ଲକ ଡାଉନ ସମୟ ରେ ଉତ୍ତର ପ୍ରଦେଶ ର ମୁରାଦବାଦ ରୁ ଏକ ଆଶ୍ଚଯ୍ୟକର ଘଟଣା ଦେଖିବା କୁ ମିଳିଥିଲା I ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ କିଛି ଟଙ୍କା ପାଁଇ ନିଜ ପତ୍ନୀ ଙ୍କୁ ବିକ୍ରୟ କରିଥିଲେ I ମହିଳା ଙ୍କୁ କିଣିଥିବା ବ୍ୟକ୍ତି ତିନି ଦିନ ପର୍ଯ୍ୟନ୍ତ ମହିଳା ଙ୍କୁ ବନ୍ଧକ କରି ତାଙ୍କ ର ବଳାତ୍କାର କରିଥିଲେ I ଘଟଣାଟି ସେତେବେଳେ ଜଣାଯାଇଥିଲା ଯେତେବେଳେ ଆରୋପି ପତି ନିଜ ପତ୍ନୀ ନିଖୋଜ ହେବା ବିଷୟ ରେ କହିଥିଲେ I ଏହି ମାମଲା ରେ ଆରୋପି ପତି ସୋମବାର ଦିନ ପୋଲିସ ଦ୍ୱାରା ଗିରଫ ହେଇଛନ୍ତି I ଏହା ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିଲା I
10 ହଜାର ରେ 2 ଘଣ୍ଟା ପର୍ଯ୍ୟନ୍ତ ବିକ୍ରୟ କରିଥିଲେ – ଘଟଣା ଟି ମୁରାଦବାଦ ରେ ପାକବଡା ଥାନା ଅଂଚଳ ର ଅଟେ I ଏଠାରେ ପୋଲିସ ଏହି ବ୍ୟକ୍ତି ନିଜ ପତ୍ନୀ ଙ୍କୁ 10 ହଜାର ଟଙ୍କା ରେ ବିକ୍ରୟ କରିବା ମାମଲା ରେ ଗିରଫ କରିଛନ୍ତି I ତେବେ ଯେଉଁ ବ୍ୟକ୍ତି ତାଙ୍କ ପତ୍ନୀ ଙ୍କୁ ବଳାତ୍କାର କରିଛନ୍ତି ପୋଲିସ ତାଙ୍କ ର ସନ୍ଧାନ ଜାରି ରଖିଛନ୍ତି I ପାକବଡା ଥାନା ପ୍ରଭାବରୀ ସୁରେନ୍ଦ୍ର ପାଲ ସିଂ ଙ୍କ ଅନୁସାରେ ହସମ୍ପର ନିବାସୀ ର ଜଣେ ବ୍ୟକ୍ତି ଥାନା ରେ ଅଭିଯୋଗ କରିଥିଲେ କି ତାଙ୍କ ପତ୍ନୀ ନିଖୋଜ ଅଟନ୍ତି I
ମହିଳା ଙ୍କ କଥା ଶୁଣି ପୋଲିସ ଆଶ୍ଚଯ୍ୟ ହେଇଥିଲେ -ସର୍ଵବୀଲାନ୍ସ ରୁ ନିଖୋଜ ମହିଳା ଙ୍କ ର ଲୋକେସନ ସମ୍ଭାଳ ଗୂଂନ୍ର ଥାନା ଅଂଚଳ ରୁ ଜଣାଯାଇଛି I ଏବଂ ପାକବଡା ପୋଲିସ ତାଙ୍କୁ ଗିରଫ କରିଛି I ମହିଳା ଙ୍କୁ ଉଦ୍ଧାର କରିବା ପରେ ମହିଳା ଯେଉଁ ବୟାନ ଦେଇଥିଲେ ଏହା ଶୁଣି ପୋଲିସ ମଧ୍ୟ ଆଶ୍ଚଯ୍ୟ ହେଇଥିଲେ I ମହିଳା ଙ୍କ କହିବା ଅନୁସାରେ ତାଙ୍କ ପତି ମାତ୍ର 10 ହଜାର ଟଙ୍କା ରେ ତାଙ୍କୁ ଗିରଫ କରିଛନ୍ତି I
ବନ୍ଧକ କରି 3 ଦିନ ର ବଳାତ୍କାର କରାଯାଇଥିଲା – ବନ୍ଧକ କରିକି ସେହି ବ୍ୟକ୍ତି ତାଙ୍କ ର ତିନି ଦିନ ପର୍ଯ୍ୟନ୍ତ ବଳାତ୍କାର କରିଥିଲେ I ମହିଳା ଙ୍କୁ ଉଦ୍ଧାର କରିବା ପରେ ପୋଲିସ ମହିଳା ଙ୍କ ର ବୟାନ ରେକର୍ଡ କରିଥିଲେ I ମହିଳା ଙ୍କ ର ଏହି ବୟାନ ଅନୁସାରେ ଆରୋପି ପତି ଙ୍କୁ ପୋଲିସ ଗିରଫ କରିଛି I