କ୍ୟାନ୍ସର ହେବା ପୁର୍ବରୁ ଶରୀର ଦେଇଥାଏ ଏହି ୫ଟି ଚେତାବନୀ, କଣ ଆପଣ ଜାଣିଛନ୍ତି ଏହା ବିଷୟରେ

ଦୁନିଆ ଯେତେ ପ୍ରଗତି କରୁଛି ସେହି ଅନୁସାରେ କ୍ୟାନ୍ସର ପରି ଘାତକ ରୋଗ ମଧ୍ୟ ବ୍ୟାପିବା ରେ ଲାଗିଛି I ତେବେ ଏହି ରୋଗ ର ଲକ୍ଷଣ ବିଷୟ ରେ ଯଦି ଆପଣ ଜାଣିପାରିବେ ତେବେ ନିଶ୍ଚିତ ରୂପେ ସଠିକ ଉପଚାର କରି ବଂଚି ପାରିବେ I ଡାକ୍ତର ଙ୍କ ର ମଧ୍ୟ କହିବା ଅନୁସାରେ କ୍ୟାନ୍ସର ରୋଗ ର ପ୍ରାରମ୍ଭିକ ଚିକିତ୍ସା ଜାଣିଲେ ନିଶ୍ଚିତ ରୂପେ ବଂଚି ପାରିବେ I

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁସାରେ 2022 ମଧ୍ୟ ରେ କ୍ୟାନ୍ସର ର 17.3 ଲକ୍ଷ ନୂଆ ମାମଲା ନଜର କୁ ଆସିଛି I ତେଣୁ କ୍ୟାନ୍ସର ରେ ମୃତକ ଙ୍କ ର ସଂଖ୍ୟା 8.8 ଲକ୍ଷ ପହଂଚିଛି I କ୍ୟାନ୍ସର ଏକ ଘାତକ ରୋଗ ଅଟେ I ଏବଂ ଏହା ର ସଠିକ ଉପଚାର ନ ହେଲେ ମୃତ୍ୟୁ ସୁନିଶ୍ଚିତ ଅଟେ I ତେବେ ଚାଲନ୍ତୁ ଜାଣିବା କ୍ୟାନ୍ସର ରୋଗ ର କିଛି ଲକ୍ଷଣ ବିଷୟ ରେ I

1.ଯଦି ଆପଣ ଙ୍କ ର 3 ସପ୍ତାହ ରୁ ଅଧିକ ଥଣ୍ଡା ଜ୍ୱର ଲାଗି ରହୁଛି ତେବେ ତୁରନ୍ତ ଡାକ୍ତର ଙ୍କୁ ଯୋଗାଯୋଗ କରନ୍ତୁ I ଏହା କ୍ୟାନ୍ସର ହେବାର ସଂକେତ ହେଇପାରେ I ଋତୁ ପରିବର୍ତନ ହେଲେ ଥଣ୍ଡା ଜ୍ୱର ଲାଗି ରହିଥାଏ I ଏବଂ ଯଥା ଶୀଘ୍ର ଔଷଧ ଖାଇ ଏହା କୁ ଭଲ କରିବା ଉଚିତ I

2.ଶରୀର ରେ କେଉଁ ସ୍ଥାନ ରେ ଆଘାତ ଲାଗିବା ପରେ ସେହି ସ୍ଥାନ ଘା ହେଇଯାଇଥାଏ I ଏବଂ ଏହି ଘା ଦୀର୍ଘ ଦିନ ପର୍ଯ୍ୟନ୍ତ ଭଲ ନ ହେଲେ ତୁରନ୍ତ ଡାକ୍ତର ଙ୍କୁ ଯୋଗାଯୋଗ କରନ୍ତୁ I

3.ଯଦି ଆପଣ କୌଣସି ପ୍ରକାର ର ରକ୍ତ ପ୍ରବାହ ସମସ୍ୟା ଯେପରି ପରିସ୍ରା , ଛେପ ଓ ଶୌଚ ରେ ରକ୍ତ ପଡିଥାଏ ତେବେ ଏହା କ୍ୟାନ୍ସର ର ସଂକେତ ହେଇପାରେ I

4.ଯଦି ଆପଣ ଙ୍କ ର ପାଚନ କ୍ରିୟା ଠିକ ନ ହେଇ ନ ଥାଏ I ଭୋକ କମ ଲାଗିଥାଏ , ତେବେ ଡାକ୍ତର ଙ୍କୁ ଯୋଗାଯୋଗ କରାଇବା ଉଚିତ I ଏହା କ୍ୟାନ୍ସର ର ମୁକ୍ଷ୍ୟ ଲକ୍ଷଣ ଅଟେ I

5.ସମାନ ରୂପେ ଶ୍ୱାସକ୍ରିୟା , ଶ୍ୱାସକ୍ରିୟା ରେ ସମସ୍ୟା ହେଲେ ମଧ୍ୟ ଆପଣ ଡାକ୍ତର ଙ୍କ ସହ ଯୋଗାଯୋଗ କରନ୍ତୁ I

Share Your Comments Below