ଭାରତ ର କୋଟି କୋଟି ଲୋକେ ଚିକେନ ଖାଇଥାନ୍ତି , ଚିକେନ ସହ ଏହା ର କଲିଜା ବି ଖାଇଥାନ୍ତି I
ଚିକେନ ଖାଇବା ଦ୍ୱାରା ଶରୀର ର ଅନେକ ଉପକାର ହେଇଥାଏ ଏବଂ ଶରୀର କୁ ଏହା ର ଫାଇଦା ବି ମିଳିଥାଏ I ତେବେ ଆଜି ଆମେ ଏହି ସମ୍ପର୍କ ରେ ହିଁ ଆଲୋଚନା କରିବାକୁ ଯାଉଛୁ I
ଏହି କୁକୁଡ଼ା କଲିଜା ରେ ଭିଟାମିନ, କ୍ୟାଲ୍ସିଯଉମ , ଫାଇବର , ଆଇରନ ଛଡା ଅନେକ ପୁଷ୍ଟିକର ଭିଟାମିନ ମାନ ରହିଥାଏ , ଯାହା କି ଆମ ଶରୀର ପାଁଇ ବିଶେଷ ଭାବରେ ଉପକାର ହେଇଥାଏ I
ଭିଟାମିନ କାରଣ ରୁ ଆମର ଦୃଷ୍ଟି ଶକ୍ତି ବି ବଢିଥାଏ ଏବଂ ଏଥିରେ ଥିବା କ୍ୟାଲସିୟୁମ ହାଡ଼ କୁ ବି ମଜବୁତ ରଖିଥାଏ I
ତେବେ ଆପଣ ବି ଯଦି ଏହି କୁକୁଡ଼ା ମାଂସ କୁ ଖାଉଛନ୍ତି ତେବେ ଜାଣିରଖନ୍ତୁ କି ଏଥିରେ ଭିଟାମିନ ଏ ଓ ବି ରହିଥାଏ ଯାହା କି ବିଶେଷ ଭାବରେ ଆମ ର ଉପକାର ହେଇଥାଏ I ଯଦି ଆପଣ ବି ନିଜ ର ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଏହି କୁକୁଡ଼ା କଲିଜା ଖାଇବାକୁ ଭୁଲନ୍ତୁ ନାହିଁ I