କିନ୍ନର ମାନଙ୍କୁ ଦାନ ଦେବା ସମୟରେ ଏହି ଉପାୟକୁ ଆପଣାନ୍ତୁ, ଚମକି ଉଠିବା ଆପଣଙ୍କ ଭାଗ୍ୟ

ପୁରୁଣା ସମୟରୁ ହିଁ କିନ୍ନର ଙ୍କୁ ଦାନ ଦେବା ବହୁତ ହିଁ ଶୁଭ ବୋଲି ଲୋକମନ୍ୟତା ରେ ରହିଛି I ତାଙ୍କ ର ପ୍ରତିଟି ଅଶରିବାଦ ଆପଣ ଙ୍କ ଜୀବନର ସମସ୍ତ ଦୁଃଖକୁ ସମପପ୍ତ କରିବାର ସାମର୍ଥ୍ୟ ରହିଥାଏ I ସେଥିପାଇ କେବେ ହେଲେ କିନ୍ନର ଙ୍କୁ ଖାଲି ହାତରେ ଫେରାଯାଇନଥାଏ I କିନ୍ତୁ ଏହି ଦାନ ର ସଠିକ ଦିଗ ଆପଣ ଙ୍କୁ ମାଲୂମ ନଥିବାରୁ ଦାନ ର ପ୍ରକୃତ ଫଳ ପାଇବାରୁ ଆପଣ ବଂଚିତ ହେଇଥାନ୍ତି I

1.ସର୍ବଦା ଧନ ର ଅଭାବ ଯଦି ଲାଗି ରହିଛି ତେବେ କିନ୍ନର ଙ୍କ ଠାରୁ ଗୋଟେ ପଇସା ନେଇକି ଆପଣ ନିଜ ପର୍ସ ରେ ରଖିଦିଅନ୍ତୁ I କିମ୍ବା ସେହିଁ ପଇସା କୁ ସବୁଜ ରଙ୍ଗ ର କପଡା ରେ ବାନ୍ଧିକି ଆପଣ ନିଜର ଆଲମାରୀ ରେ ରଖିପାରନ୍ତି I

2.ଶୁକ୍ରବାର ରେ କୌଣସି କିନ୍ନର ଙ୍କୁ ଦାନ ଦେଇ ତାଙ୍କ ର ଅଶରିବାଦ ନିଅନ୍ତୁ ଏହା ର ଆପଣ ଙ୍କ ଉପରେ ଅନେକ ପ୍ରଭାବ ରହିବ I

3.ଯଦି ଆପଣ ଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟ ଲାଗିରହିଛି ତ ଆପଣ ଚୁଡ଼ି , ସିନ୍ଦୁର ଓ କୁମକୁମ ଆଦି ଦାନ କରିପାରିବେ I

4.ଯଦି ଆପଣ ଚାହାନ୍ତି କି ଘରେ କେବେ ହେଲେ ଅର୍ଣ୍ଣ ର ଅଭାବ ନ ରହୁ ତ କିନ୍ନର ଙ୍କୁ ଚାଉଳ ଦାନ କରନ୍ତୁ I

Share Your Comments Below