ଭାରତୀୟ ଆଇନି ଅନୁସାରେ ଏହି ୫ଗୋଟି ପରିସ୍ଥିତିରେ କରାଯାଇଥିବା ହତ୍ୟା ପାଇଁ କୌଣସି ଦଣ୍ଡ ଦିଆ ଯାଏ ନାହିଁ; ଆପଣ ମଧ୍ୟ ଜାଣି ରଖନ୍ତୁ

ଏହା ତ ଆପଣ ଜାଣିଥିବେ କି କାହାରି ଜୀବନ ନେବା କିଛି ବଡ଼ କଥା ନୁହେଁ I ଏବଂ ଏହି ହତ୍ୟା ମାମଲା ର ଅପରାଧୀ ଙ୍କ ପାଁଇ ଦଣ୍ଡ ବିଧାନ ମଧ୍ୟ ରହିଛି I କିନ୍ତୁ ଭାରତୀୟ ଆଇନି ଅନୁସାରେ କିଛି ଏପରି ପରିସ୍ଥିତି ରହିଛି ଯେଉଁ ପରିସ୍ଥିତି ରେ ହେଇଥିବା ହତ୍ୟା କୁ ହତ୍ୟା କୁହାଯିବ ନାହିଁ I

ଭାରତୀୟ ଧାରା 103 ଓ 104 ଅନୁସାରେ ଯଦି ଜଣେ ବ୍ୟକ୍ତି ନିଜ ର ସୁରକ୍ଷ୍ୟା ପାଁଇ କାହାରି ହତ୍ୟା କରିଥାନ୍ତି ତେବେ ଏହା ପାଁଇ ସେ କୌଣସି ଦଣ୍ଡ ପାଇବେ ନାହିଁ I କାରଣ ସେହି ବ୍ୟକ୍ତି ଆତ୍ମ ରକ୍ଷ୍ୟା କରିବାକୁ ଯାଇ ଏହି ହତ୍ୟା କରିଛନ୍ତି I

ଏହା ହେଉଛି ସେହି 5 ଗୋଟି ପରିସ୍ଥିତି
ଯଦି ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ଙ୍କ ସହ କେଉଁଆଡେ ଯାଉଛନ୍ତି ଏବଂ ସେ ଜାଣିବାକୁ ପାଉଛନ୍ତି କି ତାଙ୍କ ସାଙ୍ଗ ରେ ଥିବା ବ୍ୟକ୍ତି ତାଙ୍କ ର ହତ୍ୟା କରିବାକୁ ଯାଉଛନ୍ତି I ତେବେ ଏପରି ସ୍ତିତି ରେ ଯଦି ସେ ତାଙ୍କ ର ହତ୍ୟା କରନ୍ତି ତେବେ ଏହା ହତ୍ୟା କୁହାଯିବ ନାହିଁ I

ଯଦି ଜଣେ କୌଣସି ମହିଳା କିମ୍ବା ଯୁବତୀ ଙ୍କୁ କେହି ବ୍ୟକ୍ତି ବଳାତ୍କାର କରିବାକୁ ଚେଷ୍ଟା କରୁଥାନ୍ତି ଏବଂ ସେଠାରେ ଯୁବତୀ ଯଦି ଉକ୍ତ ଯୁବକ ଙ୍କ ର ହତ୍ୟା କରୁଛନ୍ତି ତେବେ ଏହା ହତ୍ୟା ବୋଲି କୁହାଯିବ ନାହିଁ I

ଜଣେ ଯୁବତୀ ବଳାତ୍କାର ସମୟ ରେ ଜଣେ ଯୁବକ ଙ୍କୁ ଯଦି ମାଡ଼ ମାରୁଛନ୍ତି ଓ ଯୁବକ ମୃତ୍ୟୁ ବରଣ କରୁଛନ୍ତି ଏହା ମଧ୍ୟ ଆତ୍ମରକ୍ଷା ପାଁଇ କରିଥିବା ରୁ ଏହା ହତ୍ୟା ବୋଲି କୁହାଯିବ ନାହିଁ I

ଯଦି କାହାରି କିଡ୍ନାପ ହେଇଯାଉଛି ଏବଂ ସେ ନିଜ ର ଜୀବନ ବଞ୍ଚାଇବାକୁ ଆରୋପି ଙ୍କ ର ହତ୍ୟା କରନ୍ତି ତେବେ ମଧ୍ୟ ଏହା ହତ୍ୟା ବୋଲି କୁହାଯିବ ନାହିଁ I

ଭାରତୀୟ ଆଇନି ଅନୁସାରେ ଏହି ସବୁ ପରିସ୍ଥିତି ରେ ହେଇଥିବା ହତ୍ୟା କୁ ହତ୍ୟା ବୋଲି କୁହାଯିବ ନାହିଁ I

Share Your Comments Below