କ୍ୟାମେରା ସାମ୍ନାକୁ Barshaଙ୍କୁ ଡାକିଲେ ଅନୁଭବ, ତାପରେ ହେଲା ଏମିତି କିଛି, ସାମ୍ନାକୁ ଆସିଲା Barshaଙ୍କର ସବୁ ସତ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ପୁଣିଥରେ ସାମ୍ନାକୁ ଆସିଛି ବର୍ଷା ଓ ଅନୁଭବଙ୍କ ବିବାଦ, କ୍ୟାମେରା ସାମ୍ନାକୁ ବର୍ଷାଙ୍କୁ ଡାକିଛନ୍ତି ଅନୁଭବ ଆଉ କହିଛନ୍ତି କେତୋଟି ପରିଚୟ ପତ୍ର ନେଇ ବଞ୍ଚିବେ ବର୍ଷା ଆଉ ସେ କଣ ପାଇଁ ନକଲି ପ୍ରମାଣପତ୍ର ଦେଇଛନ୍ତି ଏହାକୁ ନେଇ ଅନୁଭବ ପ୍ରଶ୍ନ ଉଠାଇଛନ୍ତି ବର୍ଷାଙ୍କୁ ଏବଂ ତାଙ୍କୁ କ୍ୟାମେରା ସାମ୍ନାକୁ ଆସିବା ପାଇଁ ଆହ୍ବାନ ମଧ୍ୟ କରିଛନ୍ତି।

ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଓଲିଉଡର ଜବରଦସ୍ତ ଯୋଡି ଅନୁଭବ ଏବଂ ବର୍ଷା ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଥିଲେ ତେବେ ଏହା ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିଲା ଆଉ ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲେ |


ଆଉ ବର୍ତ୍ତମାନ ସମୟରେ କେସ୍ ହାଇକୋର୍ଟରେ ରହିଛି। ତେବେ ଦର୍ଶକ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ବିଭିନ୍ନ ଜାଗାରେ ଫଲ୍ସ ଡକୋମେଣ୍ଟ ଦେଇଛନ୍ତି ଏହିଭଳି ଅଭିଯୋଗ ଆଣଛନ୍ତି ଅନୁଭବ ମହାନ୍ତି। ତେବେ ଦର୍ଶକ ବନ୍ଧୁ ବିଭିନ୍ନ ସ୍ଥାନରେ ପ୍ସାଉସ କାର୍ଡର ଅନୈତିକ ବ୍ୟବହାର କରୁଛନ୍ତି ବର୍ଷା ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନୁଭବ ମହାନ୍ତି।

ତେବେ ଦର୍ଶକ ବନ୍ଧୁ ବର୍ଷା ପାସପୋର୍ଟ ଓ ପାନକାର୍ଡ ଭଳି ସରକାରୀ ଦସ୍ତାବିଜ ହାସଲ କରିବା ପାଇଁ ପ୍ସାଉସ କାର୍ଡର ଅନୈତିକ ସାହାଯ୍ୟ ନେଇଛନ୍ତି ଆଉ ଏସବୁ ହାସଲ କରିବା ପାଇଁ ଜାଲ୍ ଓ ଭୁଲ୍ ସାର୍ଟିଫିକେଟ ଦେଇଛନ୍ତି। ତାହେଲେ ବର୍ଷାଙ୍କୁ ଦିଆଯାଇଥିବା ଅଧିକାର ପ୍ସାଉସ ପରିଚୟ ପତ୍ର ତୁରନ୍ତ ହଟେଇ ନେବା ପାଇଁ ଅନୁଭବ ମହାନ୍ତି ସରକାରଙ୍କୁ ଚିଠି ଲେଖିଛନ୍ତି।

ତେବେ ଅନୁଭବ ଚିଠି ଲେଖିବା ପରେ ବା କମ୍ଲେନ୍ କରିବା ପରେ ଲୋକସଭାର ସଚିବାଳୟ ବର୍ଷାଙ୍କ ପ୍ସାଉସ କାର୍ଡ ବା ପତ୍ନୀ ପରିଚୟ ପତ୍ରକୁ ବାତିଲ କରିଦେଇଛନ୍ତି ଆଉ ଏହା ସହିତ ତୁରନ୍ତ ଏହି ପରିଚୟ ପତ୍ରକୁ ଫେରାଇ ଦେବା ପାଇଁ ବର୍ଷାଙ୍କୁ କହିଛନ୍ତି ତାହେଲେ ଏହି ମାମଲାର ଅନୁସନ୍ଧାନ ଏବେ ଚାଲିଛି ଆଗାମୀ ଦିନମାନଙ୍କରେ ରିପୋର୍ଟ ଲୋକସଭାର ସଚିବାଳୟ ମାଗିଛନ୍ତି। ଏହିଭଳି ପରିସ୍ଥିତିରେ ଅନୁଭବ ମହାନ୍ତି ବର୍ଷାଙ୍କୁ କ୍ୟାମେରା ସାମ୍ନାକୁ ଆସି ଏହାର ପ୍ରମାଣପତ୍ର ଦର୍ଶେଇବା ପାଇଁ ଅନୁରୋଧ କରିଛନ୍ତି।