ଆଜିକାଲି ସୋସିଆଲ ମିଡ଼ିଆ ରେ ଅନେକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିଥାଏ I ତେବେ ଆଜିକାଲି ଏପରି ଅନେକ ଅପରାଧିକ ମାମଲା ବି ଦିନ କୁ ଦିନ ବଢିବା ରେ ଲାଗିଛି I ତେବେ ବିଗତ ଦିନ ରେ ଏହିପରି ଏକ ଘଟଣା ଘଟିଛି ଯାହା ଦେଖି ଆପଣ ବି ଆଶ୍ଚଯ୍ୟ ହେବେ I
ତେବେ ଏହି ଲଜ୍ୟାକର ଘଟଣା ଟି ଘଟିଛି ବିହାର ର ଗୋପାଳଗଞ୍ଜ ଅଂଚଳ ରେ I ଏଠାରେ ଏକ କୋଚିଂ ସେଣ୍ଟର ରେ ଜଣେ ଛାତ୍ରୀ ଙ୍କ ସହ ଶିକ୍ଷକ ଙ୍କ ର ସମ୍ବନ୍ଧ ଦେଖିବାକୁ ମିଳିଥିଲା I ଏବଂ ସଠିକ ସମୟ ରେ ହିଁ ଶିକ୍ଷକ ଙ୍କ ର ପତ୍ନୀ ପହଁଚିଯାଇଥିଲେ I ଏବଂ ସେହି ସ୍ଥାନ ରେ ହିଁ ସେ ନିଜ ସ୍ୱାମୀ ଙ୍କୁ ମାଡ଼ ମାରିଥିଲେ I ଏବଂ ମାଡ଼ ମାରି ମାରି ଥାନା କୁ ନେଇଥିଲେ I କିନ୍ତୁ ସେଠାରେ କାହାରି କୁ ଗିରଫ କରାଯାଇ ନ ଥିଲା I କେବଳ ବୁଝାସୁଝା କରାଯାଇଥିଲା I
ପତ୍ନୀ ଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ କୋଚିଂ ସେଣ୍ଟର ରେ ଏକ୍ସଟ୍ରା କ୍ଲାସ ନେବାକୁ ସକାଳୁ ଆସିଥାନ୍ତି I ଏବଂ ଦିନେ ଶିକ୍ଷକ ଏହି କୋଚିଂ କ୍ଲାସ ଆସି ନିଜ ଛାତ୍ରୀ ଙ୍କ ସହ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲେ ଏବଂ ଏହି ବିଷୟ ରେ କେହି ବ୍ୟକ୍ତି ଶିକ୍ଷକ ଙ୍କ ର ପତ୍ନୀ ଙ୍କୁ ଖବର କରିଦେଇଥିଲେ ଏବଂ ତାଙ୍କ ପତ୍ନୀ ଘଟଣା ସ୍ଥଳ ରେ ହିଁ ପହଂଚି ଯାଇଥିଲେ I ଏବଂ ଏପରି ଅସଂଯତ ଅବସ୍ଥା ରେ ତାଙ୍କ ସ୍ୱାମୀ ଙ୍କୁ ଦେଖି ମାଡ଼ ମାରିବା ଆରମ୍ଭ କରିଥିଲେ I