କିନ୍ନରଙ୍କ ସହ ଥରେ ନିଶ୍ଚିନ୍ତ କରନ୍ତୁ ଏହି କାମ , ଖୁବ ଶୀଘ୍ର ହୋଇଯିବେ ଧନୀ

ତେବେ ଆମ ସମାଜ ରେ ସ୍ତ୍ରୀ ଓ ପୁରୁଷ ଙ୍କ ଛଡ଼ା ଅନ୍ୟ ଏକ ସମାଜ ବି ରହିଛି ଯାହା ହେଉଛି କିନ୍ନର ଙ୍କ ର ସମାଜ I ତେବେ ଲୋକେ କିନ୍ନର ଙ୍କୁ ସେହି ସ୍ଥାନ ଦେଇପାରନ୍ତି ନାହିଁ ଯାହା କି ସାଧାରଣ ଲୋକେ ପାଇଥାନ୍ତି I ତେବେ ଭାରତୀୟ ଶାସ୍ତ୍ର ରେ କିନ୍ନର ଙ୍କ ର ସମାଜ କୁ ଟିକେ ଅଧିକ ବିଶେଷ୍ୟତ୍ୱ ଦିଆ ଯାଇଛି I କିନ୍ନର ଙ୍କ ର ଅଭିଶାପ ଓ ଅଶରିବାଦ ଉଭୟ ପ୍ରତିଫଳିତ ହେଇଥାଏ I

ତେବେ କିନ୍ନର ଙ୍କ ର ଦୁନିଆ ସାଧାରଣ ଲୋକଙ୍କ ଅପେକ୍ଷା ସମ୍ପୂର୍ଣ ଭିର୍ଣ୍ଣ ଅଟେ I ତେବେ କିନ୍ନର ଙ୍କ ସମ୍ପର୍କ ରେ ସାଧାରଣ ଲୋକେ ଖୁବ କମ କଥା ହିଁ ଜାଣିଥାନ୍ତି I ତାଙ୍କ ର ରୀତି ନୀତି ପରମ୍ପରା ବି ସମ୍ପୂର୍ଣ ଭିର୍ନ ଅଟେ I

ତେବେ ଆଜିକା ସମୟ ରେ ଧନ କୁ କୌଣସି ଦୃଷ୍ଟି ରେ ବି ଅଣଦେଖା କରିହେବ ନାହିଁ I ତେବେ ଯଦି ଆପଣଙ୍କ ପାଖରେ ଧନ ର ଅଭାବ ନାହିଁ ତ ଆପଣ ଏହାର ଭରପୁର ଆନନ୍ଦ ଉଠାଇପାରିବେ I ଏହି ଧନ ପ୍ରାପ୍ତି ପାଁଇ ସେମାନେ ଖୁବ ପରିଶ୍ରମ ବି କରିଥାନ୍ତି I

ତେବେ ଅନେକ ଲୋକେ ଅନେକ ପରିଶ୍ରମ କରିବା ପରେ ବି ସଫଳତା ପାଇନଥାନ୍ତି I କିନ୍ତୁ ଅନ୍ୟ କିଛି ଲୋକେ ଅଛନ୍ତି ଅଳ୍ପ ପରିଶ୍ରମ ରେ ବି ଧନୀ ହେଇଥାନ୍ତି I

ତେବେ ଆଜି ଏପରି କିଛି କାମ କୁ ଧ୍ୟାନ ରେ ରଖନ୍ତୁ I

1.ଶାସ୍ତ୍ରରେ ଏପରି ମାନ୍ୟତା ରହିଛି କି କିନ୍ନର ଙ୍କୁ ଦାନ ଦେବା ଦ୍ୱାରା ଦରିଦ୍ରତା ଦୂର ହେଇଥାଏ I କାରଣ କିନ୍ନର ଙ୍କ ର ଅଶରିବାଦ ରେ ଲୋକଙ୍କ ର ମଙ୍ଗଳ ହେଇଥାଏ I

2.ଯଦି ବ୍ୟକ୍ତି ଙ୍କ ର କୁଣ୍ଡଳୀ ରେ ବୁଧ ଦୋଷ ରହିଥାଏ ତ କିନ୍ନର ଙ୍କୁ ଦାନ କରିବା ଉଚିତ I ଜତିଷଶାସ୍ତ୍ର ଅନୁସାରେ କିନ୍ନର ଙ୍କୁ ବୁଧ ଗ୍ରହ ଙ୍କ ର ପ୍ରତୀକ ବୋଲି ମାନିଥାନ୍ତି I

3.ତେଣୁ କୁଣ୍ଡଳୀରେ ବୁଧ ଦୋଷ କୁ ଦୂର କରିବାକୁ ହେଲେ କିନ୍ନର ଙ୍କୁ ଦାନ କରିବା ଉଚିତ I

4.କିନ୍ନର ଙ୍କ ର ଆଶରିବାଦ ବହୁତ ପ୍ରଭାବିତ ହେଇଥାଏ I ସେହିପରି ଅଭିଶାପ ବି ଶୀଘ୍ର ପ୍ରତିଫଳିତ ହେଇଥାଏ I

5.ତେବେ ଯଦି ଆପଣ ସର୍ବଦା ଏପରି ଆର୍ଥିକ ସମସ୍ୟା ରେ ବୁଡି ରହୁଛନ୍ତି ତେବେ ଆପଣ କିନ୍ନର ଙ୍କୁ ଦାନ କରିବା ସମୟ ରେ ଏକ ଟଙ୍କା ମାଗି ଆଣନ୍ତୁ I ଏବଂ ଏହା କୁ ନିଜ ଘର ର ଆଲମାରୀ ରେ ରଖନ୍ତୁ I