କିଏ କହୁଛି କି ପଇସା ଦେଇ ସୁନ୍ଦରତା କିଣି ହେବ ନାହିଁ, ଏହି ୫ଜଣ ବଡ ହସ୍ତୀଙ୍କୁ ଦେଖିଲା ପରେ ଆପଣଙ୍କୁ ବି ହୋଇଯିବ ବିଶ୍ଵାସ…

ସମୟ ଓ ଟଙ୍କା ଲୋକ ଙ୍କ ର ସୁନ୍ଦରତା କୁ ମଧ୍ୟ ବଦଳାଇ ଦେଇଥାଏ | ତେବେ ଆଜି ଆମେ କିଛି ଏପରି ମହାନ ଓ ଲୋକପ୍ରିୟ କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ | ଯେଉଁମାନେ ଟଙ୍କା ବଳ ରେ ନିଜ ର ସୁନ୍ଦରତା କୁ ପରିମାର୍ଜିତ କରିପାରିଛନ୍ତି |

ହ୍ୱିମେସ ରେସମିଆ
ବଲିଉଡ ଫିଲ୍ମ ର ଲୋକପ୍ରିୟ ସିଙ୍ଗର ହ୍ୱିମେସ ରେସମିଆ ବଲିଉଡ ର ଜଣେ ସଫଳ ମ୍ୟୁଜିକ ଡ଼ାଇରେକ୍ଟର ଅଟନ୍ତି ଓ ଜଣେ ଭଲ ସିଙ୍ଗର ମଧ୍ୟ ଅଟନ୍ତି | ସେ ଜଣେ ଅଭିନେତା ରୂପେ ମଧ୍ୟ ଫିଲ୍ମ ରେ ଅଭିନୟ କରିସାରିଛନ୍ତି ଏବଂ ଉପରେ ଆପଣ ତାଙ୍କ ର ଫୋଟୋ ରେ ଦେଖିପାରୁଥିବେ ଫରକ |

କପିଳ ଶର୍ମା
କପିଳ ଶର୍ମା ଜଣେ ଭାରତୀୟ ଷ୍ଟାଣ୍ଡଅପ କମେଡିଆନ ଅଟନ୍ତି | ବର୍ତମାନ ସେ 38 ବର୍ଷ ବୟସ ରେ କମେଡି ସର୍କସ ରେ ବେଶ ସଫଳ ହେଇପାରିଛନ୍ତି | ସେ ତାଙ୍କ ଜୀବନ ରେ ଅନେକ ସଂଘର୍ଷ କରିଛନ୍ତି ତେବେ ଏଠାରେ ଫୋଟୋ ରେ ତାଙ୍କ ର ପୂର୍ବ ଓ ବର୍ତମାନ ର ଲୁକ ରେ କେତେ ଫରକ ଦେଖିପାରୁଥିବେ |

ନେହା କକଡ
ବଲିଉଡ ଅଭିନେତ୍ରୀ ନେହା କକଙ୍କଡ ମଧ୍ୟ ଜଣେ ସୁପରହିଟ ସିଙ୍ଗର ଅଟନ୍ତି | ତେବେ ଆପଣ ଏଠାରେ ତାଙ୍କ ର ପୂର୍ବ ର ଓ ବର୍ତମାନ ର ଫୋଟୋ ଦେଖିପାରୁଥିବେ |

କାଜଲ
ବାଲୁଁଇଡ ର ଜଣେ ବେଶ ସୁପରିଚିତ ଅଭିନେତ୍ରୀ ରୂପେ ପରିଚିତ କାଜଲ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି | କ୍ୟାରିୟର ଆରମ୍ଭ ରୁ ସେ ଦେଖିବାକୁ ଏତେ ସୁନ୍ଦର ନ ଥିଲେ କିନ୍ତୁ ଧୀରେ ଧୀରେ ଆଜି ତାଙ୍କ ସୁନ୍ଦରତା ରେ ଅନେକ ପରିବର୍ତନ ଆସିଛି |

ମୋନି ରାୟ
ଟିଭି ଜଗତ ର ବେଶ ସୁପରିଚିତ ଅଭିନେତ୍ରୀ ମୋନି ରାୟ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି | ଆଜି 30 ବର୍ଷ ବୟସ ରେ ମୋନି ରାୟ ଙ୍କ ର ସୁନ୍ଦରତା ରେ ଅନେକ ପରିବର୍ତନ ଆସିଛି | 2007 ରେ ସେ ନିଜ କ୍ୟାରିୟର ର ଆରମ୍ଭ କରିଥିଲେ ସିରିଏଲ କଭୀ ସାସ ଭି ବୋହୁ ଥି ରେ ବେଶ ସୁନ୍ଦର ଅଭିନୟ କରିଥିଲେ | ସେ ବଲିଉଡ ର ଜଣେ ଟପ ଅଭିନେତ୍ରୀ ଅଟନ୍ତି |