୩ କୋଟି ଟଙ୍କାର ବଙ୍ଗଳା, ୨୦ ଲକ୍ଷ ଟଙ୍କାର ଗାଡି, ତଥାପି ରାସ୍ତା କଡରେ ଠେଲା ଲଗେଇ ବିକୁଛନ୍ତି ଆଳୁ ପରଟା, କାରଣ ଜାଣି ଆପଣବି ସ୍ତବ୍ଦ ରହିଯିବେ

କୁହାଯାଇଥାଏ ଧାର୍ଯ୍ୟ ର ସହ ପରିଶ୍ରମ କରନ୍ତୁ ସଫଳତା ନିଶ୍ଚିତ ଆପଣ ପାଇପାରିବେ I ଯାହା ଙ୍କ ର ସ୍ବପ୍ନ ଦେଖିବା ର ସଉକ ରହିଛି ତାଙ୍କୁ ଦିନ ଛୋଟ ଲାଗିଥାଏ I ଏକ ସ୍ବପ୍ନ ଭାଙ୍ଗିଯିବା ପରେ ଜଣେ ବ୍ୟକ୍ତି ଯେଉଁ ଦ୍ୱିତୀୟ ସ୍ବପ୍ନ ଟି କୁ ଦେଖିଥାଏ ଏହା କୁ ହିଁ ଜୀବନ କୁହାଯାଇଥାଏ I କୌଣସି ବି କାମ ଛୋଟ କି ବଡ଼ ହେଇ ନ ଥାଏ I ଆଜି ଆମେ ଏହିପରି ଜଣେ ମହିଳା ଙ୍କ ର ବିଷୟ କହିବା କୁ ଯାଉଛୁ ଯାହା ଙ୍କ ର ନାମ ଉର୍ବରସି ଯାଦବ ଅଟେ I ଉର୍ବରସି ଯାଦବ ଙ୍କ ର ନିଜ ର ତିନି କୋଟି ର ବଙ୍ଗ୍ଲୋ ଓ ଦୁଇଟି XUB ଗାଡି ରହିଛି I କିନ୍ତୁ ଏତେ ସବୁ ଥାଇ ମଧ୍ୟ ସେ ରାସ୍ତା କଡ଼ ରେ ଠେଲା ଗାଡି ରେ ଛଲେ କୁଲଚେ ବିକ୍ରୟ କରିଥାନ୍ତି I

ଉର୍ବରସି ଯାଦବ ଗୁରୁଃଗ୍ରାମ ରେ ରୁହନ୍ତି , କିଛି ସମୟ ପୂର୍ବ ରୁ ତାଙ୍କ ପତି ଙ୍କର ଏକ ସଡକ ଦୁର୍ଘଟଣା ରେ ଆଘାତ ପାଇଥିଲେ Iତେବେ ପତି ଙ୍କ ର ଏହି ଗଭୀର ଆଘାତ କୁ ଭଲ କରିବା ଓ ପରିବାର ଚଳାଇବା ର ଦାଇତ୍ୱ ନେଇ ମହିଳା କିଛି ବ୍ୟବସାୟ ଆରମ୍ଭ କରିଛନ୍ତି I

ଉର୍ବରସି ଯାଦବ ପ୍ରଥମେ ଏକ ସ୍କୁଲ ରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ I ସ୍କୁଲ ରୁ ଅଧିକ ରୋଜଗାର ହେଇ ନ ଥିଲା I ତେଣୁ ସେ ରାସ୍ତା କଡ଼ ରେ ଛଲେ କୁଳଚେ ବିକ୍ରୟ କରିବା କୁ ଯୋଜନା କରିଥିଲେ I ସେ ନିଜ ର ସଉକ କୁ ନିଜ ର ପ୍ରଫେସନ କରିଥିଲେ I ଉର୍ବରସି ଯାଦବ ଙ୍କ ର ଆର୍ଥିକ ସ୍ତିତି ଖରାପ ନ ଥିଲେ ମଧ୍ୟ ଆଗାମୀ ଭବିଷ୍ୟତ କୁ ଧ୍ୟାନ ରେ ରଖି ସେ ଏହି କାମ କରିବା ଆରମ୍ଭ କରିଥିଲେ I

ଅତ୍ୟଧିକ ଗରମ ଓ ବର୍ଷା ରେ ମଧ୍ୟ ସେ ଇମାନଦାରି ରେ ନିଜ ର କାର୍ଯ୍ୟ କରିଥାନ୍ତି I ଏବଂ ତାଙ୍କ ର ହାତ ତିଆରି ଖାଦ୍ୟ ର ସ୍ୱାଦ ବେଶ ଚର୍ଚା ରେ ମଧ୍ୟ ରହିଥାଏ I ଆଜିକା ସମୟ ରେ ଉର୍ବରସି ଯାଦବ ପ୍ରତୋକ ଦିନ 2500 ରୁ 3000 ଟଙ୍କା ରୋଜଗାର କରୁଛନ୍ତି I ଏବଂ ସେଠାକାର ଲୋକେ ମଧ୍ୟ ତାଙ୍କ ର ହାତ ତିଆରି ଛଲେ ଖାଇବା କୁ ଆସୁଛନ୍ତି I

ଦେଖିବା କୁ ଗଲେ ଉର୍ବରସି ଯାଦବ ଙ୍କ ପାଁଇ ଏହି କାମ କରିବା ଏକ ଚିନ୍ତାଜନକ ଥିଲା କାରଣ ତାଙ୍କ ପରିବାର ଲୋକେ ତାଙ୍କ ର ଏହି ନିଷ୍ପତି ରେ ଖୁସି ନ ଥିଲେ I କିନ୍ତୁ ଆଜିକା ସମୟ ରେ ଉର୍ବରସି ଯାଦବ ଏହି ଠେଲା ରୁ ବେଶ ଭଲ ରୋଜଗାର କରିପାରୁଛନ୍ତି I ଆଗାମୀ ସମୟ ରେ ସେ ଏହି ବ୍ୟବସାୟ କୁ ନେଇ ଏକ ରେସ୍ତୋରେଣ୍ଟ ଖୋଲିବା ର ଯୋଜନା ରହିଛି I