ଲାଞ୍ଜ ଉପରେ ବାଇକ ଚଢିବାରୁ ରାଗରେ ବାଇକକୁ ଦୁଇ କିଲୋମିଟର ଗୋଡ଼ାଇଲା କୋବ୍ରା ସାପ ଆଉ ତାପରେ…

ଜଳଉନ ରେ ଏକ ଯୁବକ ସାପ ର ଲାଞ୍ଚ ରେ ବାଇକ ଚଢାଇ ଦେଇଥିଲା ଏବଂ କୋବ୍ରା ସାପ ଟି ରାଗିଯାଇଥିଲା I କୋବ୍ରା ସାପ ଟି ଉକ୍ତ ଗାଡି କୁ ପ୍ରାୟ ଏକ କିମି ପିଛା କରିଥିଲା I ଏବଂ ଏକ କିମି ପରେ ସାପ ଟି ଉକ୍ତ ଗାଡି କୁ ନିଜ କବ୍ଜା କୁ ନେଇଯାଇଥିଲା I

ସେଠାରେ ରହୁଥିବା ଗୁଡ୍ଡୁ ପଞ୍ଚରି ସୋମବାର ନିଜ ର ଏକ ସାଥି ଙ୍କ ର ଗାଡି ଜଲୋନି ନେଇ ଯାଇଥିଲେ I ରାସ୍ତା ରେ ଏକ କୋବ୍ରା ସାପ ରାସ୍ତା ପାର ହେଉଥିବା ସମୟ ରେ ସେ ଗାଡି ଟି କୋବ୍ରା ସାପ ର ଲାଞ୍ଜ ରେ ଚଢାଇ ଦେଇଥିଲେ ଏବଂ କୋବ୍ରା ସାପ ଟି ତାଙ୍କ ର ପିଛା କରିବା ଆରମ୍ଭ କରିଥିଲା I ଏବଂ ଉକ୍ତ ବ୍ୟକ୍ତି ଯେତେବେଳେ ରାସ୍ତା ପାଖ ରେ ସାପ ଟି କୁ ଦେଖିଲେ ତ ଡରିଯାଇ ଗାଡି ଛାଡି ଚାଲିଯାଇଥିଲେ I

ଗୁଡ୍ଡୁ ସେଠାରୁ ଡରି ଚାଲିଯିବା ପରେ ସାପ ଟି ଏକ ଘଣ୍ଟା ସେହି ଗାଡି ଉପରେ ବସି ରହିଥିଲା I ଏହି ଘଟଣା ଦେଖି ସେଠାରେ ଲୋକ ଙ୍କ ର ଭିଡ଼ ମଧ୍ୟ ହେଇଯାଇଥିଲା I ଯେ କେହି ଗାଡି ଟି ର ପାଖ କୁ ଆସୁଥିଲେ ସାପ ଟି ତାଙ୍କୁ କାମୁଡି ଗୋଡ଼ଉଥିଲା I ସାପ ଟି ନ ଯିବାରୁ ଲୋକେ ସାପ ଟି ପଥର ମାରିଥିଲେ ଏବଂ ଶେଷ ରେ ସାପ ଟି ସେଠାରୁ ଚାଲିଯାଇଥିଲା I