Jio ଲଗାଉଛି ୪୫୦୦୦ ଟାୱାର, ଆପଣଙ୍କ ପାଖରେ ଯଦି କେଉଁଠି ଖାଲି ଜମି ଅଛି, ତ ଘରେ ବସି ରୋଜଗାର କରନ୍ତୁ ୪୦ହଜାର ଟଙ୍କା ମାସିକ

Reliance Jio ସହ ଯୋଡି ହେଇ ପ୍ରତୋକ ମାସ ରେ 25 ରୁ 30 ହଜାରେ ରୋଜଗାର କରିପାରିବେ I

ରିଲାଏନ୍ସ ଜିଓ ନିଜ ର 4ଜି ନେଟୱାର୍କ କୁ ମଜବୁତ କରିବା ପାଁଇ ଆଗାମୀ 6 ମାସ ମଧ୍ୟ ରେ ପୁରା ଦେଶ ରେ 45000 ଟାୱାର ଲଗାଇବାକୁ ଯାଉଛି I ଏପରି କ୍ଷେତ୍ରରେ ଆପଣ ମୋବାଇଲ ଟାୱାର ପାଁଇ ଆବେଦନ କରିପାରିବେ I

କମ୍ପାନୀ ଖୁବ ଶୀଘ୍ର ଟାୱାର ଲଗାଇବାର ପ୍ରୋସେସ ଆରମ୍ଭ କରିବାକୁ ଯାଉଛି I ଜିଓ ପୂର୍ବ ରୁ ହିଁ 1.6 ଲକ୍ଷ କୋଟି ଟଙ୍କା ଇନଭେସ୍ଟି କରିସାରିଛି I ଜିଓ ର କହିବା ମୁତାବକ ସେ ଗ୍ରାହକ ଙ୍କ ର ଯଥା ସମ୍ଭବ ସହଯୋଗ କରିବ I ତେବେ ସଠିକ ପରିମାଣ ରେ ଟାୱାର ନ ଥିବା କାରଣ ରୁ ଗ୍ରାହକ ମାନେ ଅନେକ ସମସ୍ୟା ର ସମୁଖୀନ ହେଉଛନ୍ତି I

ଏବଂ ଟେଲିକମ ଅପରେଟର ଙ୍କ ର ଜରୁରୀ ମୁତାବକ ଟାୱାର ନାହିଁ , ଯାହା ଦ୍ୱାରା କି ନେଟୱାର୍କ ର ସମସ୍ୟା ହେଉଛି I ଏହି ସୂଚନା ପରେ ଟେଲିକମ ପ୍ରମୁଖ ତୁରନ୍ତ ଏହି ମାମଲା କୁ ସମାଧାନ କରିବା ର ଯୋଜନା ପ୍ରସ୍ତୁତ କରୁଛନ୍ତି I

ତେବେ ମୋବାଇଲ ଅପରେଟର କିଛି ଘରୋଇ କମ୍ପାନୀ ଙ୍କୁ ଏହି ଟାୱାର ଲଗାଇବାର କଣ୍ଟ୍ରାକ୍ଟ ଦେଇଛନ୍ତି I ଇଡ୍ସ ଟାୱାର , ଆମେରିକା ଟାୱାର , ଭାରତୀ ଇନ୍ଫରଟେଲ , ATC , ବ୍ୟୋମ , ଜିଟିଏଲ ପରି ଅନେକ କମ୍ପାନୀ ଏହି କାର୍ଯ୍ୟ କୁ ଅଲଗା ଅଲଗା ଅଂଚଳ ରେ କରୁଛନ୍ତି I ଏହି କମ୍ପାନୀ ଗୁଡିକ ର ୱେବସାଇଟ ରେ ଆପଣ ଆବେଦନ କରିପାରିବେ I

ମୋବାଇଲ ଟାୱାର ଲଗାଇବାକୁ ହେଲେ ଆପଣ ଏହି ଟାୱାର ଲଗାଇବା କମ୍ପାନୀ ସହ ତାଙ୍କ ୱେବସାଇଟ ମାଧ୍ୟମ ରେ ଯୋଗାଯୋଗ କରିପାରିବେ I ଯେଉଁଥିରେ ଆପଣ ନିଜ ନାମ ଠିକଣା ଓ ବ୍ୟକ୍ତିଗତ ତଥ୍ୟ ଦେଇ ଆବେଦନ କରିପାରିବେ I ଏହା ଛଡା ଆପଣ ଏହା ବି ଦର୍ଶାଇବାକୁ ହେବ କି ଯେଉଁଠାରେ ଟାୱାର କରିବେ ଏହା ଘରୋଇ ଜାଗା କି କୌଣସି ବ୍ୟବସାୟିକ ଜାଗା I ସମ୍ପୂର୍ଣ ବିବରଣୀ ପରେ ଟାୱାର କମ୍ପାନୀ ର ଲୋକେ ଆପଣ ଙ୍କ ସହ ଯୋଗାଯୋଗ କରିବେ I