ଭାରତ ରେ ପ୍ରତୋକ ଘରେ ଝିଅ ଜନ୍ମ କୁ ନେଇ ପିତାମାତା ଚିନ୍ତିତ ହେଇଥାନ୍ତି ଏବଂ ଝିଅ ଜନ୍ମ କୁ ଡରିଥାନ୍ତି କାରଣ ଝିଅ ବିବାହ ସମୟ ରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ I କିନ୍ତୁ ବର୍ତମାନ ଝିଅ ଙ୍କ ର ଉତ୍ତମ ଭବିଷ୍ୟତ ପାଁଇ ଏକ ଖୁସି ଖବର ଆସିଛି I ବର୍ତମାନ ଝିଅ ଙ୍କ ପାଁଇ ଏକ ଇନଭେଷ୍ଟମେଣ୍ଟ ପଲିସୀ ଆସିଛି ଏବଂ ଏହି ଯୋଜନା ରେ ଆପଣ 121 ଟଙ୍କା ପ୍ରତୋକ ଦିନ ରେ ଦେବାକୁ ହେବ I ଏହି ପଲିସୀ ନାମ ହେଉଛି କନ୍ୟାଦାନ ପଲିସୀ I
ଝିଅ ବିବାହ ପାଁଇ ପ୍ରତୋକ ମାସ ରେ 121 ଟଙ୍କା
LIC କନ୍ୟାଦାନ ପଲିସୀ ରେ ଆପଣ 121 ଟଙ୍କା ପ୍ରତୋକ ଦିନ ହିସାବ ରେ ମାସ କୁ 3600 ଟଙ୍କା ଦେବାକୁ ହେବ I ଏହା ର କମ ପ୍ରିମିୟମ ର ଯୋଜନା ମଧ୍ୟ ରହିଛି I କିନ୍ତୁ ଏହି 121 ଟଙ୍କା ପ୍ରତୋକ ଦିନ ଅନୁସାରେ ଆପଣ 25 ବର୍ଷ ରେ 27 ଲକ୍ଷ୍ୟ ଟଙ୍କା ପାଇବେ I ପଲିସୀ ନେବା ପରେ ପଲିସୀ ଧାରକ ମୃତ୍ୟ ହେଇଯାନ୍ତି ତେବେ ତାଙ୍କୁ ପ୍ରତୋକ ବର୍ଷ 1 ଲକ୍ଷ୍ୟ ଟଙ୍କା ମିଳିବ I ଏବଂ ପଲିସୀ ର ସମୟ ସୀମା ଶେଷ ହେଲେ ପୁଣି 27 ଲକ୍ଷ୍ୟ ଟଙ୍କା ମଧ୍ୟ ମିଳିବ I ଝିଅ ଜନ୍ମ ର ତୁରନ୍ତ ପରେ ହିଁ ଆପଣ ହିଁ ଯୋଜନା ର ଉଠାଇପାରିବେ I
ଏହି ପଲିସୀ ବିଷୟ ରେ କିଛି ବିଶେଷ
LIC କନ୍ୟାଦାନ ପଲିସୀ ନେବାକୁ ହେଲେ ଏକ ବର୍ଷ ରୁ 30 ବର୍ଷ ମଧ୍ୟ ରେ ଝିଅ ର ବୟସ ହେଇଥିବା I ଏହି ଯୋଜନା 25 ବର୍ଷ ର ଅବଧି ସୀମା ଅଟେ ଏବଂ ପ୍ରିମିୟମ କେବଳ 22 ବର୍ଷ ପର୍ଯ୍ୟନ୍ତ ଦେବେ I
1.22 ବର୍ଷ ପର୍ଯ୍ୟନ୍ତ ହିଁ ପ୍ରିମିୟମ ଦେବାକୁ ହେବ I
2. ପ୍ରତୋକ ଦିନ 121 ଟଙ୍କା ଓ ମାସ କୁ 3600 ଟଙ୍କା
3.କିଛି ଦିନ ପରେ ଯଦି ବୀମା ଧାରକ ଙ୍କ ର ମୃତ୍ୟୁ ହେଇଯାଏ ତେବେ ପରିବାର ଲୋକେ କୌଣସି ପ୍ରିମିୟମ ଦେବା ଆବଶ୍ୟକ ନାହିଁ I
4.ଏବଂ ଏହି ପଲିସୀ ଶେଷ ପର୍ଯ୍ୟନ୍ତ ପ୍ରତୋକ ବର୍ଷ ତାଙ୍କ ପରିବାର କୁ 1 ଲକ୍ଷ୍ୟ ଟଙ୍କା ମିଳିବ I
5.ପଲିସୀ ର ସମୟ ସୀମା ଶେଷ ପରେ 27 ଲକ୍ଷ୍ୟ ଟଙ୍କା ମିଳିବ I
6. ଏହି ପଲିସୀ କମ କିମ୍ଭା ଅଧିକ ପ୍ରିମିୟମ ର ମଧ୍ୟ ନେଇପାରିବେ I