କ୍ରିକେଟର ମନୀଷ ପାଣ୍ଡେ ଙ୍କର ଆଜି ବିବାହ, ଏହି ସୁନ୍ଦରୀ ଯୁବତୀଙ୍କ ସହ କରୁଛନ୍ତି ବିବାହ,ତାଙ୍କ ସୁନ୍ଦରତା ଆଗରେ ହିରୋଇନ ବି ମାରିବେ ଫେଲ

ଟିମ ଇଣ୍ଡିଆ ର ଡାହାଣ ହାତ ର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଆଜି ମୁମ୍ବାଇ ରେ ବିବାହ କରୁଛନ୍ତି I ସେ ସାଉଥ ଫିଲ୍ମ ର ଅଭିନେତ୍ରୀ ଆଶ୍ରିତା ସେଠୀ ଙ୍କ ସହ ବିବାହ କରିବା କୁ ଯାଉଛନ୍ତି I

MANISH PANDEY WEDDING – ଭାରତ ର ଡାହାଣ ହାତ ର ଖେଳାଳି ମନୀଷ ପାଣ୍ଡେ ସୋମବାର ଦିନ ଅର୍ଥାତ ଆଜି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି I ଦୀର୍ଘ ଦିନ ରୁ ମନୀଷ ଓ ଆଶ୍ରିତା ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ଏବଂ ବର୍ତମାନ ସେ ବିବାହ କରି ନିଜ ର ଖୁସି କୁ ଦ୍ୱିଗୁଣିତ କରିଛନ୍ତି I ମନୀଷ ଙ୍କୁ ଏହା ମଧ୍ୟ ପଚରାଯାଇଛି କି ବିବାହ ପରେ ତାଙ୍କ ଜୀବନ ର ପ୍ରଥମ ଲକ୍ଷ କଣ ରହିବ I ପ୍ରତିକ୍ରିୟା ରେ ସେ ଟିକେ ହସିଦେଇଥିଲେ I ଅନ୍ୟପଟେ ମନୀଷ ପାଣ୍ଡେ ଙ୍କୁ ୱେଷ୍ଟଇଣ୍ଡିଜ ସିରିଜ ରେ ସାମିଲ କରାଯାଇଛି I

ଆଜି ମୁମ୍ବାଇ ରେ ହେବ ବିବାହ
ୱେଷ୍ଟଇଣ୍ଡିଜ ବିପକ୍ଷ ରେ ହେବାକୁ ଥିବା ସିରିଜ 6 ଡିସେମ୍ବର ରେ ଆରମ୍ଭ ହେବ I ଏବଂ ଆଜି ବିବାହ କରିବା ପରେ ମନୀଷ ପ୍ରଥମେ କ୍ରିକେଟ ,ମ୍ୟାଚ ରେ କିପରି ବିଜୟ ହାସିଲ କରିବେ ତାହା କୁ ଧ୍ୟାନ ଦେବେ I ଆଜି 2 ଡିସେମ୍ବର ରେ ମନୀଷ ବିବାହ କରିବା କୁ ଯାଉଛନ୍ତି I ଏବଂ ଏଥିରେ ତାଙ୍କ ର ନିକଟ ସମ୍ପର୍କୀୟ ଙ୍କ ସହ ଭାରତୀୟ ଟିମ ର କିଛି ବରିଷ୍ଠ ଖେଳାଳି ମଧ୍ୟ ସାମିଲ ହେବେ I

କିଏ ଏହି ଆଶ୍ରିତା ସେଠୀ
ମନୀଷ ପାଣ୍ଡେ ଙ୍କ ର ଫ୍ୟାନ୍ସ ଏହି ଆଶା ରେ ଅଛନ୍ତି କି ସେ ଯାହା ଙ୍କୁ ବିବାହ କରିବା କୁ ଯାଉଛନ୍ତି ସେ କିଏ I ମିଳିଥିବା ସୂଚନା ଅନୁସାରେ ମନୀଷ ପାଣ୍ଡେ ଯାହା ଙ୍କୁ ବିବାହ କରିବା କୁ ଯାଉଛନ୍ତି ସେ ସାଉଥ ଫିଲ୍ମ ର ଆଶ୍ରିତା ଅଟନ୍ତି I 2010 ର ସୁନ୍ଦରୀ ପ୍ରତିଯୋଗିତା ରେ ମଧ୍ୟ ଆଶ୍ରିତା ଯୋଗ ଦେଇଥିଲେ I ତାଙ୍କ ପ୍ରଥମ ଫିଲ୍ମ TELIKEDA BOLLI ଥିଲା ଯାହା କି 2012 ରେ ରିଲିଜ ହେଇଥିଲା I

ଏହା ହେଉଛି ଆଶ୍ରିତା ଙ୍କ ର ଚର୍ଚିତ ଫିଲ୍ମ
2012 ରେ ଆଶ୍ରିତା ଫିଲ୍ମ ରେ ଡେବ୍ୟୁ କରିବା ଆରମ୍ଭ କରିଥିଲେ I ଏବଂ ସେ ଇଣ୍ଡଷ୍ଟ୍ରି ରେ ସୁପରଷ୍ଟାର ସିଦ୍ଧାର୍ଥ ଙ୍କ ସହ କାମ କରିଥିଲେ I ଏବଂ ତାଙ୍କ ପ୍ରଥମ ଫିଲ୍ମ UDHAYAM NH 4 ଯାହା କି ଏକ ତାମିଲି ରୋମାଣ୍ଟିକ ଫିଲ୍ମ ଥିଲା I

ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି
ସାଉଥ ଫିଲ୍ମ ର ଏହି ସୁନ୍ଦରୀ ଅଭିନେତ୍ରୀ ଆଶ୍ରିତା ଅନେକ ବଡ଼ ବଡ଼ ଫିଲ୍ମ ରେ କାମ କରିଛନ୍ତି ତାଙ୍କ ର 2014 ର ଫିଲ୍ମ ORU KANNIYUM MOONU KALAVAANIKALUM ଯାହା କି 2017 ରେ ଇନ୍ଦ୍ରଜିତ ଫିଲ୍ମ ରେ କାମ କରିଥିଲେ I ଆଶ୍ରିତା 2018 ରେ ଆସିଥିବା ଫିଲ୍ମ NAAN THAAN SIVA ଫିଲ୍ମ ରେ କାମ କରିଥିଲେ I

Share Your Comments Below