ଦିଲ୍ଲୀରେ ଗୋଟେ ସ୍କୁଲର ଝୁଲାରେ ଝୁଲୁଥିବାର ଦେଖା ଦେଲା ଲାଇଭ ଭୁତ, ଭିଡ଼ିଓ ସୋସିଆଲ ମିଡିଆରେ ହେଲା ଭାଇରଲ

ଅନେକ ପୁରୁଣା ଯୁଗ ରୁ ଲୋକେ ଭୁତ ପ୍ରେତ ପ୍ରତି ଅଧିକ ଗୁରୁତ୍ୱ ଦେବାର ଦେଖିବାକୁ ମିଳିଛି I କିଛି ଲୋକେ ତ ଏହା କୁ କେବଳ ମନ ର ପରିକଳ୍ପନା ବୋଲି ମାନିଥାନ୍ତି I ଯେପରି ଆପଣ ଭଗବାନ ଙ୍କ ଉପରେ ଭରସା କରିଥାନ୍ତି ସେହିପରି ଭୁତ ପ୍ରେତ ଙ୍କ ଉପରେ ବି ଭରସା କରିବା ଉଚିତ I

ଦିଲ୍ଲୀ ରେ ଭୁତ
ଆଜିକାଲି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥାଏ I ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥାଏ I ଏବଂ ଏହି ବିଡିଓ କୁ ଯିଏ ବି ଦେଖିଚି ଆଶ୍ଚଯ୍ୟ ହେଇଚି I ଦିଲ୍ଲୀ ରେ ଖ୍ୟାଲ କ୍ଷେତ୍ର ରେ ଏହି ବିଡ଼ିଓ କୁ ଏକ ପିଲାଟି ସୁଟ କରିଛି I

ଏହି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏବଂ ଲୋକେ ନିଜ ନିଜ ର ମତ ବି ଦେଉଛନ୍ତି I ଏଠାରେ ଏକ ଗ୍ରାଉଣ୍ଡ ରେ ଦିନ ରେ କିଛି ପିଲା ଖେଳୁଥିଲେ ଏବଂ ସେଠାରେ ଏକ ବଡ଼ ଦୋଳି ବି ଲାଗିଥିଲା I

ପିଲା ମାନେ ଖେଳୁଥିବା ସମୟ ରେ ଦୋଳି ଟି ଅଚାନକ ଝୁଲିବାକୁ ଲାଗିଲା ଏବଂ ଅଚାନକ ଏପରି ହେବାରୁ ପିଲାମାନେ ବି ଡରିଯାଇଥିଲେ I ଏବଂ କିଛି ଦୂର ରେ ଯାଇ ପିଲାମାନେ ଏହା ର ଭିଡିଓ କରିଥିଲେ I

Ghost in Delhi -video vira
ପ୍ରଥମେ ଦୋଳି ଟି ଧୀରେ ଧୀରେ ଝୁଲୁଥିଲା ଏହା ପରେ କିନ୍ତୁ ଜୋର ଜୋର ରେ ଝୁଲିବାକୁ ଲାଗିଲା ଏବଂ 11 ଶ୍ରେଣୀ ର ଏକ ପିଲା ନିଜ ମୋବାଇଲ ରେ ଏହିସବୁ ଘଟଣା ର ସୁଟ କରିଛି I

Ghost in Delhi-ଏହି ଘଟଣା ସମ୍ପର୍କ ରେ ଯେତେବେଳେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ ଏବଂ ସେଠାରେ ଲୋକେ କହିଛନ୍ତି କି ଏହା ମିଛ ଅଟେ I

ଭିଡିଓ ଟି ଦେଖିବା ପରେ କିଛି ଲୋକଙ୍କ ର କହିବା ଅନୁସାରେ ସେଠାରେ ନିଶ୍ଚିତ ରୂପେ କିଛି ନକାରାତ୍ମକ ଶକ୍ତି ଙ୍କ ର ପ୍ରଭାବ ରହିଛି I

ଦେଖନ୍ତୁ ଭିଡିଓ

Share Your Comments Below

Leave a Reply

Your email address will not be published. Required fields are marked *