କ୍ୟାମେରା ରେ ରେକର୍ଡ ହୋଇନଥିଲେ କେହି ବିଶ୍ୱାସ କରିନଥାନ୍ତେ, ଏହି ଭିଡ଼ିଓ ଦେଖିବା ପରେ ଆପଣ ବି କହିବେ ହଁ ସତରେ ଭୁତ ଅଛନ୍ତି

ଯଦି ଆପଣ ମଣୁଛନ୍ତି କି ଭୁତ ଅଛି ତେବେ ଆପଣ ଏକାକୀ ନାହାନ୍ତି I ସାରା ଦୁନିଆ ରେ ଅନେକ ସଂସ୍କୃତି ର ଲୋକେ ଭୁତ ପ୍ରେତ କୁ ବିଶ୍ୱାସ କରିଥାନ୍ତି , ତେବେ କଣ ସତ ରେ ଭୁତ ପ୍ରେତ ଅଛନ୍ତି I ସାରା ଦୁନିଆ ରେ ଭୁତ ପ୍ରେତ କୁ ନେଇ ଅନେକ ସିଦ୍ଧାନ୍ତ ରହିଛି I ଲୋକେ ମଧ୍ୟ ଅନେକ ଥର ଭୁତ ଙ୍କ ର ସମୁଖୀନ ହେଇଛନ୍ତି I କିନ୍ତୁ ବିଜ୍ଞାନ ଆଜି ମଧ୍ୟ ଭୁତ ଙ୍କୁ ନେଇ ସଠିକ ଉତ୍ତର ଦେଇପାରି ନାହିଁ I

ଟ୍ରାଡିସନାଲ ଦୃଷ୍ଟିକୋଣ ରୁ ଲୋକେ କର୍ମ ଅନୁସାରେ ମୃତ୍ୟୁ ପରେ ଫଳ ପ୍ରାପ୍ତି କରିଥାନ୍ତି , ଭୁତ , ପ୍ରେତ ଓ ପିଶାଚ , କୁଷ୍ମାଣ୍ଡା , ବ୍ରହ୍ମରାକ୍ଷସ , ବେତାଳ ଓ କ୍ଷେତ୍ରପାଳ ଆଦି ର ବିଭାଜନ ରହିଛି I ଆତ୍ମା ଏହା ଜାଣି ନ ଥାଏ କି ତା ଶରୀର ମରି ସାରିଛି I ଆମ ମୃତ୍ୟୁ ପରେ ଆମ ଶରୀର ଅନ୍ୟ ଏକ ସ୍ଥାନ କୁ ଯାଇଥାଏ ଏବଂ ଆମେ କୌଣସି ଅଦୃଶ୍ୟ ଶକ୍ତି ର ଆଭାସ ପାଇଥାଉ I ଏବଂ ତାଙ୍କୁ ଭୁତ କିମ୍ୱା ଚୁଡେଲ କୁହାଯାଇଥାଏ I

ତେବେ ଆପଣ ମଧ୍ୟ କେବେ ଏପରି ଅନୁଭବ କରିଥିବେ I କିନ୍ତୁ ଦୁନିଆ ରେ ଏହି ଭୁତ ଙ୍କୁ ଆଜି ମଧ୍ୟ ଲୋକେ ରହସ୍ୟ ଘେର ରେ ରହିଛନ୍ତି I ଏବଂ ଏହି ବିଷୟ ରେ ଯିଏ ଅଧିକ ଗବେଷଣା କରିଛି ସେ ପାଗଳ ମଧ୍ୟ ହେଇଯାଇଛି I ଆଜି ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡିଓ ଆସିଛି ଯାହା ଆପଣ ଦେଖିଲେ ଆଶ୍ଚଯ୍ୟ ହେଇଯିବେ I ଯୁବତୀ ମୁହଁ ଧୋଇବା ସମୟ ରେ କିଛି ଏପରି ଘଟୁଛି ଯାହା ଦେଖି ଯୁବତୀ ଡରି ଯାଉଛନ୍ତି I

ତେବେ ଚାଲନ୍ତୁ ଦେଖିବେ ଏହି ଭିଡିଓ I