କୁଆଁରି ବୋହୁ ସିରିଏଲର ଅଭିନେତ୍ରୀ Barshaଙ୍କର ହେଲା ମେହେନ୍ଦୀ ରସମ, ସାମ୍ନାକୁ ଆସିଲା ଏମିତି ଫୋଟୋ

ହେଲୋ ଫ୍ରେଣ୍ଡ୍ସ ତାହେଲେ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି କୁଆଁରୀ ବୋହୁ ସିରିଏଲ ର ବର୍ଷା ତାହେଲେ ବର୍ତ୍ତମାନ ସମୟରେ ତାଙ୍କର ମେହେନ୍ଦି ରସମ ଟି ସାରି ଯାଇଛି ଆଉ ଆଗାମୀ ଦିନ ମାନଙ୍କରେ ତାଙ୍କର ବିବାହ ହେବ ତ ଫ୍ରେଣ୍ଡ୍ସ ସେ କେଉଁଠି ବାହା ହେବେ କାହାକୁ ବାହା ହେବେ ଆସନ୍ତୁ ଜାଣିବା |

ତାହେଲେ ଆପଣମାନେ କୁଆଁରୀ ବୋହୁ ସିରିଏଲ ତ ବର୍ତ୍ତମାନ ସମୟରେ ଦେଖିପାରୁଥିବେ ଓ ଏଇ ସିରିଏଲ ରେ ବର୍ଷା ଙ୍କର ଜବରଦସ୍ତ ଆକ୍ଟିଙ୍ଗ ଆପଣ ଦେଖିଥିବେ ତାହେଲେ ଆଗାମୀ ଦିନ ମାନଙ୍କରେ ବର୍ଷା ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି |

ବର୍ତ୍ତମାନ ସମୟରେ ତାଙ୍କର ମେହେନ୍ଦି ରସମ ଟି ସରି ଯାଇଛି ଓ ଏଇ ଖବର ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି ଆଉ ନିଜ ମେହେନ୍ଦି ରସମ ରେ ବର୍ଷା ବହୁତ ଅଧିକ ଖୁସି ଥିବାର ଦେଖା ଦେଇଛନ୍ତି କିନ୍ତୁ ଫ୍ରେଣ୍ଡ୍ସ ପ୍ରକୃତ ଘଟଣା ଟି ହେଉଛି ସେ ସିରିଏଲ ରେ ମାନେ ରିଲ ଲାଇଫ ରେ ତାଙ୍କର ମେହେନ୍ଦି ରସମ ଟି ହେଇଛି |

ଆଉ ସେଥିରେ ତାଙ୍କ ପରିବାର ଲୋକ ବହୁତ ଅଧିକ ଖୁସି ଥିବାର ଦେଖା ଦେଇଛନ୍ତି | କିନ୍ତୁ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଗୋଟେ ଖବର ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି କି ବର୍ଷା ନିଜ ରିଅଲ ଲାଇଫ ରେ ମଧ୍ୟ ମେହେନ୍ଦି ରସମ କରି ନେଇଛନ୍ତି ଓ ଆଗାମୀ ଦିନ ମାନଙ୍କରେ ତାଙ୍କର ବିବାହ ହେବାକୁ ଯାଉଛି |

କିନ୍ତୁ ଫ୍ରେଣ୍ଡ୍ସ ପ୍ରକୃତ ଖବର ହେଉଛି ବର୍ଷା ଙ୍କର ଏପର୍ଯ୍ୟନ୍ତ ବାହାଘର ଠିକ ହୋଇଛି କିମ୍ବା ତାଙ୍କର କୌଣସି ପ୍ରକାର ରସମ ହୋଇନାହିଁ ତେହେଲେ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବର୍ଷା ସେ ଫୁଣି ରିଲ ଲାଇଫ ରେ ତାହେଲେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ବର୍ଷା ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |