କୄଜରେ କିଛି ଏପରି ପୋଜ ଦେଉଥିଲେ ଅଭିନେତ୍ରୀ, ସେହି ସମୟରେ ଦେଲା ଜୋର ପବନ ଆଉ ଉଡ଼ିଗଲା ଡ୍ରେସ, ଦେଖନ୍ତୁ

ବଲିଉଡ ରେ ଅନେକ କଳାକାର କାମ କରନ୍ତି କିନ୍ତୁ ତାଙ୍କ ର ବ୍ୟକ୍ତିଗତ ଜୀବନ ବୋଲି କିଛି ନ ଥାଏ କାରଣ କାମ ନ କରୁଥିବା ସମୟ ରେ ମଧ୍ୟ ମିଡ଼ିଆ ଙ୍କ ର ନଜର ତାଙ୍କ ଉପରେ ରହିଥାଏ I ଆଜି ଆମେ ଆଲୋଚନା କରୁଛେ 40 ବୟସ ରୁ ଅଧିକ ବୟସ ରେ ମଧ୍ୟ ନିଜ କୁ ଫିଟ ରଖିଥିବା ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ବିଷୟ ରେ I ସେ ବିଗତ ଦିନ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥରେ ସେ ଖୁବ ହଟ ଦେଖାଯାଉଛନ୍ତି I

କୄଜ ରେ ଏପରି ପୋଜ ଦେଉଥିଲେ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ବର୍ତମାନ ନିଜ ପରିବାର ସହ ବୁଲିବାକୁ ଯାଉଛନ୍ତି I କାମ ର ବ୍ୟସ୍ତତା ରୁ ଫ୍ରି ହେଇ ସେ ନିଜ ପତି ଓ ପୁଅ ସହ ବେଶ ଖୁସି ରେ ୟୁରୋପ ଟୁର ରେ ଯାଉଛନ୍ତି I ତେବେ ଶିଳ୍ପା ସେଠୀ ନିଜ ର ଇନ୍ଷ୍ଟଗ୍ରାମ ରେ କିଛି ଫୋଟୋ ଓ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ନିଜ ଫିଟ୍ନେସ କୁ ନେଇ ଚର୍ଚା ରେ ରହିଛନ୍ତି I ସେ ନିଜ ର ବ୍ୟାୟାମ ରେ କୌଣସି କମି ରଖନ୍ତି ନାହିଁ I ଏବଂ ଏହି ଭିଡିଓ ରେ ଆପଣ ଦେଖିପାରୁଥିବେ ତାଙ୍କ ର ଫିନେସ କିପରି ରହିଛି I

ଦେଖନ୍ତୁ ଭିଡିଓ


ଭିଡିଓ ଅନୁସାରେ କୄଜ ରେ ଶିଳ୍ପା ସେଠୀ ଏହି ସୁନ୍ଦର ପବନ ର ମଜା ନେଉଛନ୍ତି ଏବଂ ଏହି ସମୟ ରେ ତାଙ୍କ ଡ୍ରେସ ଉଡିଯାଉଛି I ଡ୍ରେସ ସମ୍ଭାଳିବା ଆରମ୍ଭ କରିବା ସମୟ ରେ ତାଙ୍କ ର ଏକ ଭିଡିଓ ବନଯାଇଥିଲା I ଏହି ଭିଡିଓ ର କ୍ୟାପ୍ସନ ରେ ଶିଳ୍ପା ସେଠୀ ଲେଖିଥିଲେ ଏହା ମୋର ମଲୀନ ମୁଁର ମୁମେଣ୍ଟ ଅଟେ I

ଏହି ଫିଲ୍ମ ରେ ଦେଖିବାକୁ ମିଳିଛନ୍ତି
ବିଗତ ଦିନ ରେ ଶିଳ୍ପା ସେଠୀ ଏକ ରିୟାଲିଟି ସୋ ରେ ସୁପର ଡ୍ୟାନ୍ସର ଚାପଟଏର 3 ର ସୁଟିଂ ଶେଷ କରିଛନ୍ତି I ଏହା ପରେ ସେ ନିଜ ପରିବାର ସହ ଏକ ଲଙ୍ଗ ଟ୍ରିପ ରେ ବାହାରିଛନ୍ତି I ପତି ରାଜ ଙ୍କ ସହ କୄଜ ରେ ଯିବା ସମୟ ରେ ସେ ଏହି ଭିଡିଓ କରିଥିଲେ I ତାଙ୍କ ଫିଲ୍ମ କ୍ୟାରିୟର କଥା ଦେଖିବା ଯଦି ସେ 1993 ରେ ଫିଲ୍ମ ବାଜିଗର ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ I ଏହା ପରେ ଫିଲ୍ମ ତୁ ଖିଲାଡୀ ମେ ଅନାଡୀ , ଇଣ୍ଡିଆନ , ଜାନଵର , ଧଡକନ , ରିସ୍ତତେ , ଆଗ , ଲାଲ ବାଦଶାହ , ଗର୍ବ , ପରଦେଶୀ ବାବୁ , ହତିଆର , ଇନ୍ସାଫ , ଶୂଳ ପରି ଅନେକ ଫିଲ୍ମ ରେ କାମ କରିଛନ୍ତି I