୧୨୦୦ କୋଟି ଟଙ୍କା ଦବାକୁ ରାଜି ଝିଅର ବାପା କିନ୍ତୁ କେହି ବାହା ହବାପାଇଁ ନୁହଁନ୍ତି ରାଜି, ଜାଣନ୍ତୁ ପୁରା ଘଟଣା

ବିବାହ ବନ୍ଧନ ଦୁନିଆରେ ବହୁତ ପବିତ୍ର ବନ୍ଧନ ବୋଲି ସବୁ ଜାଣନ୍ତି.କାରଣ ଏହି ବନ୍ଧନ ଦୁଇ ପରିବାର କୁ ମଧ୍ୟ ଯୋଡି ଥାଏ .ପ୍ରତ୍ୟକ ଲୋକ ନିଜ ଜୀବନରେ ଜଣେ ଭଲ ସାଥି ପାଇବା ପାଇଁ ଚାହାନ୍ତି.କିନ୍ତୁ ଆଜି କଲି ଏହି ବନ୍ଧନ କୁ କିଛି ଲୋକ ଅପବିତ୍ର କରୁଛନ୍ତି କାରଣ ସେମାନଙ୍କୁ ଯୌତୁକ ଦରକାର ଥାଏ.

କିନ୍ତୁ ଏବେ ସୋସିଆଲ ମିଡ଼ିଆ ରେ ଗୋଟେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି. ଭାଇରଲ ଭିଡ଼ିଓ ଅନୁସାରେ ହଙ୍ଗ କଙ୍ଗ ର ଜଣେ ଶିଲ୍ପପତି ଙ୍କୁ ତାଙ୍କ ଝିଅ ପାଇଁ କୌଣସି ପୁଅ ମିଳୁ ନାହିଁ . ଯେବେକି ତାଙ୍କ ଝିଅ ଦେଖିବା ପାଇଁ ବହୁତ ସୁନ୍ଦରୀ. ହଙ୍ଗକଙ୍ଗ ରେ ବହୁତ ଜାହାଜ ର ମାଲିକ ଆଉ ପ୍ରପଟି ଡେଭଲପର 77 ବର୍ଷୀୟ ସେସିଲ ଚୌ ଯେ ସୁଙ୍ଗ ତାଙ୍କ ଝିଅ କୁ ଯିଏ ବାହାହେବ ତାକୁ ସେ ୧୨00 କରୋଡ ଦେବେ ବୋଲି କହିଛନ୍ତି.

ସେସିଲ ଚୌ ଯେ ସୁଙ୍ଗ ଙ୍କ ଝିଅ ର ନାମ ଜିନି ଚୈ ଯିଏକି ବହୁତ ପୁଅଙ୍କୁ ରିଜେକ୍ଟ କରିଦେଇଥିଲେ .ଯେଉଁ କଥା ରେ ବାପା ରାଗିଯାଇ ତାଙ୍କୁ ପଚାରିଥିଲେ କି ତାଙ୍କୁ କେଉଁ ଭଳି ପୁଅ ପସନ୍ଦ ତେବେ ଏହି କଥାରେ ଝିଅ କହିଲେ କି ତାକୁ ପୁଅ ନୁହଁ ଝିଅ ପସନ୍ଦ କାରଣ ସେ ଜଣେ ସମଲିଙ୍ଗୀ ଅଟନ୍ତି .ଏହି କାରଣ ପାଇଁ ତାଙ୍କୁ କେହି ବାହା ହେବ ପାଇଁ ରାଜି ନାହାନ୍ତି.