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏହି ଟଙ୍କା ଗଣିବା କାର୍ଯ୍ୟ ରେ ଲାଗିପଡ଼ିଥିଲେ ଏବଂ ଗଣି ଗଣି ସମସ୍ତେ ଥକି ପଡ଼ିଥିଲେ I

ଏହି ରେଜା ପଇସା କୁ ଜାଣିବାକୁ ସମସ୍ତ କର୍ମରି ଙ୍କୁ 3-4 ଘଣ୍ଟା ସମୟ ଲାଗିଥିଲା I

କିନ୍ତୁ ସେ ସୋ ରୁମ ର ମ୍ୟାନେଜର ଉକ୍ତ ବ୍ୟକ୍ତି ଙ୍କୁ କହିଥିଲେ କି ବ୍ୟାଙ୍କ ମଧ୍ୟ ମାରେ ପେମେଂଟ କରିବାକୁ I

Share Your Comments Below